Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଏନେଇ ପ୍ରସ୍ତୁତି ସହିତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ। ସେମାନଙ୍କୁ…

ରାଜ୍ୟର ଏହି ସହରରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର: ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷପ ଦ୍ୱାରା…

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ, ହ୍ୱାଟସ୍‌ଆପ୍‌ ଜରିଆରେ ଶିକ୍ଷଣ କାର୍ଯ୍ୟ ପଠାଇବେ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି। ହେଲେ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମୱାର୍କ)।…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର…

ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ପାଇଁ ଖୁସି ଓ ଗର୍ବର ମୁହୁର୍ତ୍ତ।ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ବିଶ୍ୱର ପ୍ରତ୍ୟେକ…

ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ ଓ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ…

ଭିଜେଇ କି ଚଣା ଖାଇବା ଭଲ ନା ଭାଜିକି .. ?

ଭୁବନେଶ୍ବର: ଚଣାକୁ ଯେକୌଣସି ପ୍ରକାରରେ ଗଜା କରିକି କିମ୍ବା ଭାଜିକି ଖାଇହେବ। କିନ୍ତୁ, ଲୋକଙ୍କ ମନରେ ଏହି ପ୍ରଶ୍ନ ପ୍ରାୟତଃ ଆସେ ଯେ ସ୍ୱାସ୍ଥ୍ୟ ପାଇଁ କ’ଣ ଅଧିକ ଲାଭଦାୟକ, ଭଜା ନା ଭିଜା ହୋଇଥିବା ଚଣା? ଡାକ୍ତରଙ୍କ ଅନୁସାରେ, ଭଜା ଏବଂ ଭିଜା ଚଣା ଉଭୟର ନିଜସ୍ୱ ଲାଭ ଅଛି। ଭଜା ଚଣା ଏକ…

ଗଜକେଶରୀ ଯୋଗ;୨୯ ଏପ୍ରିଲରୁ ଏହି ରାଶିଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର:ଗଜକେଶରୀ ଯୋଗ ଜ୍ୟୋତିଷ ଶାସ୍ତ୍ରରେ ଏପରି ଏକ ରାଜଯୋଗ, ଯାହାର ଅର୍ଥ ହାତୀ ଉପରେ ସିଂହ ବସିବା। ଏହି ଯୋଗକୁ ବହୁତ ଶୁଭ ଏବଂ ଭଲ କୁହାଯାଏ, କାରଣ ଏହି ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ବୃହସ୍ପତି ଏବଂ ଚନ୍ଦ୍ରଙ୍କର ଏକ ବିଶେଷ ସ୍ଥିତି ସୃଷ୍ଟି ହୁଏ। ଚନ୍ଦ୍ର ୨୯ ଏପ୍ରିଲ…

ଶ୍ରୀ ଭାଗବତ ସାର ୧୦: ସ୍ୱୟଂ ଭଗବାନ ଯେଉଁ ଜ୍ଞାନଅମୃତ ଦାନ କରିଛନ୍ତି ତାର ନାମ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରୂପକ ଅମୃତ ତଥା ମଣିକୁ ଏ ସାରା ସଂସାର କିପରି ପ୍ରାପ୍ତ ହେଲା ତାହା ପ୍ରଯ୍ୟାଲୋଚନା କଲେ ଜଣାଯାଏ ସ୍ୱୟଂ ନାରାୟଣ ଏହାକୁ ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କୁ ଶୁଣାଇ ଥିଲେ। ବ୍ରହ୍ମା ଏହାକୁ ନିଜ ପୁତ୍ର…

ସାଂଘାତିକ ତ୍ରୁଟି! ଆହତ ପୁଅ ବଦଳରେ ଡାକ୍ତର ପିତାଙ୍କ କଲେ ଅସ୍ତ୍ରୋପଚାର

ରାଜସ୍ଥାନ: ରାଜସ୍ଥାନର କୋଟା ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରଙ୍କ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଡାକ୍ତର ରୋଗୀଙ୍କ ବଦଳରେ ରୋଗୀଙ୍କ ବାପାଙ୍କ ଅସ୍ତ୍ରୋପଚାର କରିଛନ୍ତି। ଘଟଣା ସମ୍ପର୍କରେ ହସ୍ପିଟାଲ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ମାମଲାର ତଦନ୍ତ ଚାଲିଛି। ସୂଚନା…