Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଟ୍ ପେପର ଲିକ୍: ଏନଟିଏରେ ଆସିବ ବ୍ୟାପକ ସଂସ୍କାର; ଶିକ୍ଷାମନ୍ତ୍ରୀ ଦେବେ କି ଇସ୍ତଫା?

ନୂଆଦିଲ୍ଲୀ: ଜାତୀୟସ୍ତରରେ ଚହଳ ପକାଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ସଙ୍ଗଠନ ‘ସିଜେପି’ ଏବଂ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଶେଷରେ ସରକାରଙ୍କୁ ବାଧ୍ୟ କରିଛି ଆଲୋଚନା…

ସୁନାବେଶରେ ଝଲସିବେ କାଳିଆ ସାଆନ୍ତ ଓ ଭାଇଭଉଣୀ: ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ଉତ୍ସବର ମାହୋଲ। ରଥଯାତ୍ରାର ଏକ ପ୍ରମୁଖ ତଥା ଆକର୍ଷଣୀୟ ନୀତି ‘ସୁନାବେଶ’ରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ। ନବଦିନାତ୍ମକ ଯାତ୍ରା ପରେ ବାହୁଡ଼ା…

ଦାରିଦ୍ର୍ୟ ଆଉ ପୋଲିଓକୁ ଦେଲେ ମାତ୍: ଗ୍ଲାସଗୋରେ ଇତିହାସ ରଚି ଭାରତର ଖାତା ଖୋଲିଲେ ଇ-ରିକ୍ସା ଚାଳକ ଝଣ୍ଡୁ କୁମାର

ନୂଆଦିଲ୍ଲୀ: ଯେତେବେଳେ ଇଚ୍ଛାଶକ୍ତି ଦୃଢ଼ ଥାଏ, ସେତେବେଳେ ଶାରୀରିକ ଅକ୍ଷମତା କିମ୍ବା ଆର୍ଥିକ ଅନାଟନ କେବେବି ବାଧକ ସାଜିପାରେ ନାହିଁ। ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ୨୮ ବର୍ଷୀୟ ଯୁବକ ଝଣ୍ଡୁ କୁମାର। ଗ୍ଲାସଗୋଠାରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍ସ…

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ! ନବୀନ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଅଘଟଣ। ଜଣେ ଭକ୍ତଙ୍କ ପ୍ରାଣହାନୀ ହୋଇଥିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ତରଫରୁ ଖବର ଲେଖା ହେବାଯାଏଁ କୌଣସି ସ୍ପଷ୍ଟ କରାଯାଇ ନାହିଁ।…

Puri Bahuda Yatra 2026:ବାହୁଡ଼ିଲେ ମହାପ୍ରଭୁ…ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ;ସିଂହଦ୍ବାର ଆଗରେ ତିନି…

ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦିରେ ନଅଦିନର ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ଶରଧାବାଲିରୁ ସିଂହଦ୍ବାରକୁ ବାହୁଡ଼ିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ରଥ ପଥ। ଏପଟେ ପବିତ୍ର…

Bahuda Yatra in Puri:ବାହୁଡ଼ା ଯାତ୍ରା ସମୟରେ ଅଘଟଣ;ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ !

ପୁରୀ:ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ପବିତ୍ର ବାହୁଡ଼ା ଯାତ୍ରାରେ ଜଣେ ଭକ୍ତଙ୍କ ଅଣନିଃଶ୍ବାସରେ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନାନୁସାରେ, ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିକଟରେ ଭକ୍ତ ଜଣଙ୍କ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ…

Be active on Instagram: ‘ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବବର୍ଗଙ୍କ ସହ ସିଧାସଳଖ ଯୋଗାଯୋଗ…

ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତର ଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚାଲିଥିବା ବିକ୍ଷୋଭ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ…

ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟ ରେକର୍ଡିଂର ଅବାଧ ପ୍ରସାରଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟର ରେକର୍ଡିଂର ଅବାଧ ପ୍ରସାରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ସମ୍ପୃକ୍ତ କୋର୍ଟର ପୂର୍ବ ଅନୁମତି ବିନା ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟର ଅଡିଓ ଏବଂ ଭିଡିଓ ରେକର୍ଡିଂ ପୋଷ୍ଟ କିମ୍ବା ଅପଲୋଡ୍ କରିବାକୁ ନିଷେଧ କରିଛନ୍ତି ।…

ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୨ ପାକିସ୍ତାନୀ ସେନା ସମେତ ୧୫ ମୃତ

ଇସଲାମବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ପଖତୁନଖ୍ୱା ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଚଢାଇ ଦେବା କାରଣରୁ ୧୫ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରେ ୧୨ ଜଣ ପାକିସ୍ତାନୀ ସୈନ୍ୟ ଥିବା ସୂଚନା ରହିଛି ।…

ନିଟ୍ ମାମଲାରେ ବଡ ପଦକ୍ଷେପ: ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ସରକାର

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । NTAରୁ ୪୭ ଜଣ ଅଧିକାରୀଙ୍କୁ ବିଦା କରାଯାଇଛି । ମୋଟାମୋଟି କହିବାକୁ ଗଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର । ଏପରିକି କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ…