Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିସ୍‌, ଓଡ଼ିଶା ହାଇକୋର୍ଟକୁ ଆସିବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁପାରିସ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କଲେଜିୟମର ଏହି ବୈଠକ ଭାରତର ମୁଖ୍ୟ ବିଚାରପତି ବି.ଆର. ଗବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।…

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା…

କିଏ ସେହି ବ୍ୟକ୍ତି ଯିଏ ୩୦ ମିନିଟରେ ତିଆରି କରିଥିଲେ ଅପରେସନ ସିନ୍ଦୂରର ଲୋଗୋ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ସମ୍ପର୍କରେ ଧୀରେ ଧୀରେ ସମସ୍ତ ଗୁମର ଫିଟୁଛି। ଯେପରିକି କିଏ ଏହି ନାମକରଣ କରିଥିଲେ, କିଏ ଏହି ଲୋକ ତିଆରି କରିଥିଲେ। ସଦ୍ୟତମ ଘଟଣାକ୍ରମରେ, ଅପରେସନ୍ ସିନ୍ଦୂରର ଲୋଗୋ ଡିଜାଇନ୍ କରିଥିବା…

IPL କ୍ଲୋଜିଂ ସେରିମନିରେ ଭାରତୀୟ ସେନାଙ୍କୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, 'ଅପରେସନ୍ ସିନ୍ଦୂର'ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଘୋଷଣା କରିଛି ଯେ, ଆଗାମୀ IPL 2025 ର…

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କୋଭିଡ ସଂଖ୍ୟା ୧ ହଜାର ଟପିଲାଣି। ଯାହାକୁ ନଜରରେ ରଖି ଆସନ୍ତାକାଲି ଦିନ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ବଢୁଥିବା ମାମଲାକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ,…

ଅପରେସନ ସିନ୍ଦୂର: ଭାରତର କେଉଁ ଅସ୍ତ୍ର ଯୋଗୁଁ ଆତ୍ମସମର୍ପଣ କରିଥିଲା ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବ ଭାରତୀୟ ସେନା ଏପରି ଦେଇଥିଲା ଯେ କେବଳ ପାକିସ୍ତାନ ନୁହେଁ ବରଂ ପାକିସ୍ତାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ମଧ୍ୟ ଭୟଭୀତ ହୋଇଗଲେ। ଅପରେସନ ସିନ୍ଦୂର ପରେ, ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳ (ବିଏସଏଫ) ପାକିସ୍ତାନକୁ ପରାସ୍ତ କରିବା ପାଇଁ ବ୍ୟବହୃତ…

ଏହି ସ୍ଥାନରେ ମାଗଣାରେ ଉପଲବ୍ଧ ହେବ ChatGPT Plus ସବସ୍କ୍ରିପସନ୍

ନୂଆଦିଲ୍ଲୀ: OpenAIର ଲୋକପ୍ରିୟ AI ଟୁଲ୍ ChatGPT ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି। ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସରକାର ସମସ୍ତଙ୍କୁ ChatGPTର ପ୍ରିମିୟମ୍ ChatGPT Plus ସବସ୍କ୍ରିପସନ୍ ମାଗଣାରେ ବଣ୍ଟନ କରିବାକୁ ଯାଉଛନ୍ତି। UAEରେ ରହୁଥିବା ଲୋକମାନେ ଖୁବ୍ ଶୀଘ୍ର…

ସେନାର ଅପରେସନ୍ ଆତଙ୍କୀ ଖୋଜା: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର: ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ସତ୍ତ୍ୱେ ବି ଆତଙ୍କବାଦୀଙ୍କ ଚେତା ପଶୁନି। ଜମ୍ମୁ-କାଶ୍ମୀରର କାଠୁଆ ଓ ସାମ୍ବା ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଠି। ସେନା ଏବେ ଆତଙ୍କୀ ଖୋଜା ଅପରେସନ୍ ଚଳାଇଛି। କଠୁଆରେ ଆତଙ୍କୀ ଲୁଚିଥିବା ନେଇ…

ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ନିର୍ମାଣ ହେବାକୁ ଥିବା ଉଚ୍ଚାଭିଳାଷୀ ଉପକୂଳବର୍ତ୍ତୀ ରାଜପଥର ଟେଣ୍ଡରକୁ ଅଚାନକ ବାତିଲ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରକଳ୍ପର ଭିତ୍ତିପ୍ରସ୍ତରକୁ ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପରେ…

ବେଆଇନ ଓ୍ବାଟର ସ୍ପୋର୍ଟସ ସଂସ୍ଥାର ଟିକେଟ୍ କାଉଣ୍ଟର ଭାଙ୍ଗିଲା ପୁରୀ ପ୍ରଶାସନ

ପୁରୀ: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ହୋଇଥିଲା ।  ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ।  ଏହି ଘଟଣା ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ।  ଆଜି ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ…