Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Haier ଲଞ୍ଚ କଲା ଭାରତର ପ୍ରଥମ AI ଏସି !

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁରେ ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏବେ ଏସି କିଣିବା ଆରମ୍ଭ କେଲେଣି । ତେବେ ଏହି ସମୟରେ ହାୟର ଇଣ୍ଡିଆ (Haier India) ନିଜର ନୂତନAI Climate Controlଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ, ଏହା ଭାରତର ପ୍ରଥମ ଏସି ଯାହା AI ଦ୍ୱାରା…

ରାଉରକେଲା ବିଶ୍ରାରେ ନକଲି ମୋବିଲ କାରଖାନା ଠାବ, ୨ ଅଟକ

ରାଉରକେଲା: ରାଉରକେଲାରେ ନକଲି ମୋବିଲ କାରଖାନା ଠାବ ହୋଇଛି । ରାଉରକେଲାର ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୋଲିସ । ବିଶ୍ରା ଥାନା ଅଞ୍ଚଳରେ ଥିବା ଆସିୟାନା କଲୋନୀର ଏକ ଭଡ଼ା ଘରେ ଚାଲିଥିଲା ଏହି କମ୍ପାନୀ । ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ…

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ…

ଏହି ସ୍କୁଲରେ ମିଳିଲା ୨୦ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ..

ନୂଆଦିଲ୍ଲୀ: ଗବେଷକମାନେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଏକ ଗ୍ରାମୀଣ ବିଦ୍ୟାଳୟରେ ଡାଇନୋସର ପାଦଚିହ୍ନ ଆବିଷ୍କାର କରିଛନ୍ତି, ଯାହା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏକ ସାଧାରଣ ପଥର ଉପରେ ରହିଛି । ବିଦ୍ୟାଳୟର ପ୍ରବେଶ ପଥରେ ମିଳିଥିବା ଏହି ପଥରକୁ ନେଇ କୁଇନ୍ସଲ୍ୟାଣ୍ଡ ୟୁନିଭରସିଟିର…

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେଡିର ଆହ୍ବାନ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମେ ମଧ୍ୟ ସମସ୍ତେ…

ଇନଷ୍ଟାଗ୍ରାମ-ୟୁଟ୍ୟୁବରେ ଅଧିକ ନୋଟିଫିକେସନ ଆସୁଛି? ଆପଣ ଏହି ଟୋଗଲ ଦ୍ବାରା କରିପାରିବେ କଣ୍ଟ୍ରୋଲ

ଭୁବନେଶ୍ବର: ଅନେକ ଥର ଶୋଇବା ସମୟରେ କିମ୍ବା କାମରେ ବ୍ୟସ୍ତ ଥିବା ସମୟରେ ଫୋନ୍ ରେ ଅଧିକ ନୋଟିଫିକେସନ ଆସିଥାଏ; ଫଳରେ ବିରକ୍ତ ଲାଗିଥାଏ । ଯଦି ଆପଣ ନୋଟିଫିକେସନକୁ ସଂପୂର୍ଣ୍ଣ ବନ୍ଦ କରିଦିଅନ୍ତି, ତେବେ ଆପଣଙ୍କୁ ଅପଡେଟ ମିଳିପାରିବ ନାହିଁ । ଆପଣ କିଛି ଜିନିଷ ବନ୍ଦ କରିପାରିବେ । ଫଳରେ…

କୁଆପଥର ବର୍ଷାର ତାଣ୍ଡବ; ସନ୍ଧ୍ୟା ସୁଦ୍ଧା ମୟୂରଭଞ୍ଜ ପୀଡିତଙ୍କୁ ସହାୟତା ମିଳିବ: ରାଜସ୍ବ ମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ…

୫ ଦିନର ଖୋଳତାଡ଼ ପରେ ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ୫ ଦିନ ଧରି ଖୋଳତାଡ଼ କରିବା ପରେ ଆଜି ଝାରସୁଗୁଡା ଛାଡିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ । ଏହି ୫ ଦିନ ଭିତରେ ୧୫ ଜଣଙ୍କର ବୟାନ ରେକର୍ଡ କରିଛି ଟିମ୍ । ଏନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ…

ଟିଭି ସ୍କ୍ରିନ୍ ସଫା କଲାବେଳେ ଏହି ୩ଟି ଭୁଲ କରୁଛନ୍ତି କି ?

ଭୁବନେଶ୍ବର: ଟିଭି ପରଦାରେ ଧୂଳି ଜମା ହେବା ଏକ ସାଧାରଣ କଥା । ତେଣୁ ପରଦାକୁ ନିୟମିତ ସଫା କରାଯିବା ଉଚିତ୍ । କିନ୍ତୁ ଯଦି ଆପଣ ଟିଭି ସ୍କ୍ରିନ୍ ସଫା କରିବା ସମୟରେ ଅସାବଧାନତା ଅବଲମ୍ବନ କରନ୍ତି, ଆପଣ କ୍ଷତି ସହିପାରନ୍ତି । କାରଣ ସ୍କ୍ରିନ୍ ବହୁତ ସୂକ୍ଷ୍ମ ଅଟେ, ତେଣୁ ସ୍କ୍ରିନ୍ ସଫା…