Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨ । ମୋହନ ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ଯାହା ଚାକିରି ଆଶାୟୀଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ସୃଷ୍ଟି କରିଛି । ବୁଧବାର ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୨ ବର୍ଷରୁ ୪୨…

ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD)ର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ ଘଟିଛି । ବୁଧବାର ସନ୍ଧ୍ୟାରେ ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ…

ଜାତୀୟ ଜୁରି ପୁରସ୍କାର ହାସଲ କଲା କେନ୍ଦୁଝରର ଶୁଆକାଟୀ ପଞ୍ଚାୟତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର-୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା…

ଭିଜିଲାନ୍ସ ଜାଲରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି…

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି; ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର…

ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ୩ ଗୁଣ ଅଧିକ ପ୍ରଭାବୀ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମସ୍…

କାମି ରିତା କିଏ? ଯିଏ ୩୧ ଥର ଏଭରେଷ୍ଟ ଚଢ଼ି କଲେ ବିଶ୍ବ ରେକର୍ଡ

କାଠମାଣ୍ଡୁ: ବିଶ୍ୱର ଅଧିକାଂଶ ପର୍ବତାରୋହୀଙ୍କ ସ୍ୱପ୍ନ ହେଉଛି ଅତି କମରେ ଥରେ ଏଭରେଷ୍ଟ ଶିଖରକୁ ଚଢ଼ିବା। କିନ୍ତୁ ନେପାଳର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଥରେ କି ଦୁଇଥର ନୁହେଁ, ବରଂ ୩୧ ଥର ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ…

ଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ମେ ୨୯ ଅର୍ଥାତ୍ ଆସନ୍ତାକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ । ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଏହାର…

ପରୀକ୍ଷା ଫଳରେ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କୁ ଭେଟିଲେ ସିବିଏସଏଇ ପରୀକ୍ଷାର୍ଥୀ

ବରଗଡ: ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା l ଯାହାକୁ ନେଇ ଆଜି ବରଗଡ ଜିଲ୍ଲାର ରେନବୋ ପବ୍ଲିକସ୍କୁଲର ଛାତ୍ରଛାତ୍ରୀ ଓ ଅବିଭାବକ ଜିଲ୍ଲାପାଳଙ୍କୁ…

ପିଏସୟୁ କର୍ମଚାରୀଙ୍କ ପାଇଁ ବଡ ଖବର: ହରାଇ ପାରନ୍ତି ଅବସର ଲାଭ…….

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏକ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ର କର୍ମଚାରୀ, ତେବେ ଥରେ ନଜର ପକାନ୍ତୁ । କେନ୍ଦ୍ର ସରକାର ପିଏସୟୁ କର୍ମଚାରୀଙ୍କ ପାଇଁ ପେନସନ ସମ୍ବନ୍ଧୀୟ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂତନ ନିଷ୍ପତ୍ତି…