Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ…

ଭୁବନେଶ୍ୱର:ରାଜଧାନୀ ରାଜରାସ୍ତାରେ ଅନଲାଇନ୍ ଗାଡ଼ି ଚାଳକ ଏବଂ ପୋଲିସ ଧସ୍ତାଧସ୍ତି । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଥିଲେ । ଏଥିସହ…

୪ ଦିନ ଧରି ଜଳବନ୍ଦୀ ଥିଲେ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀ;ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ପଟ୍ଟାମୁଣ୍ଡାଇ:ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ୪ ଦିନ ଧରି ଜଳବନ୍ଦୀ ଥିଲେ । ଆଜି ଆଶ୍ରମ ସରକାରୀ ଆବାସିକ…

ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ ରହିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଉଭୟ ଦେଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ଦବଦବା ଦାବି କରୁଥିବା ବେଳେ ସାମୁଦ୍ରିକ ଗମନାଗମନର ସଦ୍ୟତମ ତଥ୍ୟ ଏକ…

ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ/ୱାଶିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ…

ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ନିକଟରେ ଛାତ୍ର ସମସ୍ୟାକୁ ନେଇ ଦେଶରେ…

କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ; ୯ ମୃତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଅନୁଯାୟୀ, କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏକ…

ଅନିୟମିତତା ଅଭିଯୋଗ; ୪୪ ପରୀକ୍ଷା ବାତିଲ୍ କଲେ ଝାଡ଼ଖଣ୍ଡ ସରକାର

ରାଞ୍ଚି: ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ସରକାର ଅନିୟମିତତା ଯୋଗୁଁ ୪୪ ପରୀକ୍ଷା ବାତିଲ୍ କରିଛନ୍ତି। ବାତିଲ ହୋଇଥିବା ୪୪ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରକାଶ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ସରକାର ଆଠଟି ପୃଥକ ବିଜ୍ଞପ୍ତିରେ ଏହି ସୂଚନା ଜାରି କରିଛନ୍ତି।…

ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର: ବୁଧବାର ୩ଟି ବ୍ଲକ୍‌ର ୨୯୭ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବନ୍ୟା ବିପନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ତିନୋଟି ବ୍ଲକ୍…

ଏକତରଫା ପ୍ରେମର ଭୟଙ୍କର ପରିଣାମ: ବାଲେଶ୍ୱରରେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସିଲା ଯୁବକ

ବାଲେଶ୍ୱର: ଏକତରଫା ପ୍ରେମର ଏକ ଭୟଙ୍କର ତଥା ରକ୍ତରଞ୍ଜିତ ପରିଣାମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ପ୍ରେମ ନିବେଦନରେ ବିଫଳ ହୋଇ ଜଣେ ଉନ୍ମତ୍ତ ଯୁବକ ଜଣେ ଯୁବ ଶିକ୍ଷୟିତ୍ରୀଙ୍କ ସମେତ ତାଙ୍କ ପରିବାରର ମୋଟ ୫ ଜଣ ସଦସ୍ୟଙ୍କ ଉପରେ ଏକ ଧାରୁଆ ଛୁରୀରେ ଆତଙ୍କବାଦୀ ଭଳି ଆକ୍ରମଣ କରିଛି…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ଆଜାଦ୍

ପାରଳାଖେମୁଣ୍ଡି: ଦୀର୍ଘ ୧୫ ବର୍ଷ ଜେଲରେ ବିଚାରାଧୀନ କଏଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ ନେତା ଆଜାଦ ଓରଫ ଡନା କେଶବ ରାଓ। ଆଜି ଏକ ସ୍ୱତନ୍ତ୍ର କୋର୍ଟର ରାୟ ଅନୁସାରେ ତାଙ୍କୁ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ…