Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୁନ୍ ୪…ବର୍ଷେ ପରେ କିଏ କେଉଁଠି?

ଭୁବନେଶ୍ବର: ଜୁନ୍ ୪ । ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ…

ଭୁଲ ଇଞ୍ଜେକସନରୁ ମୃତ୍ୟୁ ମାମଲା: ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ। ଏହି ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ। ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ। ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି। ଏମାନେ ସହିଦ ଲଷ୍ମଣ ନାୟକ…

ଜଗତପୁରରେ ନକଲି ମୋବିଲ କମ୍ପାନୀ ଉପରେ ରେଡ୍‌

କଟକ: କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି । ବୁଧବାର ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ପୋଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ ।…

ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ

ଭୁବନେଶ୍ବର: ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ । ରାଜଧାନୀର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ବିଏମସିର ୭୦ କର୍ମଚାରୀ…

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ…

ପୁଣି ଜଣେ ପାକିସ୍ତାନ ସ୍ପାଏ ଗିରଫ, ଜ୍ୟୋତି ମାଲହୋତ୍ରା ଏବଂ ଦାନିଶ ସହ ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ଭାରତରୁ ଲଗାତାର ଧରାପଡୁଛନ୍ତି ପାକିସ୍ତାନ ଗୁପ୍ତଚୋର। ଏବେ ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଏବେ ଭାରତ ପାକିସ୍ତାନର…

ପୁରୀରୁ ୫ ଧାର୍ମିକ ସ୍ଥଳ ପାଇଁ ଗଡ଼ିଲା ବସ୍‌

ପୁରୀ: ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍‌ । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍‌ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଗତକାଲି ଏହି ଯୋଜନାକୁ…

ନୂତନ EV ଯୋଜନା: ଆମଦାନୀ ଶୁଳ୍କ ୧୫ପ୍ରତିଶତକୁ ହ୍ରାସ; ଏହିସବୁ କମ୍ପାନୀ କରିବେ ନିବେଶ !

ନୂଆଦିଲ୍ଲୀ: ଭାରୀ ଶିଳ୍ପ ମନ୍ତ୍ରଣାଳୟ 'ଭାରତରେ ବୈଦ୍ୟୁତିକ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା-Scheme to Promote Manufacturing of Electric Passenger Cars in india ' (SPMEPCI) ନାମକ ଏକ ନୂତନ EV ଯୋଜନାକୁ ଚୂଡ଼ାନ୍ତ କରିଛି। ଏହି ନୀତି…

ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କେଜି ବିସ୍ଫୋରକ ମିଳିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜିର ବିସ୍ଫୋରକ । ଜଙ୍ଗଲର ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀମାନେ ଏହି ବିସ୍ଫୋରକ ମାନ ଜବତ କରିଛନ୍ତି । ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ…

ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ୍‍ ଥାନା ପାରଦ୍ୱୀପଗଡ ପ୍ଲାଣ୍ଟରେ ଅଘଟଣ। ଏଠାରେ ଥିବା ଆଇସ୍‍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‍ ଲିକ୍‍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍‍ ଲିକ୍‍ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୪ଜଣ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।…