Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

CJP Calls To End Protest:ସିଜେପି-ସରକାରଙ୍କ ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା CJP

ନୂଆଦିଲ୍ଲୀ:'କକ୍ରୋଚ୍ ଜନତା ପାର୍ଟି' (CJP)  ଜନ୍ତରମନ୍ତର ଠାରେ NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କରୁଥିବା ବିକ୍ଷୋଭ ପ୍ରତ୍ୟାହାର କରିନେଇଛି । ରବିବାର ଦିନ କେନ୍ଦ୍ର ସରକାର ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଓ ସିଜେପି ପକ୍ଷରୁ ସୌରଭ ଦାସ ଓ ଆଶୁତୋଷ…

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ବାପ ଝିଅଙ୍କ ମୃତ୍ୟୁ ହୋଇଛି । ସ୍କୁଟରକୁ ଧକ୍କା ଦେଲା ହାଇୱା । ଦୁର୍ଘଟଣା ଫଳରେ ସ୍କୁଟରରେ ଯାଉଥିବା ବାପା ଏବଂ ଝିଅଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ୧୬ନଂ ଜାତୀୟ ରାଜପଥ ଅବରୋଧ…

ଆମ ବସରେ ଭିଡର ସୁଯୋଗ ନେଇ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ

ଭୁବନେଶ୍ୱର: ଆମ ବସରେ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏମାନଙ୍କ ଭିତରେ ୬ ଜଣ ରହିଛନ୍ତି ଆଉ ସମସ୍ତେ ମହିଳା । ନୟାପଲ୍ଲୀ ଥାନା ପୁଲିସ କାବୁ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ୧୦ ଗୋଟି ଦାମୀ ମୋବାଇଲ ଫୋନ ଜବତ କରିଛି । ଏହି…

ସ୍ବାଭିମାନ ଅଞ୍ଚଳରେ ବଡ଼ ମାଓ ଡମ୍ପ୍ ଠାବ, କମ୍ବିଂ ଅପରେସନ ଜୋରଦାର

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ପୁଣି ଠାବ ହେଲା ମାଓ ଡମ୍ପ୍‌ । ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ବଡ ଡମ୍ପ୍ ଠାବ ହୋଇଛି…

Dharmendra Pradhan Resigns:’CJP ଏବଂ ଦେଶର ‘Gen Z’ଙ୍କୁ…

ନୂଆଦିଲ୍ଲୀ:ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଦେଶର ବିଭିନ୍ନ ସହରକୁ ବ୍ୟାପିଛି। ଏହି ସମୟରେ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବିକୁ ସ୍ୱୀକାର କରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ନିଜର…

CJP after Pradhan resignation: “ଜାରି ରହିବ ଆନ୍ଦୋଳନ…”, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦୀପକେଙ୍କ ବଡ…

ନୂଆଦିଲ୍ଲୀ: ସବୁ ବିବାଦ ଏବଂ ପ୍ରତିବାଦ ମଧ୍ୟରେ ଶେଷରେ ନିଜର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଇସ୍ତଫା ଦେବା ଜନ୍ତରମନ୍ତର ଠାରେ ପ୍ରତିବାଦକାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି…

Suspected Drone:ସାମ୍ବା ଓ କାଠୁଆ ସୀମାନ୍ତରେ ଦେଖିବାକୁ ମିଳିଛି ସନ୍ଦିଗ୍ଧ ଡ୍ରୋନ୍;ବିଏସ୍‌ଏଫ୍ ପକ୍ଷରୁ ସର୍ଚ୍ଚ…

ନୂଆଦିଲ୍ଲୀ: ସାମ୍ବା ଏବଂ କାଠୁଆରେ ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମା ନିକଟରେ ଦୁଇଥର ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଥିଲା। କାଠୁଆର ବୋବିୟା ଅଞ୍ଚଳ ଏବଂ ସାମ୍ବାର ଟାରୋର ଅଞ୍ଚଳରେ ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ…

CMOରୁ ଫାଇଲ୍ ଚୋରି ମାମଲା: ଆଜି ହାଜର ହେବେନି ଭିକେ ପାଣ୍ଡିଆନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବା ମାମଲାରେ ଶନିବାର ଦିନ ପୂର୍ବତନ ଓଡ଼ିଶା ବ୍ୟୁରୋକ୍ରାଟ୍ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ପୋଲିସ ନିକଟରେ ହାଜର ହେବାକୁ ମନା କରିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସେ ଏକ ଇମେଲ୍ ମାଧ୍ୟମରେ ପୋଲିସକୁ ଜଣାଇଛନ୍ତି…

ସମୁଦ୍ରରେ ବଡ଼ ଅଘଟଣ: ମିସାଇଲ୍ ମାଡ଼ର ଶିକାର ହେଲା ଏଲପିଜି ଟ୍ୟାଙ୍କର ‘ଦିଶା’, ଭିତରେ ୨୮ ଭାରତୀୟ…

ନୂଆଦିଲ୍ଲୀ/ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ଭିତରେ ସମୁଦ୍ର ପଥରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଇରାନର ଜଳସୀମା ମଧ୍ୟରେ ଏକ ବାଣିଜ୍ୟିକ ଏଲପିଜି ଟ୍ୟାଙ୍କର ଉପରେ ହମଲା ହୋଇଛି, ଯେଉଁଥିରେ ୨୮ ଜଣ ଭାରତୀୟ ନାବିକ (କ୍ରୁ…

Dharmendra Pradhan Resigned: CJP ପ୍ରୋଟେଷ୍ଟ ଭିତରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପେପର ଲିକ୍ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ସବୁଠୁ ବଡ ଖବର । ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସବୁ…