Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା….

ଭୁବନେଶ୍ଵର: ୩ ଦିନ ବର୍ଷିବ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ବହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗ ସୂଚନା…

ଶୁଖିଯିବ ପାକିସ୍ତାନ! ଏବେ ଚେନାବ ଜଳ ଅଟକାଇଲା ଭାରତ

ନୂଆଦିଲ୍ଲୀ:ଭାରତର ଆଉ ଏକ ବଡ ଆକ୍ସନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଭାରତ ବାଗଲିହାର ଡ୍ୟାମ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି।…

‘ଯୁଦ୍ଧ ଆରମ୍ଭ କ୍ଷଣି ହିଁ ଇଂଲଣ୍ଡ ଯିବି’: ଚର୍ଚ୍ଚାରେ ପାକିସ୍ତାନ ସାଂସଦଙ୍କ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଭୟରେ ପାକ୍ ଲୋକଙ୍କ ଠାରୁ ରାଜନେତା। କିଏ ବଙ୍କର ପ୍ରସ୍ତୁତିରେ ଲାଗିଲେଣି ତ ଆଉ କିଏ ଦେଶ ଛାଡ଼ି ଯିବା ପାଇଁ ଯୋଜନା କଲେଣି। ଏହାରି ଭିତରେ ଏବେ ଜଣେ ପାକିସ୍ଥାନୀ ରାଜନେତାଙ୍କ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯଦି…

‘ରାମ ପୌରାଣିକ ବ୍ୟକ୍ତିତ୍ଵ’: ରାହୁଲଙ୍କ ମନ୍ତବ୍ୟକୁ ‘ହିନ୍ଦୁ ବିରୋଧୀ’ କହି ବର୍ଷିଲା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଯାଇଛନ୍ତି। ସେଠି ଆମେରିକା ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ପ୍ରଭୁ ରାମଙ୍କୁ "ପୌରାଣିକ ବ୍ୟକ୍ତିତ୍ୱ" ବୋଲି ପରିପ୍ରକାଶ କରିବା ପରେ ଏହାକୁ ନେଇ ଏବେ ତୁମ୍ବିତୋଫନ ସୃଷ୍ଟି କରିଛି ବିଜେପି। ରାହୁଲଙ୍କ ଏହି ମନ୍ତବ୍ୟ…

ବ୍ୟାନ ହେଲା ପୁଣି ଦୁଇ ପାକିସ୍ତାନ ନେତାଙ୍କ ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ: ପହଲଗାମ୍ ଉତ୍ତେଜନା ମଧ୍ୟରେ ଭାରତ ଲଗାତାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ ଜାରି ରଖିଛି। ନାମୀ ଦାମୀ କଳାକାର ପରେ ପାକିସ୍ତାନୀ ରାଜନେତାଙ୍କ ଉପରେ ବ୍ୟାନ୍ ଲାଗିଛି ଭାରତ। ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ…

ଗଞ୍ଜାମରୁ ବିପୁଳ ମାରଣାସ୍ତ୍ର ଜବତ,୧୮ଅପରାଧୀ ଗିରଫ

ଗଞ୍ଜାମ: ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ କରାଯାଇଛି । ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ମମତାଙ୍କ ଅଡ଼ୁଆରେ ଘିଅ ଢାଳିଲେ ବିରୋଧୀ ଦଳ ନେତା….

କୋଲକାତା: ବଢ଼ିଲା ପଶ୍ଚିମବଙ୍ଗ ସରକାରଙ୍କ ଅଡ଼ୁଆ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ତେଜିବାରେ ଲାଗୁଛି। ଆଉ ଆଜି ଏଥିରେ ଆଉ ଟିକେ ଘିଅ ଢାଳିଛନ୍ତି, ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିବା ସହିତ ମମତା ସରକାରକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ଆଲୋଚନା କରୁଛନ୍ତି ମୋଦୀ। ଗତକାଲି ନୌସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଆଜି…

ବାହାରିଯିବ କାଢ଼ୁଆପଣ: ଯୁଦ୍ଧରେ ମାତ୍ର ୪ ଦିନ ତିଷ୍ଠି ପାରିବ ପାକିସ୍ତାନ!

ନୂଆଦିଲ୍ଲୀ: ବାହାରିଯିବ ସବୁ କାଢ଼ୁଆପଣ। ଯଦି ଭାରତ ଯୁଦ୍ଧ ଡାକରା ଦେଲା, ତାହେଲେ, ୪ ଦିନ ବି ଠିକ୍ ସେ ତିଷ୍ଠି ପାରିବନି ପାକିସ୍ତାନ। ଖାଲି ଯାହା କଥା ବଡ଼ ବଡ଼ କହୁଛି। ଗତ ମାସରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଫମ୍ପା ଧମକ ଦେଉଥିବା…

ଭାରତ ଉପରେ ପରମାଣୁ ଆଟାକ୍ କରିବ ପାକ୍: ଦିନରେ ସ୍ବପ୍ନ ଦେଖୁଛି….

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ, ଏବେ ଖାଲି ଫମ୍ପା ଧମକ ପରେ ଧମକ ଉଡେଇ ଚାଲିବା ସହ ଦିନରେ ଭାରତକୁ ତାରା ଦେଖଉଛି ପାକିସ୍ତାନ । ଆମେ ଏମିତି କରିଦେବୁ, ଷ୍ଟ୍ରାଇକ୍ କରିବୁ, ଭାରତକୁ କଡ଼ା ଜବାବ ଦବୁ ଭଳି ପାଣି ଫୋଟକା ଚେତାବନି…