Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଡ଼ ଘୋଷଣା, ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି। ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ । ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଘୋଷଣା କଲେ । ସିନ୍ଦୂର ଅପରେସନର ଚତୁର୍ଥ ଦିନରେ, ବୈଦେଶିକ…

ସ୍ୱଦେଶୀ ‘ଆକାଶ’ କ୍ଷେପଣାସ୍ତ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ କ’ଣ? ପାକ୍ ଟାର୍ଗେଟକୁ କରୁଛି…

ନୂଆଦିଲ୍ଲୀ: ଭାରତୀୟ ସେନା ୮ ଏବଂ ୯ ମେ ରାତିରେ ଜମ୍ମୁ -କାଶ୍ମୀରର ଏଲଓସି ଏବଂ ପଶ୍ଚିମ ସୀମାରେ ପାକିସ୍ତାନ ଦ୍ୱାରା ହୋଇଥିବା ଡ୍ରୋନ ଆକ୍ରମଣର ମୁକାବିଲା ଆକାଶ କ୍ଷେପଣାସ୍ତ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସହିତ କରିଥିଲା। ଏହି ସ୍ୱଦେଶୀ ପ୍ରଣାଳୀ ସମସ୍ତ ଡ୍ରୋନ ଆକ୍ରମଣକୁ ବିଫଳ କରିଥିଲା ।…

ଏଥର ଦେଶକୁ ଶୀଘ୍ର ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶକୁ ଶୀଘ୍ର ମୌସୁମୀ ଛୁଇଁବ। ଏଥର ମୌସୁମୀର ଆଗମନ ସମୟସୀମାଠାରୁ ପାଞ୍ଚ ଦିନ ପୂର୍ବରୁ ଆସିବାର ପୂର୍ବାନୁମାନ କରିଛି ଭାରତର ପାଣିପାଗ କାର୍ଯ୍ୟାଳୟ। ଯାହା ଅତ୍ୟାବଶ୍ୟକୀୟ ଫସଲର ଦୃଢ଼ ଅମଳ ପାଇଁ ବେଶ ଉପଯୋଗୀ ହେବ। ଆଇଏମଡି ସୂଚନା ଅନୁଯାୟୀ, ଚଳିତ ବର୍ଷ ମଇ ୨୭…

ଡ୍ରୋନ୍ ଉପରେ କଡା ନଜର ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ବର: ଭାରତ-ପାକିସ୍ତାନ ବିବାଦ ବୃଦ୍ଧି ପାଉଥିବା ମଧ୍ୟରେ, ଓଡ଼ିଶା ସରକାର କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ଡ୍ରୋନ୍ ବ୍ୟବହାର ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିରନ୍ତର ଭାବରେ ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ…

ଭାରତ ବିରୋଧରେ ପାକିସ୍ତାନର ଅପରେସନ, ‘ବୁନୟାନ୍-ଅଲ୍-ମାର୍ସୁସ୍ ‘

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଲଗାତାର ଭାରତ ଉପରେ ମିସାଇଲ ଏବଂ କ୍ଷେପଣାସ୍ତ୍ର ପ୍ରୟୋଗ କରିଚାଲିଛି। ଆଉ ଏଥିରେ ଭାରତର ବଳୁଆ ଯୁଦ୍ଧାସ୍ତ୍ରକୁ ଧ୍ଵଂସ କରିବାର ମିଥ୍ୟା ଦାବି ବି କରି ଆସୁଛି। ଏହାରି ଭିତରେ ଏବେ ଭାରତ ବିରୋଧୀ ଆକ୍ରମଣକୁ ଏକ ନାମରେ ନାମିତ କରିଛି…

ଅସିମ ମୁନିର…ନାୟକ ନୁହେଁ ଖଳନାୟକ !

ନୂଆଦିଲ୍ଲୀ: ପାକିସ୍ତାନ ଇତିହାସର ସବୁଠୁ ବଡ଼ ଖଳନାୟକ ସେନା ମୁଖ୍ୟ ଅସିମ ମୁନିର । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପାଇଁ ମୁନିର ହିଁ ଦାୟୀ । ଏକଥା ପାକିସ୍ତାନର ଜନତା ବି ମାନୁଛନ୍ତି । ୧୯୭୧ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଅସହାୟ ହୋଇପଡିଛି । ଆଉ ଏହା ପଛରେ ଅସିମ…

ଭାରତ-ପାକିସ୍ତାନ ମଧ୍ୟରେ ହେବ କି ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ପାକିସ୍ତାନ ସେନାର ମିସାଇଲ୍ ନଷ୍ଟ କରୁଛି ଭାରତ । ପଡୋଶୀ ଦେଶ ଉପରେ କରିଚାଲିଛି ପ୍ରହାର । ଭାରତର ଆକ୍ରମଣରେ ବ୍ୟାପକ କ୍ଷତି ସହିବା ପରେ ନ୍ୟାସମାଲ କମାଣ୍ଡ ଅଥରିଟିର ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ପରମାଣୁ ହତିଆର ନେଇ କମାଣ୍ଡ, ନିୟନ୍ତ୍ରଣ ଓ…

ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିହତ ହୋଇଥିବା ପାକିସ୍ତାନର ଏହି ୫ ବଡ଼ ଆତଙ୍କୀଙ୍କ ନାମ

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରରେ ନିହତ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସେମାନଙ୍କ ନାମ ଏବଂ ପରିଚୟ ପ୍ରକାଶ ପାଇଛି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା…

ଶ୍ରୀନଗରର ଡାଲ ଲେକରୁ ମିଳିଲା କି ମିଶାଇଲ୍?

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାରି ଭିତରେ ଶନିବାର ସକାଳେ ଶ୍ରୀନଗରର ଡାଲ ଲେକ୍ ର ମଧ୍ୟଭାଗରେ ଏକ କ୍ଷେପଣାସ୍ତ୍ର ଭଳି କିଛି ସାମଗ୍ରୀ ପଡିଥିଲା। ଯେଉଁଥିରେ ବିସ୍ଫୋରଣ ହେବା ଫଳରେ ସବୁଆଡେ ଧୂଆଁ ଭରି ଯାଇଥିଲା। ବିସ୍ଫୋରଣ ଫଳରେ ସହରବାସୀ କିଛି…

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ…