Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବୈଦିକ ରୀତିନୀତିରେ ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର ଦ୍ବାର

ଡେରାଡୁନ୍: ଦୀର୍ଘ ଛଅ ମାସ ପରେ ଉତ୍ତରାଖଣ୍ଡରେ ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର ଦ୍ବାର । ଆଜି ସକାଳ ୭ଟାରେ ବୈଦିକ ରୀତିନୀତିରେ ଖୋଲା ହୋଇଛି ଦ୍ବାର । ଏହି ସମୟରେ ହରହର ମହାଦେବ, ଜୟ ଭବାନୀ, ଜୟ ବାବା କେଦାରନାଙ୍କର ଜୟ, ଘଣ୍ଟ ଘଣ୍ଟା ଓ ଓଁକାର ଧ୍ବନୀରେ ପ୍ରକମ୍ପିତ ହେଲା ଗଗନ ପବନ ।…

ବିଜେପିର ଜାତି ଜନଗଣନା ନିଷ୍ପତ୍ତି: ମୋଦୀ ସରକାର କାହିଁକି ନେଲେ ୟୁ-ଟର୍ଣ୍ଣ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗାମୀ ଜନଗଣନାରେ ଜାତି ଆଧାରିତ ଗଣନା କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀ ଓ ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ଦୀର୍ଘ ସମୟ ଧରି ଜାତି ଜନଗଣନାକୁ ବିଭାଜନକାରୀ ବୋଲି ଅଭିହିତ କରି…

‘ପହଲଗାମ ଆକ୍ରମଣ ପରେ ଭାରତ ଉପରେ ୧୦ ଲକ୍ଷରୁ ଅଧିକ ଥର ସାଇବର ଆକ୍ରମଣ ହୋଇଛି’

ମୁମ୍ବାଇ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ଏକାଧିକ ବୈଠକ ଚାଲିଛି । ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଉଛି । ଅନ୍ୟପକ୍ଷରେ, ଭାରତ ଉପରେ ସାଇବର ସୁରକ୍ଷାର ବିପଦ ମଧ୍ୟ ଘନୀଭୂତ ହେଉଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ…

ରଥଯାତ୍ରା ଇତିହାସରେ ପ୍ରଥମ: ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ

ପୁରୀ: ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି…

ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ: ଚାରି ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ସତର୍କତା

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହିତ କୁଆପଥର ମାଡ଼ ଯୋଗୁଁ ୪୦ରୁ ଅଧିକ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇଥିବା ବେଳେ ପ୍ରାୟ ୧୦୦ଟି ବିମାନ ବିଳମ୍ବିତ ହୋଇଛି। ଦିଲ୍ଲୀର ଦ୍ୱାରକାରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ…

କିଟ୍‌ରେ ଛାତ୍ରୀ ମୃତ୍ୟୁ; ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ: ନେପାଳ ମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାରେ ଉଦ୍‌ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ…

ମଧୁମେହ ରୋଗ ହାଡ଼କୁ ମଧ୍ୟ ପ୍ରଭାବିତ କରେ..!

ଭୁବନେଶ୍ବର: ମଧୁମେହକୁ ପ୍ରାୟତଃ କେବଳ ବ୍ଲଡ ସୁଗାର ରୋଗ ବୋଲି ଲୋକେ ଭାବିଥାନ୍ତି, କିନ୍ତୁ ଏହା ଧୀରେ ଧୀରେ ଶରୀରର ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ। ଏହା କେବଳ ଆଖି, କିଡନୀ କିମ୍ବା ହୃଦୟକୁ ପ୍ରଭାବ ପକାଏ ନାହିଁ, ବରଂ ଏହା ହାଡ଼ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଥାଏ। କିଛିଦିନ ତଳେ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ

ମୟୂରଭଞ୍ଜ: ଓଡିଶାର ଅନେକ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଭେଟି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଡେରା ପକାଇ ଥିବା…

ସାଧାରଣ ପାଣି ବଦଳରେ ନିମ ପାଣିରେ କରନ୍ତୁ ସ୍ନାନ, ମିଳିବ ଏହି ଲାଭ..

ଭୁବନେଶ୍ବର: ଆଜିକାଲି ଲୋକମାନେ ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ପଡୁଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ରିମ୍ ଭଳି ଅନେକ ରାସାୟନିକ ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହା ଚର୍ମକୁ ଆହୁରି କ୍ଷତି ପହଞ୍ଚାଇବାର ଆଶଙ୍କା ବଢ଼ାଇଥାଏ। ଏହା ବଦଳରେ ଆପଣ ନିମ ପତ୍ର ପାଣିରେ ଗାଧୋଇବା ଦ୍ୱାରା…

ମେ’୧୦ରେ ତୁଳା ରାଶିରେ ପ୍ରବେଶ କରିବେ ଚନ୍ଦ୍ର, ଏହି ରାଶିଙ୍କୁ ମିଳିବ ସଫଳତା

ଭୁବନେଶ୍ବର: ମେ'୧୦ ତାରିଖରେ ଚନ୍ଦ୍ର, ଶୁକ୍ରଙ୍କ ରାଶି ତୁଳାରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ଚନ୍ଦ୍ରଙ୍କୁ ମନ,ମାନସିକ ସ୍ଥିରତା, ଭାବନା ଏବଂ ସମ୍ବେଦନର କାରକ ଭାବରେ ବିଶ୍ବାସ କରାଯାଏ । କୁଣ୍ଡଳୀରେ ଚନ୍ଦ୍ରଙ୍କ ସ୍ଥିତି…