Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରେସନ ସିନ୍ଦୂର ଉପରେ କମେଣ୍ଟ ଦେଇ ଗିରଫ ପ୍ରଫେସରଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଚଣ୍ଡିଗଡ: ଅପରେସନ ସିନ୍ଦୂର ସମ୍ପର୍କରେ ସୋସିଆଲମିଡିଆରେ ପୋଷ୍ଟ କରିବାକୁ ନେଇ ଗିରଫ ହୋଇଥିବା ଅଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମହମୁଦାବାଦ ଅଲ୍ଲି ଖାନଙ୍କୁ ମଙ୍ଗଳବାର ହରିୟାଣାର ଏକ ସ୍ଥାନୀୟ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହା ପରେ…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି…

ପଦ୍ମ ବିଭୂଷଣ ପରମାଣୁ ବୈଜ୍ଞାନିକ ଏମ୍ଆର୍ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ: ପରମାଣୁ ବୈଜ୍ଞାନିକ ଏବଂ ପରମାଣୁ ଶକ୍ତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏମ୍ଆର ଶ୍ରୀନିବାସନଙ୍କର ମଙ୍ଗଳବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ତାମିଲନାଡୁର ଉଧଗମଣ୍ଡଲମରେ ରହୁଥିଲେ । ଡକ୍ଟର ଶ୍ରୀନିବାସନ ଭାରତର ବେସାମରିକ ପରମାଣୁ ଶକ୍ତି…

ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା; ଆମେରିକା ତିଆରି କରିବ ‘ଗୋଲ୍ଡେନ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ’

ନୂଆଦିଲ୍ଲୀ: ବର୍ତ୍ତମାନ, ବିଶ୍ୱର ବିଭିନ୍ନ ଅଞ୍ଚଳର ଅନେକ ଦେଶ ମଧ୍ୟରେ ଯୁଦ୍ଧ କିମ୍ବା ଉତ୍ତେଜନାର ବାତାବରଣ ଜାରି ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିକଟରେ ସାମରିକ ସଂଘର୍ଷରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା…

ଆଜି ୧୩ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ଓ ପବନ । ଏହି ସମୟରେ ତାପମାତ୍ରାରେ ହ୍ରାସ ଥିବାବେଳେ କିନ୍ତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ…

ଶ୍ରୀ ଭାଗବତ ସାର ୪୩: ଶ୍ରୀରାଧାକୃଷ୍ଣ ଅଭିନ୍ନ ବିଗ୍ରହ ବିଶିଷ୍ଟ, କେବଳ ପରକୀୟ ରସ ଆସ୍ଵାଦନ ପାଇଁ ଭିନ୍ନ ଭିନ୍ନ କଳେବର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ମହାରାସ ର ସମ୍ପୂର୍ଣ୍ଣ ବର୍ଣ୍ଣନା ଆମେ ଦଶମ ସ୍କନ୍ଦ ଆଲୋଚନା ସମୟରେ କରିବା, କିନ୍ତୁ ରାସଲୀଳା ଆଲୋଚନାଟି ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଶ୍ରୀକୃଷ୍ଣଙ୍କ କାନ୍ତା ଶିରୋମଣି ଶ୍ରୀରାଧାଙ୍କୁ ଟିକିଏ ଜାଣିବା…

ୱେବସାଇଟ୍ ହ୍ୟାକ୍ ସହ ଦେଶ ବିରୋଧୀ ବାର୍ତ୍ତା ପ୍ରସାର କରିବା ଅଭିଯୋଗରେ ୨ଗିରଫ

ନୂଆଦିଲ୍ଲୀ: "ଅପରେସନ୍ ସିନ୍ଦୂର" ସମୟରେ ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବା ଏବଂ ଭାରତ ବିରୋଧୀ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ ଗୁଜୁରାଟ ATS ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜସିମ ଶାହନୱାଜ ଅନସାରି (୧୮) ଏବଂ ଜଣେ ନାବାଳକ ଅଛନ୍ତି, ଯିଏ…

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି…

ମଞ୍ଚେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ; ପଡ଼ିଛି ରକ୍ତ ଛିଟା,ପୋଲିସର ଛାନଭିନ

ଭୁବନେଶ୍ବର: ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର। ରାଜଧାନୀ ଭୁବନେଶ୍ୱରର…

ଦୁଃସାହସିକ ପର୍ଯ୍ୟଟନର ହେବ ବିକାଶ; ସାତକୋଶିଆରେ ରାଫ୍ଟିଙ୍ଗ, ହୀରାକୁଦରେ ଉଡିବ..

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ (Odisha Adventure Tourism Guidelines-2025)କୁ ଚୁଡାନ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…