Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀରେ ଦୁଇ ଦିନିଆ ‘ପଢ-ଏଆଇ କନକ୍ଲେଭ’, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:'ପଢAI- ଶିକ୍ଷାରେ ଏଆଇ କନକ୍ଲେଭ' କେନ୍ଦ୍ର ନୀତି ଗବେଷଣା ଏବଂ ଶାସନ (ସିପିଆରଜି) ଦ୍ୱାରା ମେ ୨୭ ଏବଂ ୨୮ ତାରିଖରେ ଦିଲ୍ଲୀରେ ଆୟୋଜିତ ହେଉଛି। ଏହି ଦୁଇ ଦିନିଆ ନୀତି ସମ୍ମିଳନୀ ଭାରତର ଶିକ୍ଷା ବ୍ୟବସ୍ଥାରେ AI ର ଉତ୍ପ୍ରେରକ ଶକ୍ତିକୁ ବୁଝିବା ଏବଂ ଏହାକୁ ଚ୍ୟାନେଲାଇଜ କରିବା…

ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି; ‘ଏହାର ଲାଭ ସାଧାରଣ ଲୋକଙ୍କୁ କ’ଣ ମିଳିଲା’

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ, ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଏହି ପରିପ୍ରେକ୍ଷୀରେ, ନିକଟରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ବି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ । ଭାରତ ବିଶ୍ୱର…

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ପିଟିଲେ ପତ୍ନୀ!

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭିଏତନାମରେ ପହଞ୍ଚିବା ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓ ରେ ମାକ୍ରୋନଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ବିମାନରୁ ଓହ୍ଲାଇବା ପୂର୍ବରୁ ତାଙ୍କୁ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି। ଏହି…

ମୋହନ ସରକାରଙ୍କୁ ପିଏମ୍ ମୋଦିଙ୍କ ଟାସ୍କ, ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ଜୁନ୍ ମାସ। ଲୋକଙ୍କ ପାଖରେ ରଖିବେ ନିଜ ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ। ଏପଟେ ଆଉ କିଛି ଟାସ୍କ ବି ଦେଇଛନ୍ତି ପିଏମ୍ ମୋଦି। ମାସ ବ୍ୟାପି ବଡ଼ ବଡ଼ କାର୍ଯ୍ୟକ୍ରମ ପାଇଁ ଏନଡିଏ ବୈଠକରେ…

୧୦ ଫୁଟ ଲମ୍ବର ଅଜଗର ଓ ସାପ ଅଣ୍ଡା ଉଦ୍ଧାର: କୃତ୍ରିମ ଉପାୟରେ ଅଣ୍ଡା ଫୁଟେଇବାକୁ ଡିଏଫଓଙ୍କ ନିର୍ଦ୍ଦେଶ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଏହି ଘଟଣାଟି ୨୪ ତାରିଖ ସନ୍ଧ୍ୟାରେ ଘଟିଛି। ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର…

ଭାରତର ଏକ ମାତ୍ରା ଏହି ରାଜ୍ୟ ଯେଉଁଠି ଦେବାକୁ ପଡେନି କୌଣସି ଟିକସ

ଗ୍ୟାଙ୍ଗଟକ: ଭାରତରେ, ଭଲ ପ୍ୟାକେଜ ସହିତ ଚାକିରି ଏବଂ ବ୍ୟବସାୟ କରୁଥିବା ଲୋକମାନେ ସର୍ବଦା ଅଭିଯୋଗ କରନ୍ତି ଯେ ସେମାନଙ୍କୁ ସେମାନଙ୍କ ରୋଜଗାରର ଏକ ବଡ଼ ଅଂଶ ସରକାରଙ୍କୁ ଟିକସ ଆକାରରେ ଦେବାକୁ ପଡ଼ୁଛି । ଭାରତର ଟିକସ ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ମଧ୍ୟ ଭାଇରାଲ ହୁଏ ।…

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ବୃହତ୍ତମ ରେଳ ଟନେଲ

ବୌଦ୍ଧ:  ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି। ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ରେଳ ଟନେଲ ଭୁଶୁଡି  …

ଗାଡ଼କଣକୁ ୨ ଦିନ ଭିତରେ ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆରୁ ମୁକ୍ତ କରିବାକୁ କମିଶନରଙ୍କୁ ଚିଠି

ଭୁବନେଶ୍ୱର: ଗତକାଲି ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ସାଧାରଣ ଲୋକେ ଉଦଘାଟନ କରିବା ଘଟଣା । ତୁରନ୍ତ ଏହି ପ୍ଲାଣ୍ଟକୁ ଆସନ୍ତା ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ କରି ଗlଡ଼କଣକୁ ଦୈନିକ ଆସୁଥିବା ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆରୁ ପ୍ରଥମେ ମୁକ୍ତ କରିବାକୁ ଆଜି ଭୁବନେଶ୍ୱର…

ଭାରତର ‘ପ୍ରୋଜେକ୍ଟ କୁଶା’; ରୁଷର ଅତ୍ୟାଧୁନିକ S-500କୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ମଜବୁତ କରିବା ପାଇଁ, DRDO 'ପ୍ରୋଜେକ୍ଟ କୁଶା'ର ପର୍ଯ୍ୟାୟ-2 ଯୋଜନା କରିଛି । ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ରୁଷ୍ ଅତ୍ୟାଧୁନିକ S-500 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ମେଳ ଖାଇବା । ରୁଷିଆର S-500 ସିଷ୍ଟମ ହାଇପରସୋନିକ୍…

ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବା ପରେ ମୁଣ୍ଡପିଛା ଆୟ କାହିଁକି କମ୍ ରହିଛି?

ଭୁବନେଶ୍ୱର: ଚଳିତ ବର୍ଷ ଭାରତ ଜିଡିପି ଅନୁସାରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାରେ ସଫଳ ହୋଇଛି। ଭାରତର ମୋଟ ଜିଡିପି ୪.୧୯ ଟ୍ରିଲିୟନ ଡଲାର ରହିଛି। ହେଲେ ମୁଣ୍ଡପିଛା ଆୟ ତାଲିକାରେ ବିଶ୍ୱରେ ୧୪୪ତମ ସ୍ଥାନରେ ରହିଛି। ଯାହା ପ୍ରାୟ ୨,୮୫୦-୨,୯୦୦ ଡଲାର (ପ୍ରାୟ ୨.୪ ଲକ୍ଷ ଟଙ୍କା)…