Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା କଳ୍ପନାଜଳ୍ପନାର ଶେଷ ହୋଇଛି। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାଏର କରିଥିବା ଛାଡ଼ପତ୍ର ମାମଲାକୁ ଶେଷରେ ପ୍ରତ୍ୟାହାର କରିନେଇଛନ୍ତି ପତ୍ନୀ…

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ଆମେରିକାର ସ୍ୱୀକୃତି, ଚୀନ-ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର/ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ…

ଏଣିକି ଏସବିଆଇରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ଆଣିଛି। ବିଶେଷକରି ଯେଉଁମାନଙ୍କର ଏସବିଆଇରେ ‘ବେସିକ୍ ସେଭିଙ୍ଗସ୍ ବ୍ୟାଙ୍କ ଡିପୋଜିଟ୍’ ଆକାଉଣ୍ଟ ରହିଛି ଏବଂ ଯେଉଁମାନେ ମାସକୁ ଏକାଧିକ ଥର ନଗଦ ଟଙ୍କା ଉଠାଣ କରୁଛନ୍ତି, ସେମାନଙ୍କ ପାଇଁ ଏହି ସୂଚନା…

ମହିଳା କର୍ମଚାରୀଙ୍କ ପାଇଁ ସରକାଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, ରାଜ୍ୟ ତୃତୀୟ ସନ୍ତାନ ପାଇଁ ୧୨…

‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା 'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ…

MMDR ବିଲକୁ ନେଇ ବର୍ଷିଲେ ନବୀନ: କହିଲେ- ରାଜ୍ୟର ଅର୍ଥନୀତିକୁ ବିପଦକୁ ଠେଲିଦେବ, କେନ୍ଦ୍ରର ଦୟା ଉପରେ ନିର୍ଭର କରିବ…

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ…

ଅବସର ପରେ ସେନା କୁକୁରଙ୍କୁ ମିଳେକି ଭତ୍ତା? ଜାଣନ୍ତୁ କଣ ରହିଛି ନିୟମ….

ନୂଆଦିଲ୍ଲୀ: ସେନାରେ କାମ କରୁଥିବା ବିଶ୍ୱସ୍ତ ଓ ତାଲିମପ୍ରାପ୍ତ କୁକୁରମାନେ ବିସ୍ଫୋରକ ଓବୁଲା ଖଣି ଚିହ୍ନଟ କରିବା ଠାରୁ ଆରମ୍ଭ କରି ଟ୍ରାକିଂ, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେନା କୁକୁର ବା ମିଲିଟାରୀ କୁକୁର ହେଉଛନ୍ତି ସେନାର ବିଶେଷ…

Chatbot for Revenue Services: ‘ଆମ ସାଥୀ’ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ଶୁଭାରମ୍ଭ;ଘରେ ବସି ପାଇପାରିବେ ବିବାହ…

ଭୁବନେଶ୍ବର: ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା 'ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଚାଟ୍‌ ବଟ୍ ଦ୍ୱାରା ରାଜସ୍ୱ ବିଭାଗର ୧୬ଟି ଓ ପରବର୍ତ୍ତୀ ସମୟରେ…

କେଉଁଠି ଓ କାହିଁକି ଚାଲିଛି ଜେନ୍-ଆଲଫାଙ୍କ ପ୍ରତିବାଦ? କଣ ରହିଛି ସେମାନଙ୍କ ଦାବି..

ନୂଆଦିଲ୍ଲୀ: କିଛି ଦନ ପୂର୍ବେ NEET ପେପର୍ ଲିକ୍ ମାମଲାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଜେନ୍-ଜି। ଆଉ ଏବେ ଜେନ୍ ଆଲଫା ସେହି ବାଟକୁ ଓହ୍ଲାଇଛନ୍ତି। ସାରା ଦେଶରେ ଯୁବପିଢ଼ି ଏବଂ ପିଲାମାନଙ୍କ କ୍ରୋଧ ଏବେ ରାସ୍ତା ଉପରେ ଦେଖିବାକୁ ମିଳିଛି। ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ NEET ପେପର୍ ଲିକ୍ ଏବଂ…

ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୫ ଦିନ ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ

ବେଗୁନିଆ: ଚିନ୍ତା ବଢାଇଲା ଜଣ୍ଡିସ୍। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି ଘୋଷଣା। ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ। ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।…