Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩ଶହରୁ କମ୍ ମୂଲ୍ୟର ଆମାଜନ ଉତ୍ପାଦ ଉପରେ ଲାଗୁ ହେବନି ରେଫରାଲ୍ ଫି

ନୂଆଦିଲ୍ଲୀ:ଆମାଜନ ନିଜର ପଲିସିରେ ଅନେକ ପରିବର୍ତ୍ତନ କରିଥାଏ । ଯେଉଁଥିପାଇଁ ଗ୍ରାହକ ଏବଂ ସେଲର ଉପକୃତ ହୁଅନ୍ତି । ବର୍ତ୍ତମାନ କମ୍ପାନୀ ଅନ୍ୟ ଏକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି। ଇ-କମର୍ସ କମ୍ପାନୀ ଏପ୍ରିଲରୁ ନିଜର ୧.୨ କୋଟିରୁ ଅଧିକ ଉତ୍ପାଦ ଉପରୁ ରେଫରାଲ୍ ଫି ଅପସାରଣ କରିବ।…

ନୀତିଶଙ୍କୁ ରାବିଡିଙ୍କ ଗୁଗଲି

ନୂଆଦିଲ୍ଲୀ: ଜାତୀୟ ସଂଗୀତ ଗାନ ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଚରଣକୁ ନେଇ ବିରୋଧୀ ସମାଲୋଚନା କରୁଛନ୍ତି । ବିହାର ବିଧାନସଭାରେ ବି ଏହାକୁ ନେଇ ହଙ୍ଗାମା ହୋଇଛି । ତେବେ ସବୁଠୁ ଅଧିକ ଚର୍ଚ୍ଚା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବି଼ଡି ଦେବୀଙ୍କ ବୟାନକୁ ନେଇ ହେଉଛି । ବିରୋଧୀ…

ବାଂଲାଦେଶରେ ସେନା, ସିକ୍ରେଟ୍ ମିଟିଂ, ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ଟ୍ବିଷ୍ଟ । ଫେରିବ ଆଓ୍ବାମି ଲିଗର ପରିବର୍ତ୍ତିତ ରୂପ ! ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ ।  ପୁଣି ଅସ୍ଥିରତା, ସଡକରେ ସେନା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ନିକଟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନ…

ଶୁଣୁନାହାନ୍ତି ସରକାର, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଖି, କାନ, ପାଟି ସବୁ ଖୋଲନ୍ତୁ । ନାରୀ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଅନ୍ତୁ । ଗୃହ କମିଟି କରାଯାଉ ବୋଲି ଦାବି କରି କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏମିତିକି ଆସନ୍ତା ୨୭ରେ କଂଗ୍ରେସ…

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏୟାରପୋର୍ଟରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ…

ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା….

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଯେଉଁ ଯେଉଁମାନେ ଚିଟଫଣ୍ଡ ସଂସ୍ଥାର ଶିକାର ହୋଇ ନିଜର ଟଙ୍କା ହରାଇଛନ୍ତି, ସେମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ଏନେଇ ଆଜି ବିଧାନସଭାରେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଟଙ୍କା ଫେରସ୍ତ ନେଇ…

ରାଜଧାନୀରୁ ଧରାପଡିଲେ ନକଲି ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବି ଚାଲିଥିଲା ନକଲି ପୋଲିସଙ୍କ କାର୍ଣ୍ଣାମା । ଏସଆଇ ଏବଂ କନେଷ୍ଟବଳ ସାଜି ଲୋକଙ୍କ ଆଖିରେ ଦେଇଚାଲିଥିଲେ ଧୂଳି । ଶେଷରେ ନକଲି ପୋଲିସକୁ ଧରିଛି ଅସଲି ପୋଲିସ । ଏଥିସହିତ ସେମାନଙ୍କ ଠାରୁ ପ୍ରାୟ ଲକ୍ଷେ ଉପରେ ନକଲି ନୋଟ୍ ଜବତ କରିଛି । ଚେକିଂ ପ୍ଲକିଂ…

୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ

ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀଙ୍କ ଲିଖିତ ତଥ୍ୟ…

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪…

ଆବେଦନ କରିନାହାଁନ୍ତି କି ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ୍ ଯୋଜନା? ଶୀଘ୍ର କରନ୍ତୁ, ମିଳିବ ଅନେକ କିଛି ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ୍ ଯୋଜନା ୨୦୨୫ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାରେ ରେଜିଷ୍ଟ୍ରେସନ୍ କରିନାହାଁନ୍ତି ଏବଂ ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି…