Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାହୁ-କେତୁ କରିବେ ରାଶି ପରିବର୍ତ୍ତନ, ଏହି ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର: ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଏମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଉପରେ ଅଧିକ ପଡେ । ତେବେ ୧୮ ମେ'୨୦୨୫ରେ ରାହୁ ଏବଂ କେତୁ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଦିନ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । ସେପଟେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବାଦୀୟ ବୟାନ ଦେଇ ଆସାମ ବିଧାୟକ ଗିରଫ

ନୂଆଦିଲ୍ଲୀ: ଆସାମ ଏଆଇୟୁଡିଏଫ୍ (AIUDF) ବିଧାୟକ ଅମିନୁଲ ଇସଲାମ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି। ବିଧାୟକଙ୍କ ବିବାଦୀୟ ବୟାନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦୃଢ଼ ନିନ୍ଦା କରାଯାଉଛି। ଏହି ଭିଡିଓରେ ବିଧାୟକ ପାକିସ୍ତାନର…

ଶ୍ରୀ ଭାଗବତ ସାର ୧୭: ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ। ଅର୍ଥାତ ସର୍ବଦା ଭାଗବତ ଗ୍ରନ୍ଥ ପଠନ, ଚିନ୍ତନ, ଶ୍ରବଣ ଓ ମନ୍ଥନ କରୁଥିବା ବ୍ୟକ୍ତିଟିଏ ହେବାକୁ ପଡିବ। ପ୍ରଥମେ ବ୍ୟାସଦେବ ଜନକଲ୍ୟାଣ ନିମିତ୍ତ…

ସାରା ଦୁନିଆକୁ ପାକିସ୍ତାନର କଳାକାରନାମା କହିଲା ଭାରତ, ଟେନସେନରେ ପଡ଼ିଗଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ବିଶ୍ୱବ୍ୟାପୀ ଅଲଗା କରିବା ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛି। ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପର୍ଯ୍ୟଟକ।…

ଆତଙ୍କବାଦ ପ୍ରେମ: ପହଲଗାମ ଆକ୍ରମଣକାରୀଙ୍କୁ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇଶାକ କହିଲେ ‘ସ୍ୱାଧୀନତା…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ନିନ୍ଦା କରିଥିଲେ ମଧ୍ୟ, ଦେଶର ବୈଦେଶିକ ମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ଗୁରୁବାର ଦିନ ଏହି ଆକ୍ରମଣର ଅପରାଧୀମାନଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ଅଭିହିତ କରି ବିବାଦ…

ଅନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀ କହୁଥିବା ପ୍ରଧାନମନ୍ତ୍ରୀ ବିହାରରେ କାହିଁକି ହଠାତ୍ ଇଂରାଜୀରେ ଆତଙ୍କବାଦୀଙ୍କୁ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ଗୁରୁବାର ବିହାରର ମଧୁବନୀ ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ସମୁଦାୟ ପାଇଁ ଇଂରାଜୀରେ କହିଛନ୍ତି,…

ପାକିସ୍ତାନ ହୋଇଯିବ ଅନ୍ଧାର, ଇଣ୍ଡିଆ କଲା ମାଷ୍ଟରପ୍ଲାନ୍!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ପରୋକ୍ଷ ଭାବେ ଦାୟୀ କରି ଭାରତ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହି ଆକ୍ରମଣର ୫-ଦଫା ଜବାବ ଅଂଶ ରୂପେ ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ନିଲମ୍ବନ କରିଛି। ଏହି ଆକ୍ରମଣରେ ୨୬ ଜଣ ନାଗରିକଙ୍କର…

ସୁରକ୍ଷାଗତ ତ୍ରୁଟି କାରଣରୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ, ବୈଠକରେ ସ୍ୱୀକାର କଲେ ଗୃହମନ୍ତ୍ରୀ!

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟିଥିବା ସ୍ୱୀକାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁ଼ଡେରେ ଏଭଳି ଏକ ଖବର ପ୍ରକାଶ ପାଇଛି । ସଂପୃକ୍ତ ରିପୋର୍ଟର ସୂତ୍ର ଅନୁସାରେ, ଗୁରୁବାର ଦିନ ଏକ ସର୍ବଦଳୀୟ…

ପାକିସ୍ତାନ ସହ ଯୁଦ୍ଧ ଭଳି ସ୍ଥିତି ଭିତରେ ଭାରତ ଆରମ୍ଭ କଲା ଅପରେସନ ‘ଆକ୍ରମଣ’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ନିଜର ଆକ୍ରମଣାତ୍ମକ ସାମର୍ଥ୍ୟକୁ ଆହୁରି ଜୋରଦାର କରିଛି ।  ଗୁରୁବାର ମଧ୍ୟମ ସେକ୍ଟରରେ ଏକ ବୃହତ୍ ଯୁଦ୍ଧାଭ୍ୟାସ 'ଏକ୍ସରସାଇଜ୍ ଆକ୍ରମଣ' ଆରମ୍ଭ କରିଛି। ଏହି ଅଭ୍ୟାସରେ ପାହାଡ଼ିଆ ଓ ସ୍ଥଳଭାଗରେ ଆକ୍ରମଣ…

ଅଟାରୀ ବର୍ଡରରେ ବିଟିଂ ରିଟ୍ରିଟ୍ ବେଳେ ଖୋଲାଯିବନି ଗେଟ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଯାହା ପରେ ପଞ୍ଜାବର ଅଟାରୀ, ହୁସେନିୱାଲା ଏବଂ ସଦକିରେ ରିଟ୍ରିଟ୍ ସମାରୋହ ସମୟରେ ଔପଚାରିକ ପ୍ରଦର୍ଶନର ପରିମାଣ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।…