Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣା; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଭୁବନେଶ୍ୱର: ବାଲେଶ୍ୱରର ଏଫଏମ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। "ଓଡିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ଏଫଏମ…

ରାଜ୍ୟରେ ପ୍ରଥମ: ସରକାରୀ ଗାଡି ଚଳାଇଲେ ମହିଳା ଡ୍ରାଇଭର, ଜାଣନ୍ତୁ କିଏ ଏହି ସନ୍ଧ୍ୟା ମାଝୀ….

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଜଣେ ମହିଳା ସରକାରୀ ଗାଡି ଡ୍ରାଇଭର ବନି ଇତିହାସ ରଚିଛନ୍ତି । ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସରକାରୀ ଗାଡ଼ି ଚଲାଇ,ସରକାରୀ ଗାଡ଼ି ଚଲାଇଥିବା ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ବନିଛନ୍ତି ସନ୍ଧ୍ୟା ରାଣୀ ମାଝୀ । ଏହି…

ଉଲଫା ଶିବିର ଉପରେ ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣ ଅଭିଯୋଗ;ସେନା କହିଲା…

ନୂଆଦିଲ୍ଲୀ:ମିଆଁମାରର ସାଙ୍ଗିଗ ଅଞ୍ଚଳର ଏକ ଉଗ୍ରବାଦୀ ସଂଗଠନ ଉଲଫା(ଆଇ) ଦାବି କରିଛି ଯେ ଭାରତୀୟ ସେନା ମିଆଁମାର ସୀମାରେ ଥିବା ସେମାନଙ୍କ ଶିବିର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଉଲଫା(ଆଇ) ଅନୁଯାୟୀ, ଆକ୍ରମଣରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି।…

ବିହାର ଭୋଟର ତାଲିକାରେ ବାଂଲାଦେଶୀ, ନେପାଳୀ….ନିର୍ବାଚନ ଆୟୋଗଙ୍କ ଯାଞ୍ଚରେ ବଡ ଖୁଲାସା

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ, ଭୋଟର ତାଲିକାର ଏକ ସମ୍ପୂର୍ଣ୍ଣ ସଂଶୋଧନ (ଏସଆଇଆର) ଏବଂ ଯାଞ୍ଚ କରାଯାଉଛି । ଏହି ଦ୍ୱାର-ଦ୍ୱାର ସଂଶୋଧନ ଅଭିଯାନ ସମୟରେ, ବିହାର ଭୋଟ ଲିଷ୍ଟରେ ନେପାଳ, ବାଂଲାଦେଶ ଏବଂ ମିଆଁମାରର ଲୋକଙ୍କୁ ବହୁ…

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ…

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା; ‘ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ’

ବାଲେଶ୍ବର: ନ୍ୟାୟ ନ ପାଇ ବାଲେଶ୍ୱର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ ଏହି ଘଟଣାପାଇଁ କର୍ତ୍ତୃପକ୍ଷଙ୍କ…

ଏଫଏମ ଛାତ୍ରୀ ଆତ୍ମାହୁତୀ: ଘେରିଲେ ବିରୋଧୀ, ନବୀନ ଲୋଡିଲେ ରାଜ୍ୟପାଳଙ୍କ ହସ୍ତକ୍ଷେପ

ବାଲେଶ୍ବର: ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତୀ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରକାର ମଧ୍ୟ ଆକ୍ସନ ମୋଡରେ ଏହି ଘଟଣାକୁ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ଭିତରେ ଏବେ ବିରୋଧୀ ରାଜ୍ୟରେ ନାରୀ ସୁରକ୍ଷାକୁ ପ୍ରଶ୍ନ କରି ସରକାରଙ୍କୁ…

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାଲେଶ୍ଵର ପୀଡ଼ିତା; ଏମ୍ସ ଯାଇ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି…

ଅପରେସନ ସିନ୍ଦୂର ପରେ ଭାରତ ଊପରେ ପରମାଣୁ ଆକ୍ରମଣ କରିଥାନ୍ତା କି ପାକିସ୍ତାନ….କ’ଣ କହିଲେ ସରିଫ୍?

ନୂଆଦିଲ୍ଲୀ: ଭାରତ ସହିତ ସମ୍ପ୍ରତି ସାମରିକ ମୁକାବିଲା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପରମାଣୁ ଯୁଦ୍ଧର କୌଣସି ସମ୍ଭାବନାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ କୌଣସି ଆକ୍ରମଣ ପାଇଁ ନୁହେଁ, ବରଂ…

ହରିୟାଣା ଟେନିସ ପ୍ଲେୟାର ହତ୍ୟା ମାମଲା: ନିନ୍ଦା କଲେ ଗ୍ରେଟ୍ ଖଲି, କହିଲେ, ‘ମାନସିକତାର ବିଷୟ’

ନୂଆଦିଲ୍ଲୀ: ହରିୟାଣା ଟେନିସ ପ୍ଲେୟାରଙ୍କୁ ତାଙ୍କ ବାପାଙ୍କ ଦ୍ବାରା ହତ୍ୟା କରାଯିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଏହାକୁ ନେଇ ନୀତି କିଛି ନା କିଛି ଚାଞ୍ଚଲ୍ୟକର ଖୁଲାସା ହେଉଛି । ଏହାରି ଭିତରେ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମ୍ ତଥା ବିଜେପି ନେତା ଦଲିପ୍ ସିଂହ ରାଣା, ଯିଏକି…