Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ରାସ୍ତା ପାର୍ ବେଳେ ସାଂସଦଙ୍କ ପୁଅଙ୍କ ବିଳାସପୂର୍ଣ୍ଣ କାର୍ ଧକ୍କାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ…

ଓଡ଼ିଶା ଉପରେ ଦୁଇଟି ସକ୍ରିୟ ଘୂର୍ଣ୍ଣିବଳୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ଓଡ଼ିଶା ଉପରେ ଦୁଇଟି ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସମ୍ଭାବନା। ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍‌ ନେଇଗଲା ୩ ଜୀବନ

ମୁମ୍ବାଇ: ଗୋଟିଏ ଦାମୀ ମୋବାଇଲ୍ ଫୋନ୍‌, ଆଉ ସେହି ମୋବାଇଲ୍‌ ପାଇଁ ପୁଅର ଅବୁଝା ଜିଦ୍‌! ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗରର ତିସ୍‌ଗାଁ ଅଞ୍ଚଳରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଛାତିଫଟା ଖବର। ମାତ୍ର ୧୯ ବର୍ଷର ପୁଅ କୁଣାଲ୍ ଗୋଟିଏ 'ଆଇଫୋନ୍' କିଣିବା ପାଇଁ ବାପା-ମା'ଙ୍କ ନିକଟରେ…

Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ଫେରାର ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ମାଷ୍ଟରକ୍ୟାଣ୍ଟିନଠାରେ ଅଟୋ ଚାଳକଙ୍କ…

ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ

ଭୁବନେଶ୍ୱର:ଶୁକ୍ରବାର ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ…

Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି

ବଲାଙ୍ଗୀର: ଆଜି ବି ଅନ୍ଧବିଶ୍ଵାସରେ ଆଧୁନିକ ମଣିଷ । ସ୍ତ୍ରୀ ଘରକୁ ଫେରିବ ବୋଲି ସାଙ୍ଗକୁ ବଳି ଦେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ବଲାଙ୍ଗୀର ଥାନା ବଗଡା ଗାଁରେ ଦେଖିବାକୁ ଏହି ଅଭାବନୀୟ ଘଟଣା । ମୃତକ ହେଲେ ସନ୍ତୋଷ ଖର୍ସେଲ । ତେବେ ଘଟଣା ପଛରେ ଗୁଣିଗାରେଡ଼ି ଥିବା…

ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ବୋଲଗଡ଼:ଖୋର୍ଦ୍ଧା ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ୍‌ । ବୋଲଗଡ଼ ବ୍ଲକ ମୁଗମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ବ୍ୟାପିଛି ଜଣ୍ଡିସ୍‌। ଗତ ସପ୍ତାହେ ଭିତରେ ସ୍କୁଲର ୮ରୁ ୧୦ ଛାତ୍ରଛାତ୍ରୀଙ୍କ ଠାରେ ଜଣ୍ଡିସ୍‌ ଚିହ୍ନଟ ହୋଇଛି । ଜଣ୍ଡିସ ଚିହ୍ନଟ ପରେ ବିଦ୍ୟାଳୟର ହଷ୍ଟେଲକୁ ୧୫ ଦିନ…

ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଦୀର୍ଘଦିନର ତିକ୍ତତାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ରାଜ୍ୟର ଜଳ ଆବଶ୍ୟକତା ଏବଂ ଦାବି ସମ୍ପର୍କିତ ବିଭିନ୍ନ ତଥ୍ୟର ଟିକିନିଖି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏକ…

ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍‌ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ଓୟୁଏଟି ଅଧୀନରେ ଥିବା କୃଷି ମହାବିଦ୍ୟାଳୟ ନିକଟରେ ତିଆରି ହେଉଥିବା ଏକ ନିର୍ମାଣାଧୀନ ବକ୍ସ-ଗେଟର ଛାତ ହଠାତ୍ ଭୁସୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି ।…

India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ…

ନୂଆଦିଲ୍ଲୀ:ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ (ISMR)ର ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରେ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ଦେଶ ସେମାନଙ୍କର ବ୍ୟାପକ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ସହଯୋଗର ଏହି ପ୍ରମୁଖ ସ୍ତମ୍ଭ ଉପରେ…