Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟେସଲା ବିବାଦ ଭିତରେ ଡଜ୍ ଛାଡିବେ କି ମସ୍କ?

ନୂଆଦିଲ୍ଲୀ: ଏବେ ବିବାଦରେ ଘେରିହୋଇଛନ୍ତି, ଆମେରିକାର କୋଟିପତି ତଥା ବହୁ ବ୍ୟବହୃତ ସୋସିଆଲ ମିଡିଆ ଆପ୍ ଏକ୍ସର ସିଇଓ ଏଲନ୍ ମସ୍କ । ଆମେରିକା ଠାରୁ ଆରମ୍ଭ କରି ୟୁରୋପ ସବୁଠି ତାଙ୍କ ବିରୋଧର ସ୍ବର ଶୁଣିବାକୁ ମିଳିଛି । ତାଙ୍କ ବୈଦ୍ୟୁତିକ ଯାନବାହନ କମ୍ପାନୀ, ଟେସଲା ବିରୁଦ୍ଧରେ…

ମନ୍ କି ବାତ୍: ଗ୍ରୀଷ୍ମ ଛୁଟି ଏବଂ ଜଳ ସଂଚୟ ଉପରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୦ତମ ସଂସ୍କରଣରେ ମାଧ୍ୟମରେ ଅନେକ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥି । ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ।…

ମିଆଁମାରରେ ଭୂକମ୍ପ: ୩୦୦ରୁ ଅଧିକ ପରମାଣୁ ବମ୍ ପଡ଼ିଲା ଭଳି

ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଭୂବିଜ୍ଞାନୀ ଜେସ୍ ଫିନିକ୍ସଙ୍କ ମତରେ, ଏହାର ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମାର ସମୂହ ବିସ୍ଫୋରଣ ସହ ସମାନ।…

ନିର୍ଗୁଣ୍ଡିରେ ଟ୍ରେନ୍ ଲାଇନଚ୍ୟୁତ: ହେଲ୍ପଲାଇନ ନମ୍ବର ଜାରି

କଟକ: କଟକ ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି କାମାକ୍ଷା ଏକ୍ସପ୍ରେସ୍‌ । ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା  ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତମାନଙ୍କୁ ଅନ୍ୟ ଟ୍ରେନ ମାଧ୍ୟମରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ…

ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ବିରୋଧରେ ୭ ଲକ୍ଷ ୯୩ ହଜାର ଟଙ୍କା ଜରିମାନା

କାଠମାଣ୍ଡୁ: ନେପାଳରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ବିରୋଧରେ ଜରିମାନ । ରାଜତନ୍ତ୍ର ପୁନଃସ୍ଥାପନ ଦାବିରେ ହୋଇଥିବା ପ୍ରତିବାଦ ସମୟରେ ହୋଇଥିବା କ୍ଷତିର କ୍ଷତିପୂରଣ ପାଇଁ ରାଜା ଜ୍ଞାନେନ୍ଦ୍ରଙ୍କୁ ଜରିମାନା କରାଯାଇଛି । କାଠମାଣ୍ଡୁ ମ୍ୟୁନିସିପାଲ କର୍ପୋରେସନ ଶନିବାର ପୂର୍ବତନ…

ପୁଟିନଙ୍କୁ ହତ୍ୟା କରିବାକୁ ଯୋଜନା? ଏଫଏସବି ମୁଖ୍ୟାଳୟ ନିକଟରେ କାରରେ ବିସ୍ଫୋରଣ

ମସ୍କୋ: ମସ୍କୋରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାରକାଡରେ ଥିବା ଏକ ଦାମୀ ଲିମୋଜିନ କାରରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଘଟଣା ମସ୍କୋର ଏଫଏସବି (ରୁଷର ଗୁପ୍ତଚର ସଂସ୍ଥା) ମୁଖ୍ୟାଳୟ ବାହାରେ ହୋଇଛି। ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି…

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି ।…

କଟକରେ ରେଳ ଦୁର୍ଘଟଣା, ୧୧ ବଗି ଲାଇନଚ୍ୟୁତ

କଟକ: ରବିବାର ଦିନ କଟକର ଚୌଦ୍ୱାର ଅଞ୍ଚଳର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଟ୍ରେନଟି ରେଳ ଧାରଣାରୁ ଲାଇନଚ୍ୟୁତଛି । ଏହାପରେ ପରେ ଟ୍ରେନରେ ଥିବା ଯାତ୍ରୀମାନେ ବ୍ୟସ୍ତବିବ୍ରତ ହୋଇ ନିଜ ନିଜ ବ୍ୟାଗ…

କାଲିଠୁ ପୁରୁଣା ଗାଡ଼ିକୁ ପେଟ୍ରୋଲ ପମ୍ପ ମନା, ଗାଡ଼ି ନେଲେ ବି ମିଳିବନି ତେଲ

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ବଦଳିବ ପେଟ୍ରୋଲ ଭରିବା ନିୟମ । ଏହି ଗାଡିକୁ ପେଟ୍ରୋଲ ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ତେଲ ଦେବେନି ପେଟ୍ରୋଲ ପମ୍ପ । ଯଦି ଆପଣଙ୍କର ଗାଡ଼ି ପୁରୁଣା ହୋଇଯାଇଛି, ତେବେ ଏପ୍ରିଲ ପହିଲାରୁ ଆପଣଙ୍କୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଆପଣଙ୍କୁ ଖାଲି…

 କ’ଣ ଏହି ଓଡିଆ ପକ୍ଷ? ଧୁମଧାମରେ ପାଳନ କରିବେ ମୋହନ ସରକାର

ଭୁବନେଶ୍ବର: ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ । ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଏନେଇ ଏପ୍ରିଲ ୧ ଓଡିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ ଯେଉଁଥିରେ ବିଭିନ୍ନ ପ୍ରକାରର…