Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫାଷ୍ଟାଗ୍ ଯୁଗର ହେବ ଅନ୍ତ; ମେ’ ୧ରୁ ନୂଆ ଟୋଲ୍ ନିୟମ ଲାଗୁ ହେବ

ନୂଆଦିଲ୍ଲୀ: ଦେଶରେ ଖୁବଶିଘ୍ର ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । FASTagକୁ ବଦଳାଇବାକୁ ଯାଉଛି ଏକ ନୂତନ ବ୍ୟବସ୍ଥା । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ FASTag ଏବଂ ଟୋଲ୍ ସିଷ୍ଟମ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଦେଶର ରାଜପଥରେ ଟୋଲ୍…

ହ୍ୱାଟ୍ସଆପ ଆଣୁଛି ୟୁଜରଙ୍କ ପାଇଁ ଏହି ନୂଆ ଫିଚର..

ନୂଆଦିଲ୍ଲୀ:ହ୍ୱାଟ୍ସଆପରେ ଖୁବ୍ ଶୀଘ୍ର ଷ୍ଟାଟସ୍ ପୋଷ୍ଟ କରିବାର ଏକ୍ସେପେରିୟନ୍ସକୁ ବଦଳାଇବାକୁ ଯାଉଛି । ଏକ ନୂଆ ଫିଚର ଆଣିବ ହ୍ୱାଟ୍ସଆପ । କିଛିଦିନ ତଳେ ହ୍ୱାଟ୍ସଆପ ଷ୍ଟାଟ୍ସ ରେ ଗୀତ ଆଡ୍ କରିବାର ଏକ ନୂଆ ଫିଚର ଆଣିଥିଲା । ଖୁବ୍ ଶୀଘ୍ର ଭିଡିଓ ପାଇଁ ଏକ ନୂଆ ଫିଚର ମଧ୍ୟ ଆସୁଛି ।…

ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏହି ଖାସ୍ କବଚ, ଟ୍ରେନିଂ ଆରମ୍ଭ କଲା ଏମଆରଟି

ଶ୍ରୀନଗର: ଏଥର ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ସମୟରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ମାଉଣ୍ଟେନ ରେସକ୍ୟୁ ଟିମ୍ (ଏମଆରଟି)…

ସ୍ୱର୍ଣ୍ଣାକ୍ଷରରେ ଲେଖାହେବ ସହିଦଙ୍କ ସାହସିକତାର ଗାଥା: ଅମିତ ଶାହା

ନୂଆଦିଲ୍ଲୀ: ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଦେଶକୁ ନକ୍ସଲ ମୁକ୍ତ…

୧୦୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଶାଳ ସ୍କ୍ବିଡ ଠାବ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଆଣ୍ଟାର୍କଟିକା ନିକଟରେ ପ୍ରଥମ ଥର ପାଇଁ ରହସ୍ୟମୟ ଗଭୀର ସମୁଦ୍ର ପ୍ରାଣୀ 'କଲୋସାଲ୍ ସ୍କ୍ୱିଡ୍'କୁ ଜୀବନ୍ତ ଦେଖିଛନ୍ତି। ଗଭୀର ସମୁଦ୍ରରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାରରେ, ବୈଜ୍ଞାନିକମାନେ ଶହେ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ବିଶାଳ ସ୍କ୍ୱିଡ୍ ସମୁଦ୍ରରେ ମୁକ୍ତ…

‘ଓଡିଶା ପରି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍’

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ 'ନେଭା' ଆପ୍ଲିକେସନ । ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ଲି ବା 'ନେଭା' ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି…

ଆସନ୍ତା ୨୦ରୁ ରାଜ୍ୟରେ ତାତି ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା ସହ ପୁଣି ଆଭ୍ୟନ୍ତରୀଣ ରାଜ୍ୟର ଆଭ୍ୟନ୍ତରୀଣ…

୨୨ ନକ୍ସଲ ଗିରଫ; ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷର ପୁରସ୍କାର ମଧ୍ୟ ରହିଥିଲା। ନକ୍ସଲଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି। ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ…

ପାରାଦୀପ ବନ୍ଦରରୁ ଗିରଫ ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦୀପ ବନ୍ଦରରୁ…

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ ସହ ଅତ୍ୟାଧୁନିକ ଭିତ୍ତିଭୂମିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ଖୁସି…