Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଣ୍ଡଳୀରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା; ୩ ଗିରଫ

କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ଛକରେ ତିନି ଜଣଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୩ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଆଠଗଡ଼ ଓ ଜଣେ ଭୁବନେଶ୍ୱର ବାସିନ୍ଦା। ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କଲା ବାରଙ୍ଗ ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ମୋଦିଙ୍କ ଆହ୍ୱାନକୁ ଆଗେଇ ନେଲେ ଦିଲ୍ଲୀ, ୟୁପି… ମୋହନ ସରକାର କଣ କରିବେ?

ଭୁବନେଶ୍ୱର: ଦେଶରେ ବଢ଼ୁଥିବା ତେଲର ଚାପ, ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ଓ ଆର୍ଥିକ ସତର୍କତା ମଧ୍ୟରେ ଏବେ ନୂଆ ପ୍ରଶାସନିକ ମଡେଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନ ପରେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ବଡ଼…

ମୁମ୍ବାଇ ପରେ ଏବେ ଛତିଶଗଡ଼ରେ ତରଭୁଜ ଆତଙ୍କ: ଫୁଡ୍ ପଏଜନ ସନ୍ଦେହ; ୧୫ ବର୍ଷୀୟ ନାବାଳକର ମୃତ୍ୟୁ

ରାୟପୁର: ଖରାଦିନେ ତରଭୁଜ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଏହି ସ୍ୱାଦିଷ୍ଟ ଫଳ ଯେ କାହାର ଜୀବନ ନେଇପାରେ, ତାହା ହୁଏତ କେହି କଳ୍ପନା କରିନଥିବେ। ମୁମ୍ବାଇର ଏକ ହୃଦୟ ବିଦାରକ ଘଟଣା ପରେ, ଏବେ ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରୁ ଏକ ସମାନ ଧରଣର ଅଭାବନୀୟ ଖବର…

ଡଲାର ଆଗରେ ଦୁର୍ବଳ ଟଙ୍କା, ବଢ଼ିପାରେ ପେଟ୍ରୋଲ୍‌-ଡିଜେଲ୍‌ ଦର

ନୂଆଦିଲ୍ଲୀ: ଭାରତର ଟଙ୍କା ପୁଣି ଚିନ୍ତା ବଢ଼ାଇଛି। ଆମେରିକାର ଡଲାର ଆଗରେ ଟଙ୍କା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମଙ୍ଗଳବାର ୧ ଡଲାର ପିଛା ଟଙ୍କାର ମୂଲ୍ୟ ୯୫.୬୩ରେ ପହଞ୍ଚିଥିଲା। ଏହାକୁ ନେଇ ଆର୍ଥିକ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। କାରଣ ଏହାର ସିଧା ପ୍ରଭାବ…

ଚାଷୀଙ୍କ ଇଚ୍ଛାମୃତ୍ୟୁ ଘଟଣା; ସମସ୍ୟାର ସମାଧାନ ପାଇଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପରିଚାଳିତ ମାର୍କେଟ ୟାର୍ଡରେ ଧାନ ବିକ୍ରୟ କରିବାରେ ବିଫଳ ହେବା ପରେ ବରଗଡ଼ ଜିଲ୍ଲାର ଜଣେ ହତାଶ ଚାଷୀ ସରକାରଙ୍କଠାରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ସାହାରା ଟିକ୍ରା ଗ୍ରାମର ରୋହିତ ଭୋଇ ନାମକ ଜଣେ ଚାଷୀ ସୋମବାର ଦିନ ବରଗଡ଼…

NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର

ନୂଆଦିଲ୍ଲୀ: NEET UG 2026 ପରୀକ୍ଷା ବାତିଲ ହେବା ପରେ ପେପର ଲିକ୍ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମହାରାଷ୍ଟ୍ରର ନାସିକରେ ଗିରଫ ହୋଇଥିବା ଜଣେ ଛାତ୍ର ପ୍ରାୟ ୧୦ ଲକ୍ଷରେ ଲିକ୍ ହୋଇଥିବା ପରୀକ୍ଷା ପେପର କିଣିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ, ଗିରଫ ଛାତ୍ରଙ୍କ ନାମ ଶୁଭମ୍…

ହନ୍ତାଭାଇରସ୍ ନୂଆ ନୁହେଁ; ଏହି ଦେଶରେ ପୂର୍ବରୁ ସାମ୍ନାକୁ ଆସିଛି ଅନେକ ମାମଲା, କେତେ ବିପଦପୂର୍ଣ୍ଣ ଜାଣନ୍ତୁ..

ନୂଆଦିଲ୍ଲୀ: ବିଶ୍ୱର କିଛି ଦେଶରେ ହନ୍ତାଭାଇରସ୍ ବ୍ୟାପିବାର ଭୟ ରହିଛି । ନିକଟରେ ଏକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ପ୍ରକୋପ ଦେଖାଦେଇଥିଲା । ସେବେଠାରୁ, କିଛି ମାମଲା ରିପୋର୍ଟ ହୋଇଛି । ଯେଉଁମାନେ ଏହି ଭାଇରସ୍ ସହିତ ଅପରିଚିତ ସେମାନେ ଏହାକୁ ନୂଆ ଏବଂ ଏହା ଦ୍ବାରା ବଡ ବିପଦ ହୋଇପାରେ…

ଭାରତର ‘ରକେଟ୍ ମହିଳା’ ନନ୍ଦିନୀ ହରିନାଥ କିଏ, ଯାହାଙ୍କ ଶାଢ଼ୀ ସ୍ମିଥସୋନିୟନ୍ ସଂଗ୍ରହାଳୟରେ ପ୍ରଦର୍ଶିତ…

ନୂଆଦିଲ୍ଲୀ: ୱାଶିଂଟନ୍ ଡିସିରେ ଥିବା ସ୍ମିଥସୋନିୟନର ନ୍ୟାସନାଲ ଏୟାର ଆଣ୍ଡ ସ୍ପେସ୍ ମ୍ୟୁଜିୟମ୍ ଏହାର ପ୍ରତିଷ୍ଠିତ ବିମାନ ଏବଂ ମହାକାଶ ଯାତ୍ରା ସ୍ମରଣୀୟ ସାମଗ୍ରୀ ସଂଗ୍ରହ ପାଇଁ ପ୍ରସିଦ୍ଧ । ତଥାପି, ସଂଗ୍ରହାଳୟ ଏବେ ଭାରତର ମହାକାଶ ସଫଳତାର ଏକ ଅନନ୍ୟ ପ୍ରଦର୍ଶନୀ ପ୍ରଦାନ କରୁଛି ।…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ, ଜାଣନ୍ତୁ କେଉଁ ସବୁ ଦେଶକୁ ଯିବେ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ୫ଟି ଦେଶ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦି…

ସିବିଆଇ ହାତରେ ନିଟ୍ ପେପର୍ ଲିକ୍! ୭ରୁ ୧୦ ଦିନ ଭିତରେ ହେବ ପୁନଃ ପରୀକ୍ଷା 

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାରେ NTA ଏକ ବଡ଼ ନିଷ୍ପତ୍ତି ନେଇଛି। NEET ପରୀକ୍ଷା ବାତିଲ କରି ଏହାକୁ ପୁନଃନିର୍ଦ୍ଧାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। NTA ଡିଜି ଅଭିଷେକ ସିଂହ କହିଛନ୍ତି, ୭ରୁ ୧୦ ଦିନ ଭିତରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ। ପରୀକ୍ଷାରେ…