Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡର Classic 650 ବାଇକ୍, ଜାଣନ୍ତୁ ଏହାର ପ୍ରାଇସ

ଭୁବନେଶ୍ବର: ଦେଶରେ ପପୁଲାର୍‌ ବାଇକ ରୟାଲ୍ ଏନଫିଲ୍ଡ (Royal Enfield ) ଦୀର୍ଘ ସମୟ ଅପେକ୍ଷା ପରେ ଆନୁଷ୍ଠାନିକ ଭାବରେ ଏହାର ନୂତନ ବାଇକ୍ କ୍ଲାସିକ୍ 650( Royal Enfield Classic 650) ବିକ୍ରି ପାଇଁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ ଏବଂ ପାଓ୍ବାରଫୁଲ ଇଞ୍ଜିନ ସହିତ ଆସିଥିବା ଏହି ବାଇକର…

ରାଶନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାସନ୍ କାର୍ଡ ସହ ଇ-କେୱାଇସିକୁ ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦…

ବଜ୍ରପାତ ରୋକିବାକୁ ପ୍ରୟାସ; ୧୯ ଲକ୍ଷ ତାଳଗଛ ରୋପଣ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୦୨୫ ମସିହା ୫ ବର୍ଷ ମଧ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଏକ ଚର୍ଚ୍ଚିତ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ହଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ଅଭିଯୁକ୍ତ…

ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ । ମୃତକ ହେଲେ ହଷ୍ଟେଲରେ ରହିଥିବା…

ଜନ୍ମରୁ ମୃତ୍ୟୁ ଯାଏଁ ଟ୍ୟାକ୍ସ ବୋଝ; ସରକାର ଉପରେ ବର୍ଷିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର ଟ୍ୟାକ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କେନ୍ଦ୍ର ଉପରେ ବର୍ଷିବା ସହ କହିଛନ୍ତି ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ନାଗରିକମାନଙ୍କ ଉପରେ ଟିକସର ବୋଝ ଲଦି ଦେଉଛନ୍ତି। ତେବେ ଟିକସ…

ପ୍ରବଳ ଖରା ପାଇଁ ଏହି ସମୟରେ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ପିଡ଼ିଏସ ସାମଗ୍ରୀ ସକାଳ ୭…

ସଂଶୋଧନ ହେଲା ରାଉରକେଲା-ପୁରୀ ବନ୍ଦେ ଭାରତ ସେବା, ମଙ୍ଗଳବାର ଛାଡ଼ି ସବୁଦିନ ଚାଲିବ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ସେବାରେ ସଂଶୋଧିତ କରାଯାଇଛି । କେବଳ ମଙ୍ଗଳବାରକୁ ବାଦ୍ ଦେଲେ ଅନ୍ୟ ଦିନ ମାନଙ୍କରେ ଜାରି ରହିବ ଟ୍ରେନ୍ ସେବା । ପୂର୍ବରୁ ଶନିବାର ବ୍ୟତିତ ସବୁ ଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ସଂଶୋଧିତ ହୋଇଥିବା ସମୟ ସୂଚୀ:-…

ଭାରତ ଆସିବେ ପୁଟିନ; ମୋଦି କରିଥିଲେ ନିମନ୍ତ୍ରଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର  ସୂଚନା ଦେଇଛନ୍ତି। ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି) ଦ୍ୱାରା…

୪୪ ଲୋକଙ୍କ ସହ ବୁଡିଗଲା ବୁଡ଼ାଜାହାଜ

କାଇରୋ: ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଗୁରୁବାର ଦିନ ହୁରଗାଡା ନିକଟରେ ଘଟିଥିଲା । ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ନଅ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି । ୨୯ ଜଣ…