Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି I ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା…

ଆଇନଜୀବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଆଇଏଏସ୍ ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଣେ ମହିଳା ଆଇଏଏସ୍ ଅଧିକାରୀ ଏବଂ ପୋଲିସ କର୍ମଚାରୀ ଜଣେ ୭୦ ବର୍ଷୀୟ ଆଇନଜୀବୀଙ୍କୁ ହଇରାଣ କରିବା ଅଭିଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୂଚନା ଅନୁଯାୟୀ, ଆସୋସିଏସନର ସଭାପତି ବିଭୁ ପ୍ରସାଦ…

୪୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଭୀଷ୍ମ ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ତହସିଲ ଅନ୍ତର୍ଗତ ଗୌଡପାଲି…

AI-171 ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ସହାୟତା ରାଶି ଦେବ ଟାଟା ଗ୍ରୁପ

ଗୁଜୁରାଟ: AI-171 ବିମାନର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କା ପ୍ରଦାନ କରିବ। ଆମେ ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ଏବଂ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇବୁ। ଏହା ସହିତ, ଆମେ ବିଜେ ମେଡିକାଲର ହଷ୍ଟେଲ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଖସିଲା ବୋଇଂ ସେୟାର

ଅହମ୍ମଦାବାଦ: ଆଜି ଅପରାହ୍ନ ସମୟରେ ଅହମ୍ମଦାବାଦରେ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀର ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଆମେରିକାର ମାର୍କେଟରେ ଗୁରୁବାର ଦିନ ପ୍ରି ମାର୍କେଟ ଡିଲରେ ବୋଇଂର ସେୟାର ୭.୮% ହ୍ରାସ ପାଇ $୧୯୭.୩ (୧୬,୮୭୫ ଟଙ୍କା) ରେ…

ଲଞ୍ଚ ହେଲା Android 16; ନୋଟିଫିକେସନରେ ମିଳିବ ଲାଇଭ୍ ଲୋକେସନ୍ ଆହୁରି…

ନୂଆଦିଲ୍ଲୀ: ଗୁଗୁଲ୍ ବୁଧବାର ଦିନ ନିଜର ନୂତନ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ ୧୬ ରୋଲ୍ ଆଉଟ୍ କରିଛି, ଯାହାର ଆରମ୍ଭ ପିକ୍ସେଲ ଡିଭାଇସ ସହ କରିଛି । ଏହି ଅପଡେଟ୍‌ରେ ଲାଇଭ୍ ଆକ୍ଟିଭିଟିଜ୍ ଭଳି ରିଅଲ୍-ଟାଇମ୍ ଫିଚର୍ ଏବଂ ଆଡଭାନ୍ସଡ୍ ପ୍ରୋଟେକ୍ସନ୍ ଭଳି ସିକ୍ୟୁରିଟି ଫିଚର ରହିଛି।…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ

ଅହମ୍ମଦାବାଦ: ଅହମ୍ମଦାବାଦରେ ଆଜି ଘଟିଥିବା ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ପଷ୍ଟ କଲେ କେନ୍ଦ୍ର ମନ୍ତ୍ରୀ ସିଆର୍‌ ପାଟିଲ । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା…

ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ୪୧ ବର୍ଷୀୟ ଜଣେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ଦାସଙ୍କୁ ମିଳିବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମସ୍ତ ସହାୟତା । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ପୀଡିତଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ସାମ୍ପଲ୍‌ ମାଗିଲେ ଗୁଜୁରାଟ ସରକାର

ଗୁଜୁରାଟ: ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଗୁଜୁରାଟ ସରକାର ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୁନା ଦେବାକୁ ନିବେଦନ କରିଛନ୍ତି। ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍‌ ଦେବାକୁ ଗୁଜରାଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଧନଞ୍ଜୟ…

ଭଦ୍ରକ ଗୋଷ୍ଠୀ ସଂଘର୍ଷ ଘଟଣା; ମୃତ ସନ୍ତୋଷଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ବହନ କରିବେ ସରକାର

ଭଦ୍ରକ: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଗତକାଲି ଏହି ଘଟଣାରେ…