Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସିନ୍ଦୂର, ମୋଦି, ଆତଙ୍କୀ ଆକ୍ରମଣ…କାନ୍ସରେ ଚମକାଇଲା ଏମିତି ଫ୍ୟାସନ୍!

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ହେଲେ ଏହି ବର୍ଷ, କାନ୍ସ ଫିଲ୍ମ ଫେଷ୍ଟିଭାଲ କେବଳ ସିନେମା ଏବଂ ରେଡ କାର୍ପେଟ…

ଯଦି ୱାକଫ୍ ଇସଲାମର ବାଧ୍ୟତାମୂଳକ ଅଂଶ ନୁହେଁ ତେବେ ମୁସଲମାନମାନଙ୍କର ମୌଳିକ ନୀତି କ’ଣ?

ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଯୁକ୍ତି। କେନ୍ଦ୍ରର ମୋଦି ସରକାର ୱାକଫ ଆଇନ ସପକ୍ଷରେ ନିଜର ମତାମତ ରଖୁଥିବାବେଳେ, ଆବେଦନକାରୀମାନେ ଏହା ବିରୁଦ୍ଧରେ ଯୁକ୍ତି ବାଢ଼ିଛନ୍ତି। ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା…

ଜମି ହଡପ ଆଉ କରି ପାରିବେ ନାହିଁ ଧନୀ ଲୋକ ; ଏଣିକି ସରକାର କିଣିବେ ଏସସି/ଏସଟିଙ୍କ ଜମି

ଭୁବନେଶ୍ବର: ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ।ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜାତି ଏବଂ ଜନଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥର ଧନୀ ଲୋକମାନେ ଚାପ ପକାଇ ଏସସି ଓ ଏସଟିଙ୍କ ଜମିକୁ ହଡପ କରି ପାରିବେ…

ବାଂଲାଦେଶରେ ହେବାକୁ ଯାଉଛି ବଡ଼ ହଲଚଲ୍ !

ନୂଆଦିଲ୍ଲୀ: ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ବକାର ଉଜ୍ ଜମା ଓ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ମତଭେଦ ସାମନାକୁ ଆସିଛି । ଦେଶରେ ଯଥାଶୀଘ୍ର ସାଧାରଣ ନିର୍ବାଚନ କରିବା, ସେନା ମାମଲାରେ ହସ୍ତକ୍ଷେପ ନକରିବା ସହ ରଖାଇନ୍ କରଡର ପରି ପ୍ରମୁଖ ପ୍ରସଙ୍ଗରେ…

କାହିଁକି ବଲୁଚିସ୍ତାନକୁ ସିଧା ସମର୍ଥନ ଦେଉନି ଭାରତ?

ନୂଆଦିଲ୍ଲୀ: ଭାରତ ସହ ଅଶାନ୍ତି ମଧ୍ୟରେ ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଭାରତ ପାକିସ୍ତାନର ଆତଙ୍କୀ ଅଡ୍ଡା ଉଡାଇ ଦେଇଛି ତ ପାକ୍ ସରକାରଙ୍କୁ ନାକେଦମ୍ କରି ସାରିଲେଣି ବଲୁଚ ବିଦ୍ରୋହୀ । ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବଲୁଚିସ୍ତାନ ଦେଶ ଭାବେ ନିକଟରେ ଘୋଷଣା…

ଆସୁଛି ବଡ ବର୍ଷା…୨୭ରେ ଲଘୁଚାପ!

ଭୁବନେଶ୍ବର: ଏବେ ରାଜ୍ୟରେ ମିଶ୍ରିତ ପାଗ ଅନୁଭୂତ ହେଉଛି । ସକାଳେ ଟାଣ ଖରା ସାଙ୍ଗକୁ ଅପରାହ୍ଣ ହେଲେ, ଅନ୍ଧାର କରି ମାଡି ଆସୁଛି କାଳବୈଶାଖୀ ବର୍ଷା । ହେଲେ ଏବେ ତାତିରୁ ସଂପୂର୍ଣ୍ଣ ଆଶ୍ବସ୍ତି ଦେବ ଲଘୁଚାପ ବର୍ଷା । ଆସନ୍ତା ମେ ୨୭ ତାରିଖରେ ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ…

ପୁଣି ବଢିଲା ସୁନା ରୂପା ଦର, ଜାଣନ୍ତୁ କେତେ ବୃଦ୍ଧି ପାଇଲା

ଭୁବନେଶ୍ୱର: ପୁଣି ଥରେ ବୃଦ୍ଧି ପାଇଛି ସୂନା ରୂପା ଦର । କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍‌ । ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୂପା ଦର... ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା…

ଆମେରିକା କେତେ ସୁରକ୍ଷିତ ? ଦୂତାବାସର ଦୁଇ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଆମେରିକାର ରାଜଧାନୀ ୱାଶିଂଟନ ଡିସିରୁ ଏକ ଡରେଇଲା ଭଳି ଖବର ସାମ୍ନାକୁ। ବୁଧବାର ସନ୍ଧ୍ୟାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କୁ ଏଠାରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ୟିହୁଦୀ ସଂଗ୍ରହାଳୟ ନିକଟରେ…

ବଢିଲା ପାକିସ୍ତାନୀ ସ୍ପାଏ ଜ୍ୟୋତିଙ୍କ ଅଡୁଆ: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ

ନୂଆଦିଲ୍ଲୀ: ହରିୟାଣାର ୟୁଟ୍ୟୁବର ତଥା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସମସ୍ୟା ଏବେ ବଢିବାରେ ଲାଗିଛି । ନିଇତି ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ବଢିଛି ରିମାଣ୍ଡ ଅବଧି । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବରଙ୍କ ୫ ଦିନିଆ ରିମାଣ୍ଡ…

ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ବସିଛନ୍ତି: ମୋଦି

ଜୟପୁର: ରାଜସ୍ଥାନର ବିକାନେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଏବଂ ପାକିସ୍ତାନକୁ ସହଯୋଗ କରୁଥିବା ଦେଶକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ମୋଦି ରାଲିରେ କହିଛନ୍ତି, ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ପଡ଼ି ରହିଛନ୍ତି।…