Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହାତ ଲେଖା ଚିଠିରେ ଆରଏସଏସ ସ୍ମୃତି ମନ୍ଦିରକୁ କିଛି ଏପରି ଲେଖିଲେ ମୋଦି…

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ସ୍ଥିତ ଆରଏସଏସ ପ୍ରତିଷ୍ଠାତା ଡକ୍ଟର କେ.ବି ହେଡଗେଓ୍ବାରଙ୍କ ସମାଧି ସ୍ଥଳ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ, ଏଠାକୁ ଏହା ମୋଦିଙ୍କର ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀ ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାର ଏବଂ…

ଯେଉଁଠି ସେବା ଅଛି ସେଠାରେ ସଙ୍ଘର ସ୍ବୟଂ ସେବକ ଅଛନ୍ତି: ମୋଦି

ନାଗପୁର: ଦିନିକିଆ ନାଗପୁର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆରଏସଏସ୍‌ ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ ମୋଦି ଆରଏସଏସର ହେଡଗେୱାର ସ୍ମୃତି ମନ୍ଦିରରେ ସଙ୍ଘର ପ୍ରତିଷ୍ଠାତା କେଶବ ବଳିରାମ ହେଡ୍‌ଗେୱାର…

ଓଲଟିଲା ସ୍କୁଲ ବସ୍; ଚାଳକ ସମେତ ୧୦ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ଓଲଟିଲା ଘରୋଇ ସ୍କୁଲ ବସ୍ । ଏହି ଦୁର୍ଘଟଣାରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ…

ପାଗଳ କଲାଣି Ghibli, କେମିତି କରିବେ ଜେନେରେଟ୍

ଭୁବନେଶ୍ଵର: ଫେସବୁକ୍ ହେଉ କିମ୍ବା ଏକ୍ସ, ଅବା ଇନଷ୍ଟାଗ୍ରାମ ଖୋଲୁ ଖୋଲୁ ଏବେ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି । ଆଉ ସେ ହେଉଛି ଘିବଲି । ଆଜ୍ଞା ହଁ ଏ ଘିବଲି ନାଁଟା ଆପଣଙ୍କୁ ନୂଆ ଲାଗୁଥିଲେ ମଧ୍ୟ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଉ ଏହି ଟ୍ରେଣ୍ଡିଙ୍ଗର ଶ୍ରେୟ ଯାଉଛି …

ରିଲିଜ୍ ପୂର୍ବରୁ ଅନଲାଇନରେ ଲିକ୍ ହେଲା ସିନେମା ‘ସିକନ୍ଦର’: ଫ୍ୟାନ୍ସ କହିଲେ, ‘ବ୍ଲକବଷ୍ଟର’

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ସଲ୍ଲୁ ଭାଇଜାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’ । ହେଲେ ରିଲିଜର କିଛି ଘଣ୍ଟା ପୂର୍ବରୁ ଅନେକ ପାଇରେଟେଡ୍ ସାଇଟ୍ ଏହି ଫିଲ୍ମଟିକୁ ଅନଲାଇନରେ ସେୟାର କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫ୍ୟାନ୍ସ । ତେବେ ଭାଇଜାନଙ୍କ ମୁଭିକୁ…

ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ କାମ, ନଚେତ୍….

ଭୁବନେଶ୍ଵର: ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ।…

ପରିବେଶ ସୁରକ୍ଷା ପ୍ରତି ସଚେତନ ହେଲେ ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ନିଜ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ପରିବେଶ ସୁରକ୍ଷା…

ଯୁବକଙ୍କୁ ଅପହରଣ ପରେ ଲକ୍ଷେ ଟଙ୍କା ମାଗିଲେ ଦୁର୍ବୃତ୍ତ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ଜଣେ ଯୁବକଙ୍କୁ ଉଠାଇ ନେଇ ତାଙ୍କ ମୁଣ୍ଡ ଜାମିନ ରଖିବା ସହ ଲକ୍ଷେ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ଭରତପୁର ଥାନା ଅଞ୍ଚଳରୁ । ମିଳିଥିବା ଖବର ମୁତାବକ, ଶନିବାର ସମ୍…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକ ବୋଲି ଜଣାପଡିଛି । ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହେଲା ତାର…

୪ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ୪ ଦିନ ପାଇଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରହିବ ବୋଲି ସୂଚନା ମିଳିଛି ।…