Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭.୩୯ ଲକ୍ଷ ନୂଆ ସଦସ୍ୟଙ୍କ ସହ EPFO ​​ସଦସ୍ୟ ସଂଖ୍ୟା ୧୬.୧୦ ବୃଦ୍ଧି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ୨୦୨୫ ଫେବୃଆରୀ ମାସରେ ୧୬.୧୦ ଲକ୍ଷ ନିଟ୍ ସଦସ୍ୟ ଯୋଡ଼ିଛି, ଯାହା ଗତ ବର୍ଷର ସମାନ ମାସ ତୁଳନାରେ ୩.୯୯ ପ୍ରତିଶତ ବୃଦ୍ଧି । ସୋମବାର ଦିନ ରିପୋର୍ଟ ପ୍ରକାଶ କରି ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ EPFO ​​ଫେବୃଆରୀ…

ଗ୍ରୀଷ୍ମ ପ୍ରବାହ ସମୟରେ ହେବନି ବିଦ୍ୟୁତ କାଟ୍

ଭୁବନେଶ୍ୱର: ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ। ଶକ୍ତି ବିଭାଗ ଦାୟୀତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ…

ମାଛଧରା ଜାଲରୁ ଅଜଗର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ପୁରୀ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ଯାଇଥିବା ରତ୍ନ ଚୀରା ନଦୀରୁ ଅଜଗର ସାପ ଉଦ୍ଧାର ହୋଇଛି । ଲୋକେ ବସେଇ ଥିବା ମାଛ ଜାଲରେ ଗତ ରାତିରୁ ଏକ ଅଜଗର ସାପ ଫସି ଯାଇଥିଲା । ସକାଳୁ ମାଛ ଜାଲରେ ଅଜଗର ପଡ଼ି ଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର…

ଆନ୍ଧ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ମିଶିୁବାକୁ ଫେରାଦ ହେଲେ କୋଟିଆବାସୀ

କୋଟିଆ: ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ । ପଞ୍ଚାୟତର ଧୁଳିପଦର, ନେରିଡିବାଲସାଧ ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ର ରାଜ୍ୟର ପୂର୍ବତନ…

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ

ଭୁବନେଶ୍ୱର: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କର ବିୟୋଗ ଘଟିଛି । ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏନେଇ ୩ ଦିନ ଧରି ଶୋକ ପାଳିବ ରାଜ୍ୟ । ଏପ୍ରିଲ ୨୨ ଅର୍ଥାତ୍ ଆଜି ଏବଂ ଏପ୍ରିଲ ୨୩ ତାରିଖରେ ରାଜ୍ୟ…

୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣା ଅଞ୍ଚଳରେ ସଡକ ଦୁର୍ଘଟଣା ମାମଲା। ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା। ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ…

ବିଜେଡିକୁ କବଜା କରିବାକୁ ରୀତିମତ ଚାଲିଛି ଷଡଯନ୍ତ୍ର: ଅମରେଶ ଜେନା

ଭୁବନେଶ୍ବର: ପୁଣି ମୁଣ୍ଡ ଟେକିଲା ବିଜେଡି କଳି । ବିଜେଡି କଳିକୁ ନେଇ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଦଳ ଠିକ ଢଙ୍ଗରେ ପରିଚାଳନା ହେଉନଥିବା କହିଛନ୍ତି ଅମରେଶ ଜେନା । ଯେଉଁମାନେ କାମ କରୁଛନ୍ତି ତାଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି…

ଲକ୍ଷେ ଛୁଇଁଲା ସୁନା ଦର !

ଭୁବନେଶ୍ୱର: ସୁନା ଏବଂ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ ଛୁଇଁବାରେ ଲାଗିଛି। ଦିନକୁ ଦିନ ବଢିଚାଲିଛି ସୁନା ଦର। ଏଣିକି ଲକ୍ଷେ ଛୁଇଁଲା ସୁନା। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି। ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି। ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର…

ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ: ୩ ମୃତ, ୩ ଗୁରୁତର

କେନ୍ଦୁଝର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭରରେ ଏହି ଦୁର୍ଘଟଣା ଘଟିଛି। ୨ଟି ବାଇକ୍ ମୁହାଁମୁହିଁ ଧକ୍କା ପରେ ଏହି ସମୟରେ ଏକ ଅଜଣା ଗାଡି ମାଡିଯାଇଥିଲା। ଏଥିରେ ୩ ଜଣଙ୍କ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି)ର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୮ ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସମୟରେ…