Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ବଢୁଛି ତାତି; ଆସନ୍ତା ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ସକାଳ ୧୦ଟା ବେଳକୁ ଖରାର ତାହି ସହିବା ମୁସକିଲ ହୋଇପଡୁଛି । ତେବେ ଭୁବନେଶ୍ବର ପାଣିପାଗ…

ବାଂଲାଦେଶ ନୂଆ ନୋଟରୁ ହଟିଲା ଶେଖ୍‌ ମୁଜିବୁର୍ ରେହମାନଙ୍କ ଫଟୋ, ସ୍ଥାନ ପାଇଲା ଏହି ସବୁ…

ଢାକା: ବାଂଲାଦେଶର ୟୁନୁସ୍ ସରକାର ରବିବାର ଦେଶରେ ନୂଆ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ 'ବଙ୍ଗବନ୍ଧୁ' ନାମରେ ପରିଚିତ ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନିତ କରାଯାଇନାହିଁ । ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ଦେଶରେ ରାଜନୈତିକ ସଙ୍କଟ ପରେ,…

ବଡ଼ଧରଣର ଡକାୟତି ଯୋଜନା ପଣ୍ଡ; ୬ ଗିରଫ

ରାଉରକେଲା: ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଛି ବନ୍ଧମୁଣ୍ଡା ପୋଲିସ । ସହର ଉପକଣ୍ଠ ବନ୍ଧମୁଣ୍ଡା ପ୍ରେମନଗର ପଡ଼ିଆ ନିକଟରୁ ଏକ ଗ୍ୟାଙ୍ଗର ୬ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ଧମୁଣ୍ଡା ସି ସେକ୍ଟର୍‌ ୧୦ ନମ୍ବର ବସ୍ତିର କୁଖ୍ୟାତ ଅପରାଧୀ ବିଟୁ ତନ୍ତୀ (୨୬),…

ଶ୍ରୀ ଭାଗବତ ସାର ୫୬: ଯିଏ ନିରନ୍ତର ସତ୍ୟରେ ପ୍ରତିଷ୍ଠିତ ସେ ହିଁ ନିତ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସ୍ୱରୂପରେ ଆମେ ଗ୍ରନ୍ଥ ଗୁରୁଙ୍କ ଆଶ୍ରୟ ନେବା ପରେ ପ୍ରକୃତରେ ପରମାର୍ଥ ତତ୍ୱ ବିଷୟକ ଜ୍ଞାନ ପାଇଥାଉ। ମନ୍ୟୁଷର ସଂସାରାଦି ବୈଷୟିକ ଧାରଣାକୁ ଆମେ ସାଧାରଣ ଜ୍ଞାନ ପ୍ରଯାୟରେ ଅନ୍ତର୍ଭୁକ୍ତ କରିଥାଉ। ଏଥିରେ…

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET ପ୍ରବେଶିକା ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସାମ୍ସ ପିଜି ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ଏଥିରେ ନିଜର…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର'କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା…

ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ଓଡି଼ଶାରେ ନୂଆ ଦାୟିତ୍ବ

ଭୁବନେଶ୍ୱର: ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ। ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ବ ମିଳିଛି। ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। କେନ୍ଦ୍ର ସରକାର ସୋମବାର ୨୦୧୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିଖିଲ…

ଭଦ୍ରକରେ ୨୭୫ କୋଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ମୋଟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ…

ପାକ୍ ପାହାଡ଼ରେ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛି କି ଚୀନ୍? ସତ ଘଟଣା ଆପଣଙ୍କୁ କରିବ ଚକିତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କିଛି ସମୟ ଧରି ଚାଲିଥିବା ସାମରିକ ମୁହାଁମୁହିଁ ସମୟରେ, ସୋସିଆଲ ମିଡିଆରେ ଆଲୋଚନା ହୋଇଥିଲା ଯେ ଭାରତ ପାକିସ୍ତାନର କିରାନା ହିଲ୍ସରେ ଅବସ୍ଥିତ ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ କରିଛି। ଯେତେବେଳେ ଏହି ପ୍ରସଙ୍ଗରେ ଆଲୋଚନା ହେଲା, ସେହି ସମୟରେ…

ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ

ବରଗଡ଼: ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ। ବରଗଡ଼ ଜିଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଵିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଛି। ପାଇକମାଳ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ବେଳେ ଡିଭିଏଫ୍ ଦ୍ବାରା ଠାବ ହୋଇଛି।…