Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ବୃହତ୍ତମ ରେଳ ଟନେଲ

ବୌଦ୍ଧ:  ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି। ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ରେଳ ଟନେଲ ଭୁଶୁଡି  …

ଗାଡ଼କଣକୁ ୨ ଦିନ ଭିତରେ ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆରୁ ମୁକ୍ତ କରିବାକୁ କମିଶନରଙ୍କୁ ଚିଠି

ଭୁବନେଶ୍ୱର: ଗତକାଲି ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ସାଧାରଣ ଲୋକେ ଉଦଘାଟନ କରିବା ଘଟଣା । ତୁରନ୍ତ ଏହି ପ୍ଲାଣ୍ଟକୁ ଆସନ୍ତା ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ କରି ଗlଡ଼କଣକୁ ଦୈନିକ ଆସୁଥିବା ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆରୁ ପ୍ରଥମେ ମୁକ୍ତ କରିବାକୁ ଆଜି ଭୁବନେଶ୍ୱର…

ଭାରତର ‘ପ୍ରୋଜେକ୍ଟ କୁଶା’; ରୁଷର ଅତ୍ୟାଧୁନିକ S-500କୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ମଜବୁତ କରିବା ପାଇଁ, DRDO 'ପ୍ରୋଜେକ୍ଟ କୁଶା'ର ପର୍ଯ୍ୟାୟ-2 ଯୋଜନା କରିଛି । ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ରୁଷ୍ ଅତ୍ୟାଧୁନିକ S-500 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ମେଳ ଖାଇବା । ରୁଷିଆର S-500 ସିଷ୍ଟମ ହାଇପରସୋନିକ୍…

ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବା ପରେ ମୁଣ୍ଡପିଛା ଆୟ କାହିଁକି କମ୍ ରହିଛି?

ଭୁବନେଶ୍ୱର: ଚଳିତ ବର୍ଷ ଭାରତ ଜିଡିପି ଅନୁସାରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାରେ ସଫଳ ହୋଇଛି। ଭାରତର ମୋଟ ଜିଡିପି ୪.୧୯ ଟ୍ରିଲିୟନ ଡଲାର ରହିଛି। ହେଲେ ମୁଣ୍ଡପିଛା ଆୟ ତାଲିକାରେ ବିଶ୍ୱରେ ୧୪୪ତମ ସ୍ଥାନରେ ରହିଛି। ଯାହା ପ୍ରାୟ ୨,୮୫୦-୨,୯୦୦ ଡଲାର (ପ୍ରାୟ ୨.୪ ଲକ୍ଷ ଟଙ୍କା)…

ଠାକୁରଙ୍କ ପହଣ୍ଡି ପାଇଁ ଜାରି ହେବ ସ୍ବତନ୍ତ୍ର ମାର୍ଗଦର୍ଶିକା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଲେ ପ୍ରତିକ୍ରିୟା। ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ…

ମୁମ୍ବାଇରେ ଭାଙ୍ଗିଲା ୧୦୭ ବର୍ଷର ପୁରୁଣା ରେକର୍ଡ: ୨୫ ବର୍ଷ ମଧ୍ୟରେ ଶୀଘ୍ର ଆସିଲା ମୌସୁମୀ, ରେଡ୍ ଆଲର୍ଟ ଜାରି

ମୁମ୍ବାଇ: ସୋମବାର ଲଗାତାର ପ୍ରବଳ ଝଡ଼ବର୍ଷା ପରେ ମୁମ୍ବାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ବର୍ଷା ମେ ମାସର ୧୦୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୨୫ ବର୍ଷ ପରେ ଏହି ବର୍ଷ ମୌସୁମୀ ମୁମ୍ବାଇରେ ପହଞ୍ଚିଛି ​​ଏବଂ ଶନିବାର କେରଳରେ…

ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା, ୩୪ ଜିଲ୍ଲାର ସମସ୍ତ ଥାନାରେ ରହିବେ ସାଇବର ଏକ୍ସପର୍ଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ "ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ…

ବାଂଲାଦେଶରେ ଯୁଦ୍ଧ ପରି ସ୍ଥିତି !

ନୂଆଦିଲ୍ଲୀ: ବାଂଲାଦେଶରେ ଶୀଘ୍ର କ୍ଷମତା ପରିବର୍ତ୍ତନ ! ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସେନା ମୁଖ୍ୟ ଜେନେରାଲ ବକାର ଉଜ ଜମାନ ! ଅନ୍ତରୀଣ ସରକାରଙ୍କ ପାଇଁ ବଢୁଛି ଅଡୁଆ। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ପଦରୁ ହଟାଇବାକୁ ପ୍ଲାନ୍! ବାଂଲାଦେଶରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକରୁ…

ଶ୍ରୀଜଗନ୍ନାଥଙ୍କ ନାଁ, ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ

ପୁରୀ: ଦୀଘା ମନ୍ଦିରକୁ 'ଜଗନ୍ନାଥ ଧାମ' ନାମକରଣ କରିବା ବିବାଦ ଥମିବାର ନାମ ନେଉନି। ଏହା ମଧ୍ୟରେ ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ମହାପ୍ରସାଦ ଆଦି ଶବ୍ଦର ପାଟେଣ୍ଟ ଆବେଦନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। https://youtu.be/F4Dfbs6Q9SY?si=5QAryhnboj_zxIYU ଶ୍ରୀ…

‘୩୦ ମିନିଟ ଭିତରେ ପାକିସ୍ତାନକୁ ଜଣାଯାଇଥିଲା’, ସଂସଦୀୟ ପରାମର୍ଶଦାତାଙ୍କୁ ଅବଗତ କରାଇଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ କେବଳ ପାକିସ୍ତାନର ଆତଙ୍କୀ ଅଡ୍ଡା ଉପରକୁ ହିଁ ଆକ୍ରମଣ କରିଛି । ହେଲେ ପାକିସ୍ତାନ ଭାରତର ସାଧାରଣ ଲୋକଙ୍କୁ ବି ଛାଡିନି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଏନେଇ ସଂସଦୀୟ ପରାମର୍ଶଦାତା କମିଟିକୁ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ପାକିସ୍ତାନ ଏବଂ ପାକ୍ ଅଧିକୃତ…