Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତରେ ଗୁପ୍ତଚରଙ୍କ ପାଇଁ ରହିଛି ଏହି ଦଣ୍ଡବିଧାନ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଗମ୍ଭୀରତାର ସହ ବିଚାର କରାଯାଉଛି । କାରଣ ନିକଟରେ ଦେଶର ତିନୋଟି ରାଜ୍ୟ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ୧୧ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି, ଯେଉଁମାନେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ବଡ଼ ସଫଳତା। ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ। ଏହାସହ ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି ଏବଂ ୨ଟି କାତି ଜବତ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୋଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ…

ଏସବୁ କ୍ଷେତ୍ରରେ ଜାପାନଠୁ ପଛରେ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ । ଆର୍ଥିକ ବିକାଶ ରେସରେ ପ୍ରବଳ ବେଗରେ ଦୌଡୁଛି ଭାରତ । ଆଉ ମାତ୍ର କିଛି ମାସର ଅପେକ୍ଷା, ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଥିବା ଜାପାନକୁ ପଛରେ ପକାଇବ ଭାରତ । ଏନେଇ ନୀତି ଆୟୋଗ ସଦସ୍ୟ ଅରବିନ୍ଦ ବୀରମାନି…

ତେଜପ୍ରତାପଙ୍କଠୁ ଦୂରତା…ଲାଲୁଙ୍କ ନିଷ୍ପତି ଠିକ୍ ନା ଭୁଲ?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଲାଲୁପ୍ରସାଦ ଯାଦବଙ୍କ ଘର କଳିକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଅନୁଷ୍କା ଯାଦବଙ୍କ ସହ ଫଟୋ ଭାଇରାଲ୍ ହେବା ସହ ୧୨ବର୍ଷ ପୁରୁଣା ସଂପର୍କ ନେଇ ସୋସିଆଲ ମିଡିଆରେ ଖୁଲାସା କରିଥିଲେ ତେଜପ୍ରତାପ। ବିବାଦ ବଢିବା ଦେଖି…

୧୮ ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡ ଉପରେ ଥିଲା ୩୯ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଏନକାଉଣ୍ଟରରେ ଭୟ ଘାରିଛି ନକ୍ସଲଙ୍କୁ ।  ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି । ତେବେ ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ…

 ୨-୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ 

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। "ଆସନ୍ତା ୨-୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର…

ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର। ଏପରି ସୂଚନା ଦେଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ବି ତାଲିକା ପ୍ରସ୍ତୁତି ଚାଲିଛି। ୨ ମାସ ଭିତରେ ଏହି ସବୁ ପ୍ରକ୍ରିୟା ଶେଷ ହବ। ମୌସୁମୀ…

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ଆସନ୍ତାକାଲି ଆସିବ ରାୟ

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା । ମେ 28 ତାରିଖ ଅର୍ଥାତ୍ ଆସନ୍ତାକାଲି ଆସିବ ଚୂଡ଼ାନ୍ତ ରାୟ । ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ଚାଲି ଆସୁଥିବାବେଳେ ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି…

‘ବିଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁନି’: ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଠଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ କହିଛନ୍ତି ଯେ ଆମର ସଶସ୍ତ୍ର ବାହିନୀର ଶକ୍ତିରେ ମେ ୬ ତାରିଖ ରାତିରେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଏହି ଅପରେସନ ସିନ୍ଦୂର ଲୋକଙ୍କ ଶକ୍ତିରେ…

ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ, ରହିଥିଲା ୪ଲକ୍ଷ ଟଙ୍କା…

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି (BGN) ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ରାଉଣ୍ଡ ଗୁଳି…