Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା…

ଅସହ୍ୟ ଗରମ: ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ଛୁଇଁଲା ବାଲେଶ୍ବର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି। ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି। ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି। ପଶ୍ଚିମରେ ସ୍ଥିତି ଏମିତି,…

ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର: ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ। ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ଅଗ୍ନିଶମ ବାହିନୀ। ମେଡିକାଲରେ…

୧୫ ଲକ୍ଷ ଟଙ୍କାର ହେରୋଇନ୍‌ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚଢାଉ । ଏହି ସମୟରେ ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ବିପୁଳ ପରିମାଣର ହେରୋଇନ୍‌ ଜବତ ହୋଇଛି । ତେବେ ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି…

ଭାରତର ରାଷ୍ଟ୍ରୀୟ ଭାଷା କ’ଣ?, ସ୍ପେନରେ ଏମିତି ଉତ୍ତର ରଖିଲେ ଡିଏମକେ ସାଂସଦ କାନିମୋଝି…..

ନୂଆଦିଲ୍ଲୀ: ସ୍ପେନରେ ଭାରତୀୟ ସାଂସଦଙ୍କ ପ୍ରତିନିଧିଦଳ। କରୁଛନ୍ତି ପାକିସ୍ତାନର ପର୍ଦ୍ଦାଫାଶ। ହେଲେ ଏହି ସମୟରେ ଯେତେ ବେଳେ ପ୍ରତିନିଧି ଦଳକୁ ଭାରତ ଜାତୀୟ ଭାଷା ନେଇ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତର ସମସ୍ତଙ୍କ ମୁହଁରେ ହସ ଫୁଟାଇଥିଲା। ତେବେ ଅପରେସନ୍ ସିନ୍ଦୂର ପରେ ଭାରତର ପ୍ରସାର…

ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ହାରିବା ପରେ ଆତ୍ମହତ୍ୟା କଲେ ଦମ୍ପତି

କୋଟା: ପୁଣି ଗେମିଂ ଆପ୍ ନେଲା ଜୀବନ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର କୋଟାରୁ । ଏକ ଦମ୍ପତି ଏକ ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି । ଜୀବନ ହାରିଥିବା ଦମ୍ପତି ହେଲେ କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ଦୀପକ ରାଠୋଡ଼ ଓ…

ପାକ୍ ପାଇଁ ଗୁଇନ୍ଦାଗିରି କରୁଥିବା ଯବାନଙ୍କ ଆଉ ଏକ ଖୁଲାସା: ଆତଙ୍କବାଦ ପାଇଁ କୋଲକାତାରେ ହେଉଛି ଅର୍ଥ ନେଣଦେଣ

ନୂଆଦିଲ୍ଲୀ: ଗତ ସପ୍ତାହରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମୋତି ରାମ ଜାଟଙ୍କ ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତି ବିଷୟରେ ନିରନ୍ତର ନୂତନ ତଥ୍ୟ ସାମ୍ନାକୁ…

ମାଓବାଦୀ ୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା, ବିସ୍ଫୋରକ ଗୋଦାମ ମାଲିକ ଗିରଫ

ରାଉରକେଲା: ମାଓବାଦୀ ୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା। ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ। ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT। ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି। ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍‌…

ଆସାମରୁ ମଣିପୁର ବନ୍ୟା ତାଣ୍ଡବ: ଏପର୍ଯ୍ୟନ୍ତ ଗଲାଣି ୪୦ ଜୀବନ, ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ମେ ୨୯ ତାରିଖରୁ, ୬ଟି ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଲକ୍ଷ ଲକ୍ଷ ଲୋକେ ଏବେ ବି ବନ୍ୟା ପାଣି ସହିତ ସଂଘର୍ଷ କରୁଛନ୍ତି। ଆସାମ, ମେଘାଳୟ, ମଣିପୁର, ତ୍ରିପୁରା,…