Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଣ୍ଡାମାନ ସାଗରରେ ୨୪ ଘଣ୍ଟାରେ ୩ ଥର ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା…

ପୋର୍ଟ ବ୍ଲେୟାର: ଆଣ୍ଡାମାନ ସାଗରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ଝଟକା ସମୁଦ୍ର ଉପକୂଳ ଗୁଡିକରେ ଲାଗିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ ଗତ ୨୪ ଘଣ୍ଟାରେ ତିନି ଥର ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳ ୭ଟା ୩ ସମୟରେ ଆଣ୍ଡାମାନ ସାଗରରେ ୫.୪…

ପ୍ରେମିକା ସୋଲମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ ହାଁସଦା, କହିଲେ…

ଭୁବନେଶ୍ୱର: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା। ପ୍ରେମିକାଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ। ତେବେ ସୋଲମୀଙ୍କ ସହ କ’ଣ ଥିଲା ସମ୍ପର୍କ ସେନେଇ ସ୍ପଷ୍ଟ କଲେନି । ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ନିଜର ପ୍ରତିକ୍ରିୟା…

ଏକ ବର୍ଷର ସଫଳତା ପାଇଁ ପ୍ରଶଂସା: ରାଜ୍ୟପାଳଙ୍କୁ ଓଡିଶା ଭିଜନ-୨୦୩୬ ଓ ୨୦୪୭ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କମ୍ଭମପାଟି କହିଥିଲେ ଯେ,…

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା

ଭୁବନେଶ୍ୱର: ବାହାର ଠିକାଦାରଙ୍କୁ ଠାବ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଟାର୍ଗେଟ। ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ…

ପିଆଜରେ ଥାଏ ଏହି ଭିଟାମିନ୍ ; ପ୍ରତିଦିନ ଖାଇଲେ ହାଡ଼ ମଜବୁତ ହେବା ସହ..

ଭୁବନେଶ୍ବର:ଆପଣ ଜାଣିଛନ୍ତି କି, ପିଆଜ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ। ଗ୍ରୀଷ୍ମ ଋତୁରେ କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ହିଟ୍ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ। କେବଳ ଏତିକି ନୁହେଁ,…

ସକାଳେ ଉଠିବା ମାତ୍ରେ କାହିଁକି ବଢ଼ିଯାଏ ରକ୍ତଚାପ?

ଭୁବନେଶ୍ବର: ଉଚ୍ଚ ରକ୍ତଚାପକୁ ଏକ ନୀରବ ଘାତକ ଭାବରେ ବିବେଚନା କରାଯାଏ। ଲୋକମାନେ ପ୍ରାୟତଃ ଉଚ୍ଚ ରକ୍ତଚାପ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି। ଯଦି ସକାଳେ ଉଠିବା ସମୟରେ ରକ୍ତଚାପ ଅଧିକ ଥାଏ, ତେବେ ସ୍ୱାସ୍ଥକୁ ନେଇ ଅଧିକ ସତର୍କ ରହିବା ଉଚିତ୍ । ଏହାକୁ ସାଧାରଣତଃ ମର୍ଣ୍ଣିଙ୍ଗ ହାଇପରଟେନସନ…

୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି। ଫଳରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩…

୧୮ବର୍ଷ ପରେ ଆସୁଛି ଷଡାଷ୍ଟକ ଯୋଗ ;ଏହି ୩ରାଶି ରୁହନ୍ତୁ ଅତ୍ୟନ୍ତ ସାବଧାନ…

ଭୁବନେଶ୍ବର:୧୮ ବର୍ଷ ପରେ ୨୦୨୫ ଜୁନ୍ ୩୦ ତାରିଖରେ ଶନି,ମଙ୍ଗଳ ଏବଂ କେତୁ ଏକତ୍ର ପ୍ରଭାବଶାଳୀ ହେବେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଷଡାଷ୍ଟକ ଏବଂ କୁଜକେତୁ ଯୋଗ କୁହାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗ ଅନେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୁଏ। ବିଶେଷକରି ମେଷ, ସିଂହ ଏବଂ…

ଶ୍ରୀ ଭାଗବତ ସାର ୭୮: ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ, ଆଉ ଏକ ପରମ ପବିତ୍ର ଗ୍ରନ୍ଥ ଶ୍ରୀଭଗବତ ଗୀତାରେ ମୁଖ୍ୟ ଚରିତ୍ର ମଧ୍ୟ ଶ୍ରୀକୃଷ୍ଣ। କିନ୍ତୁ ଗୋଟିଏ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ ହୋଇ ଅନେକ ଅଲୌକିକ ଲୀଳାର…

ରଥ ଯାତ୍ରା ପାଇଁ ଟ୍ରାଫିକ ଆଡଭାଇଜରି ଜାରି

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେବେ ଏହି ପରିପ୍ରେକ୍ଷୀରେ ସୁଗମ ଯାନବାହାନ ଚଳାଚଳ ଏବଂ ପାର୍କିଂ ବ୍ୟବସ୍ଥା ନେଇ ମଙ୍ଗଳବାର ଦିନ ଟ୍ରାଫିକ ପରାମର୍ଶ ଜାରି କରିଛି ପୋଲିସ। ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ…