Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୩୫ ସୁଦ୍ଧା ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ ପାଇଁ ଭାରତର ଯୋଜନା: ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର ସ୍ଥାପନ କରିବାର ଯୋଜନା ରଖିଥିବା ନେଇ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି। ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଏବଂ…

ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ୭୩.୬୨ ଲକ୍ଷ ଠକେଇ ;ଅଭିଯୁକ୍ତ ଗିରଫ

ଭୁବନେଶ୍ବର:ଡିଜିଟାଲ୍‌ ଗିରଫ ଭୟ ଦେଖାଇ ସାଇବର ଲୁଟ୍‌ । ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍‌ । ପାରାଦୀପରୁ ଜଣଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ ଅଭିଯୋଗରେ ଗିରଫ । ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍…

ବ୍ୟବସାୟୀଙ୍କ ଅନନ୍ୟ ପଦକ୍ଷେପ; ଚୀନ୍-ବାଂଲାଦେଶର ପୋଷାକ ବିକିଲେ ଲାଗିବ ୧.୧୧ ଲକ୍ଷର ଫାଇନ

ମଧ୍ୟପ୍ରଦେଶ:ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରେଡ ବ୍ୟାନ ଷ୍ଟ୍ରାଇକ ଆରମ୍ଭ କରି ଦେଇଛନ୍ତି ଭାରତବାସୀ । ଏହି କ୍ରମରେ ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ମାର୍କେଟ୍‌ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍ ଲାଗିବ ବୋଲି ଇନ୍ଦୋରର…

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମ୍ଫାର ସମ୍ପ୍ରସାରିତ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ପକ୍ଷରୁ ଆଜି କଳିଙ୍ଗ ନଗରରେ ଏହାର ନୂତନ ଅତ୍ୟାଧୁନିକ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ରାଜ୍ୟର  ଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ…

‘ଏହି ପ୍ରକଳ୍ପ ଗୁଡିକ ହେଉଛି ସମୃଦ୍ଧ ଓଡିଶା ନିର୍ମାଣର ଶୁଭାରମ୍ଭ’;୩୬ହଜାର ନୂଆ ନିଯୁକ୍ତି ସୃଷ୍ଟି

ଭୁବନେଶ୍ବର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି…

ସ୍ବତନ୍ତ୍ର ଓଟିଇଟି-୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ମେ’୨୭ ଯାଏଁ ବୃଦ୍ଧି

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଆଜି (ଗୁରୁବାର) ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍…

ହିଟୱେଭ ସଙ୍କଟ, ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ହିଟୱେଭକୁ ନେଇ ଜାତୀୟ ସ୍ତରୀୟ ନିର୍ଦ୍ଦେଶାବଳୀ ଜାରି କରିବା ସହ ସେଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି…

୧୨ କୁଖ୍ୟାତ ଅପରାଧୀ ଗିରଫ ୬ ବନ୍ଧୁକ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ସ୍ପେଶାଲ୍‌ ଡ୍ରାଇଭରେ ୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରିବା ସହ ୧୨ଟି ଜୀବନ୍ତ ଗୁଳି, ୫ଟି ଖଣ୍ଡା ଓ ଶାବଳ ଜବତ କରିଛି ପୋଲିସ । ଏହି ଗିରଫ ଅପରାଧୀ ମାନେ ୫ଟି ଥାନା ଅଞ୍ଚଳରେ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' (ଏମଏମକେଭିଓ୍ବାଇ) ଅଧୀନରେ ବିଧବା ମହିଳାଙ୍କୁ ସାମିଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି…

ଓଏସଏସସିର ନୂତନ ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି । ପୂର୍ବତନ ଡିଜିପି ଅଭୟ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ୧୯ ମେ’ ୨୦୨୫ରେ ଅଭୟ ଓଏସଏସସି ଅଧ୍ୟକ୍ଷ ପଦବୀରୁ ଇସ୍ତଫା…