Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କ ପାରିଶ୍ରମିକ ଅବଧି ୩ ମାସକୁ ବୃଦ୍ଧି

ଭୁବନେଶ୍ବର: ପରାମର୍ଶଦାତାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ପାରିଶ୍ରମିକର ଅବଧି ୩ ମାସକୁ ବୃଦ୍ଧି ଗରାଗଲା । ଏହି ବ୍ୟବସ୍ଥାର ଅବଧିକୁ…

ବାହୁଡା ଯାତ୍ରାରେ ଭକ୍ତଙ୍କ ମୃତ୍ୟୁ; ଅତୀତରୁ ସରକାର କିଛି ଶିଖୁନଥିବା ଅଭିଯୋଗ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଅତୀତର ଭୁଲରୁ ଶିକ୍ଷା ନେଉନଥିବା ଅଭିଯୋଗ ଆଣିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ…

ତିଖିରି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ମୁହଁ ଖୋଲିଛନ୍ତି ଚାମେଲି…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଗତ ୨୩ ତାରିଖରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏଥିପାଇଁ ୱାର୍ଡମେମ୍ବରମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ…

ପେଟ୍ରୋଲ-ଡିଜେଲ ଦର ବଢ଼ିବା ନେଇ ବଢ଼ିଲା ଆଶଙ୍କା! ବିଶ୍ୱ ବଜାରରେ ୧୦୦ ଡଲାର ଛୁଇଁଲା କ୍ରୁଡ୍ ଅଏଲ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ (କ୍ରୁଡ୍ ଅଏଲ) ଦର। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି, ଯାହାର ପ୍ରଭାବ ସିଧାସଳଖ ତୈଳ ଦର ଉପରେ ପଡ଼ିଛି। ଦୀର୍ଘ ଦିନ…

ଖୋଲାଖୋଲି ଲୁଟ୍! ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ନିଜର ରହିଛି । ତଥାପି କିଛି ଲାଞ୍ଚୁଆ ବାବୁ ଏଥିରୁ ଶିକ୍ଷା ଲାଭ ନକରି ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ରାଜସ୍ୱ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଖୋଳତାଡ଼ ଆରମ୍ଭ କଲା OSCPCR

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷା ଓ ସୁରକ୍ଷା ପାଇଁ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଛଡ଼ାଯାଇଥିଲା, ସେଠାରେ ହିଁ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି ନିଜେ ଭକ୍ଷକ ସାଜିଥିବା ଅଭିଯୋଗ ହୋଇଛି।…

ବୋର୍ଡ ଲାଗିଥିଲା କ୍ଲିନିକର, ଭିତରେ ଚାଲିଥିଲା ସେକ୍ସ ରାକେଟ୍! ଭୁବନେଶ୍ୱରରେ ପୋଲିସର ବଡ଼ ଆକ୍ସନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଧରାପଡ଼ିଛି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଦିନକୁ ଦିନ ଅପରାଧୀମାନେ ନିଜର କଳା କାରନାମା ଲୁଚାଇବା ପାଇଁ ନୂଆ ନୂଆ ତରିକା ଆପଣାଉଥିବା ବେଳେ, ଏଥର ସ୍ୱାସ୍ଥ୍ୟସେବା ଭଳି ଏକ ପବିତ୍ର ବୃତ୍ତିକୁ ଢାଲ କରିଥିଲେ। ଏକ ଆୟୁର୍ବେଦିକ୍ କ୍ଲିନିକ୍…

Criminals at Jantar Mantar: ଜନ୍ତର-ମନ୍ତର ବିକ୍ଷୋଭରେ ୨,୫୦୦ରୁ ଅଧିକ କ୍ରିମିନାଲ୍ ଚିହ୍ନଟ, ଫେସିଆଲ ରିକଗ୍ନିସନ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଦିଲ୍ଲୀ ପୋଲିସର ଫେସିଆଲ ରିକଗ୍ନିସନ ସିଷ୍ଟମ (FRS) ବଡ଼ ଖୁଲାସା କରିଛି। ପୋଲିସ ସୂଚନା ଅନୁସାରେ, ପ୍ରଦର୍ଶନସ୍ଥଳରେ ଲଗାଯାଇଥିବା FRS କ୍ୟାମେରା ସହାୟତାରେ ୨,୫୦୦ରୁ ଅଧିକ ଅପରାଧିକ ପୃଷ୍ଠଭୂମି ଥିବା…

ଚାରିଆଡୁ ସିଲ୍ ପୁରୀ, ରାଜପଥରେ ଅସମ୍ଭାଳ ଜାମ୍! ସୁନାବେଶ ଦେଖିବାକୁ ଯାଉଥିବା ଲକ୍ଷ ଲକ୍ଷ ଭକ୍ତ ବାଟରେ ନାକେଦମ୍

ଭୁବନେଶ୍ୱର: ରଥ ଉପରେ ଆଜି ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ମିଳିବ। ଶ୍ରୀକ୍ଷେତ୍ରକୁ ଏଥିପାଇଁ ଛୁଟିଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। କିନ୍ତୁ ଭକ୍ତିଭାବରେ ବିଭୋର ହୋଇ ପୁରୀ ଅଭିମୁଖେ ବାହାରିଥିବା ଶ୍ରଦ୍ଧାଳୁଙ୍କୁ ବାଟରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରବଳ…

ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହେବ ଆଉ ଏକ ଲଘୁଚାପ, ସାରା ଓଡ଼ିଶାରେ ବର୍ଷା ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଥରେ ପାଣିପାଗର ମିଜାଜ୍ ବଦଳିବାକୁ ଯାଉଛି। ଗୋଟିଏ ଲଘୁଚାପର ପ୍ରଭାବ ରାଜ୍ୟରୁ ସମ୍ପୂର୍ଣ୍ଣ କମିନଥିବା ବେଳେ ଆଉ ଏକ ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କଲାଣି। ଆସନ୍ତାକାଲି ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ…