Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରିନି ଅପରେସନ୍ ସିନ୍ଦୂର…କାହିଁକି ଏକଥା ବାରମ୍ବାର କହୁଛନ୍ତି ମୋଦି?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ହେଲେ ଅପରେସନ୍ ସିନ୍ଦୂର ସରିନଥିବା ଲଗାତର କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ମେ ୧୨ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଅପରେସନ୍ ସିନ୍ଦୂର ଭାରତର ଆତଙ୍କବାଦ ବିରୋଧୀ ନୀତି । ଏହା କେବଳ…

ଜୁନରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ୍: ଜାଣନ୍ତୁ କେଉଁ କେଉଁ ଦିନ….

ନୂଆଦିଲ୍ଲୀ: ରାତି ପାହିଲେ ମେ, ମାସ ସରି ଜୁନ୍ ମାସ ଚାଲିବ । ଯଦି ଆପଣଙ୍କର ମଧ୍ୟ ଜୁନ୍ ମାସରେ ବହୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି, ତେବେ ଥରେ ନଜର ପକାନ୍ତୁ, ଜୁନ୍ ୨୦୨୫ରେ ମୋଟ ୧୨ ଦିନ ବନ୍ଦ ରହିବ ଭାରତୀୟ ବ୍ୟାଙ୍କଗୁଡିକ । ଯେଉଁଥିରେ ଜାତୀୟ ଏବଂ ଆଞ୍ଚଳିକ ପର୍ବ ଏବଂ ନିୟମିତ…

ହ୍ୱାଟସଆପ୍ ଆଣୁଛି ଲଗଆଉଟ୍ ଫିଚର !

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ WhatsApp ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏବେ ହ୍ୱାଟସଆପରେ ଲଗଆଉଟ୍ ଫିଚର୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ଏହା ଠିକ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ହେବ। ଏହା ଫିଚର ଆସିଲେ ଆପଣଙ୍କୁ ହ୍ୱାଟସଆପ୍ ବ୍ୟବହାର କରିବାକୁ ଇଚ୍ଛା…

ସତରେ କ’ଣ ଭାରତ-ପାକିସ୍ତାନ ସଂଘର୍ଷର ଅନ୍ତ ପରମାଣୁ ଯୁଦ୍ଧ?, ଏମିତି କହିଲେ ପ୍ରତିରକ୍ଷା ମୁଖ୍ୟ…..

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନକୁ ପରାସ୍ତ କରିବା ପରେ, ଭାରତ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ନିରନ୍ତର ଭାବରେ ପର୍ଦ୍ଦାଫାସ କରୁଛି। ଭାରତର ସାତଟି ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାସ…

୭୩ ବର୍ଷ ବୟସରେ ଭାରତର ‘ଟାଇଗର ମ୍ୟାନ’ ବାଲ୍ମିକି ଥାପରଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବନ୍ୟପ୍ରାଣୀ ସଂରକ୍ଷଣବିତ୍ ତଥା ଲେଖକ ବାଲ୍ମିକି ଥାପରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ ଶନିବାର ସକାଳେ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ତେବେ ତାଙ୍କର ଶେଷକୃତ୍ୟ ଶନିବାର…

‘ନାରୀଶକ୍ତିକୁ ଚାଲେଞ୍ଜ କରି ବିନାଶକୁ ଡାକିଛନ୍ତି ଆତଙ୍କବାଦୀ’: ଭୋପାଳରେ ରଣହୁଙ୍କାର ଦେଲେ ମୋଦି

ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚି ଦେବୀ ଅହଲ୍ୟାବାଈ…

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍…ପାକ୍ ଛାଡି, ଭାରତ…ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ  । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ କରିଛି ।  ଶୁକ୍ରବାର କଂଗ୍ରେସ ନେତା…

କେଭିନ୍ ସ୍ପେସିଙ୍କ ସୁପରନେଚୁରାଲ୍ ଆକ୍ସନ୍-ଥ୍ରିଲର୍ ହଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଦିଶା ପଟାନୀ

ମୁମ୍ବାଇ: ହଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଦିଶା ପଟାନୀ। ସେ 'ହଲିଗାର୍ଡସ୍' ନାମକ ଏକ ହଲିଉଡ୍ ସିନେମାରେ ନଜର ଆସିବେ। ଏହା ଏକ ଅଲୌକିକ ବା ସୁପର ନେଚୁରାଲ ଆକ୍ସନ-ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଓସ୍କାର ବିଜେତା କେଭିନ୍ ସ୍ପେସିଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମ ମାଧ୍ୟମରେ, ସ୍ପେସି…

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ, ଜାଣନ୍ତୁ ସପ୍ତାହକୁ କେତେଦିନ ମିଳିବ ସେବା…

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା  ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ  ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ  (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ  ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ…

ନିଶା ଖାଇ ଟ୍ରମ୍ପଙ୍କୁ ପରାମର୍ଶ ଦିଅନ୍ତି ମସ୍କ!

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବିଦାୟ ନେଇଛନ୍ତି ଆମେରିକାର କୋଟିପତି ତଥା ଟେସଲା ମାଲିକ ଏଲୋନ୍ ମସ୍କ । ଏନେଇ ଗତକାଲି ସେ ବିଧିବଦ୍ଧ ଭାବେ ହ୍ବାଇଟ୍ ହାଇସରେ ନିଜର ବିଦାୟୀ ଭାଷଣ ଦେଇ ଟ୍ରମ୍ପ ସରକାରରୁ ଓହରିଛନ୍ତି । ହେଲେ ଏହାରି ଭିତରେ ମସ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ନ୍ୟୁୟର୍କ…