Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଂସଦରେ ବୟାନବାଜି, ବାହାରେ ସାମ୍ବାଦିକ ସମ୍ମିଳନୀ: ଗୃହମନ୍ତ୍ରୀଙ୍କୁ ଘେରିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ବିଜେପିର…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ପରୀକ୍ଷା ଦୁର୍ନୀତି ଏବଂ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ତୁମୁଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ସିଧାସଳଖ ଆକ୍ରମଣ କରିବା ପରେ,…

ତିନି ମାସର ନୀରବତା ପରେ ଖୋଲିବ କୁମ୍ଭୀରଙ୍କ ସାମ୍ରାଜ୍ୟ: ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ଭିତରକନିକା

କେନ୍ଦ୍ରାପଡ଼ା: ଦୀର୍ଘ ତିନି ମାସର ପ୍ରତୀକ୍ଷା ପରେ ପୁଣି ଥରେ ପର୍ଯ୍ୟଟକଙ୍କ କୋଳାହଳରେ କମ୍ପିବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବୌଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଶେଷ ହୋଇଥିବାରୁ, ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶବିଦେଶର ପ୍ରକୃତିପ୍ରେମୀଙ୍କ ପାଇଁ ଏହି ଅଭୟାରଣ୍ୟର ଦ୍ୱାର ଖୋଲିବାକୁ…

‘ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର, ପ୍ରତ୍ୟେକ ନାଗରିକଙ୍କ ଜୀବନ ଆମ ପାଇଁ ସବୁଠାରୁ…

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଆଦୌ ବିଚଳିତ ନହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ୍ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ…

କୂଳ ଲଂଘୁଛି ସୁନା ନାଳ,୫୦ ପରିବାର ଜଳ ବନ୍ଦୀ;ରଶିରେ ରିଲିଫ ବଣ୍ଟା

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ…

ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

ଭୁବନେଶ୍ୱର: ରାଜ୍ୟର ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ଜିଲ୍ଲା, ୪୪ ବ୍ଲକ, ୨ ଲକ୍ଷରୁ ଅଧିକ ଜୀବନ ବନ୍ୟା ଲାଗି ପ୍ରଭାବିତ…

ମହାନଦୀରେ ଫୁଲୁଛି ବନ୍ୟା ଜଳ, କଟକରେ ବଢୁଛି ବିପଦ: ନଦୀକୂଳ ଯିବା ଉପରେ କଟକଣା, ଆକ୍ସନ ମୋଡ୍‌ରେ ପ୍ରଶାସନ

କଟକ: ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ମହାନଦୀରେ ବନ୍ୟା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ହୁ ହୁ ହୋଇ ବଢୁଥିବା ମହାନଦୀର ଜଳସ୍ତରକୁ ଦେଖି କଟକ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏବଂ ସାଧାରଣ ଲୋକଙ୍କ…

ସୁପ୍ରିମକୋର୍ଟରେ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ଯୁକ୍ତି: କାର୍ଟୁନ୍ ରୂପରେ ଆସିବେ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଆନିମେଟେଡ୍ (କାର୍ଟୁନ୍) ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଦିନ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ ଜୁଲାଇ ୧୭ ତାରିଖରେ…

ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଲର୍ଟରେ ରହିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ…

ପ୍ରଶ୍ନପତ୍ର ଲିକ୍ କଲେ ଏବେ ଜାମିନ ମିଳିବନି, ସିଧା ଜେଲ୍! ସଂସଦରେ ମୋହର ବାଜିଲା ନୂଆ ଆଇନ

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଯୋଗୁଁ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଥିଲା। ଦିନରାତି ଏକ କରି ପାଠ ପଢ଼ୁଥିବା ଯୁବପିଢ଼ିଙ୍କ ସ୍ୱପ୍ନ ଉପରେ ପାଣି ଫେରାଇ ଦେଉଥିଲେ ପରୀକ୍ଷା ମାଫିଆ ଏବଂ ଦଲାଲ୍ ଗୋଷ୍ଠୀ। ତେବେ ଏବେ…

ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି: କାଉନସେଲିଂ ଆରମ୍ଭ ହେବା ପୂର୍ବରୁ ୩ଟି ନୟମ ପରିବର୍ତ୍ତନ କଲା MCC

ନୂଆଦିଲ୍ଲୀ: NEET UG କାଉନସେଲିଂ ୨୦୨୬ ପାଇଁ ତାରିଖ ଯେକୌଣସି ସମୟରେ ଘୋଷଣା କରାଯାଇପାରେ। ମେଡିକାଲ କାଉନସିଲ କମିଟି (MCC) ର ସରକାରୀ ୱେବସାଇଟରେ କାଉନସେଲିଂ ସମ୍ପର୍କରେ "Will Update Soon" ତାଲିକା ଦିଆଯାଇଛି। ଏହି ସମୟରେ, କାଉନସେଲିଂ ଆରମ୍ଭ ହେବା ପୂର୍ବରୁ, MCC ତିନୋଟି ପ୍ରମୁଖ…