Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶାର ଖଣିକୁ ମିଶାଇ ୧୨ଟି ଖଣିର ନିଲାମ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍‌ ୧୨ଟି ଖଣିର ନିଲାମ କରିଛି କୋଇଲା ମନ୍ତ୍ରଣାଳୟ । ଏଥିରେ ଆଠଟି ସମ୍ପୂର୍ଣ୍ଣ ଅନ୍ୱେଷଣ ଏବଂ ଚାରୋଟି ଆଂଶିକ ଅନ୍ୱେଷଣ ହୋଇଥିବା କୋଇଲା ଖଣି ସାମିଲ ରହିଛି । ଏହି ଖଣିଗୁଡ଼ିକ ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ…

ରାଜ୍ୟରେ ବଢିଛନ୍ତି ବିଚାରାଧୀନ କଏଦୀ; ୮୭ ଜେଲ୍‌ରେ ୧୬ ହଜାରରୁ ଅଧିକ କଏଦୀ

ଭୁବନେଶ୍ବର:ବର୍ତ୍ତମାନ ଓଡ଼ିଶାରେ ୮୭ଟି ଜେଲ୍ ରେ ମୋଟ ୧୬,୩୧୮ କଏଦୀ ଅଛନ୍ତି । ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ବାଲିଗୁଡ଼ା ବିଧାୟକ ଚକ୍ରମଣି କନହରଙ୍କ ଏକ ପ୍ରଶ୍ନ ପଚାରିଥିଲେ, ରାଜ୍ୟରେ ଏବେ କେତୋଟି ଜେଲ୍ ଅଛି ଓ କେତେ କଏଦୀ…

ବିଦେଶକୁ ଯିବ ଢେଙ୍କାନାଳ ଆମ୍ବ ; ଏକ ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର

ଭୁବନେଶ୍ବର: ବିଦେଶକୁ ଆମ୍ବ ପଠେଇବ ଓଡ଼ିଶା। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳର ଆମ୍ବ ମିଠା । ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି…

କୁଆପଥର ବର୍ଷାରେ କ୍ଷୟକ୍ଷତି; ମୟୂରଭଞ୍ଜ ପାଇଁ ୨୦.୩୮ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ମୟୂରଭଞ୍ଜରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିର ମୂଲ୍ୟାଙ୍କନ କରି ଲୋକମାନଙ୍କୁ ଓଡ଼ିଶା ସରକାର କ୍ଷତିପୂରଣ ବାବଦକୁ ୨୦.୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା…

ରାଜନୀତି କରିବି କିନ୍ତୁ ନିର୍ବାଚନ ଲଢିବନି: ନିରଞ୍ଜନ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ଏନେଇ ସୋମବାର ଦିନ ସେ ଘୋଷଣା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବୟସକୁ ନଜରରେ ରଖି ନିର୍ବାଚନ…

ଚୈତ୍ର ଅମାବାସ୍ୟା ଦିନ ଏହା କଲେ ଦୂର ହେବ ପିତୃଦୋଷ..

ଭୁବନେଶ୍ବର: ଚଳିତବର୍ଷ ଚୈତ୍ର ମାସର ଅମାବାସ୍ୟା ଦିନ ୨୯ ମାର୍ଚ୍ଚରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ଦିନଟି  ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏକ ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃପୁରୁଷମାନେ…

ଖୁସି ଖବର, ବଢିବନି ବିଦ୍ୟୁତ ଦର

ଭୁବନେଶ୍ଵର: ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲା ଓଇଆରସି । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି । ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବଢିବନି ବିଦ୍ୟୁତ ବିଲ୍ । ଏନେଇ ଓଇଆରସି…

ବଢିଲା ସାଂସଦଙ୍କ ଦରମା, ଭତ୍ତା

ନୂଆଦିଲ୍ଲୀ: ବଢିଲା ସାଂସଦଙ୍କ ଦରମା ସାଙ୍ଗକୁ ଭତ୍ତା । ସାଂସଦଙ୍କ ଦରମା ୨୪ ପ୍ରତିଶତ ବୃଦ୍ଧି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଥିବା ବେଳେ ଏହା ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ…

ପ୍ରଥମେ ପୁରୁଷ ନା ମହିଳା?, ଦ୍ବନ୍ଦ୍ବ ଦୂର କଲେ ଅଖିଲେଶଙ୍କ ସାଂସଦ ପତ୍ନୀ…

ଲକ୍ଷ୍ନୌ: ଆଗ ମହିଳା ଆସିଥିଲେ, ନା ଆଗ ପୁରୁଷ? ଭଗବାନ କାହାକୁ ଆଗ ସୃଷ୍ଟି କରିଥିଲେ ? ଏହି ପ୍ରଶ୍ନର ଉତ୍ତର କାହିଁ କେତେ କାଳରୁ ଦ୍ବନ୍ଦ୍ବ ମଧ୍ୟରେ ରହିଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ସାଂସଦ । ପ୍ରଥମେ ପୃଥିବୀକୁ କିଏ ଆସିଲା ସେ ନେଇ ବିତର୍କ ଆରମ୍ଭ କରି ଏହାର ଉତ୍ତର ରଖିଥିଲେ…

ଗୃହ ଅଚଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ନିନ୍ଦା କଲେ ରାଜସ୍ବ ମନ୍ତ୍ରୀ। ବିଧାନସଭାରେ ଘଣ୍ଟ ବଜାଇବାକୁ ନାପସନ୍ଦ କଲେ। ପୂର୍ବ ଉଦାହରଣ ଦେଇ କଂଗ୍ରେସକୁ ଟାର୍ଗେଟ୍ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ, ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନାହିଁ ବିଧାନସଭା…