Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବେଡରୁମରେ ବିସ୍ଫୋରଣ; ୪ ମୃତ,ଜଣେ ଗୁରୁତର

ହରିୟାଣା: ଘର ଭିତରେ ଗୋଟିଏ ପରେ ଗୋଟିଏ ଦୁଇଟି ବିସ୍ଫୋରଣ ଘଟିଛି ।ଏହି ବିସ୍ଫୋରଣରେ ଚାଲିଯାଇଛି ୪ ଜୀବନ ଓ ଜଣେ ଗୁରୁତର ଅଛନ୍ତି । ହରିୟାଣାର ଝାଜ୍ଜରର ବାହାଦୁରଗଡ ସହରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ଏବଂ ତା ପରେ…

ଆଉ ୨ ଦିନ ଜାରି ରହିବ କାଳବୈଶାଖୀର ତାଣ୍ଡବ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଥିବାବେଳେ ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ଯାଏଁ ସାରା ରାଜ୍ୟରେ ଏଭଳି ପାଗ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଏସଆଇ ସହିଦ, ଯବାନ ଗୁରୁତର

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍‌ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସବ୍ଇନ୍‌ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ ପ୍ରତୀମ…

ସ୍ମୃତି ଦୁର୍ବଳ ହେବାକୁ ଲାଗୁଛି? ଖାଆନ୍ତୁ ଏହି ସୁପରଫୁଡ..

ଭୁବନେଶ୍ବର:ଆପଣଙ୍କ ସ୍ମୃତି ମଧ୍ୟ ଧୀରେ ଧୀରେ ଦୁର୍ବଳ ହେଉଛି କି? ଯଦି ହଁ ନିଜର ସ୍ମୃତି ମଜବୁତ କରିବାକୁ ଚେଷ୍ଟା କରିବା ଆରମ୍ଭ କରି ଦିଅନ୍ତୁ, ନଚେତ୍ ଆପଣ ଭୁଲିବା ରୋଗର ଶିକାର ହୋଇପାରନ୍ତି । ଆସନ୍ତୁ, ଏହିପରି କିଛି ସୁପରଫୁଡ ବିଷୟରେ ଜାଣିବା, ଯାହାକୁ ଆପଣ ଖାଇଲେ ଆପଣଙ୍କ ମସ୍ତିଷ୍କର…

ବାଲି ଖାଦାନ ପାଇଁ ଏସଓପି; ଜିଲ୍ଲା କମିଟି ନେବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର:ବାଲି ଖାଦାନ ପରିଚାଳନା ନେଇ ଆସିଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ଏହି ଏସଓପି ଜାରି କରିଛି ଲଘୁ ଖଣିଜ ନିର୍ଦ୍ଦେଶାଳୟ। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।…

ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା…

ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବାକୁ ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦ ଶୁକ୍ଳା ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଛତିଶଗଡ଼ର ପ୍ରଥମ ଲେଖକ । ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା,…

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍…

ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲରେ ବାହାରିଲା ନାଗ ସାପ, ଆଉ ତାପରେ..

ଭୁବନେଶ୍ୱର:  ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲ ନଂ ୨ ବା ଗୋଦାବରୀଶ ଛାତ୍ରାବାସରେ ବାହାରିଲା ନାଗ ସାପ। ନାଗ ସାପ ଦେଖି ଭୟରେ ସମସ୍ତ ଛାତ୍ର। ସୂଚନା ଅନୁସାରେ ଜଣେ ଛାତ୍ର ପରିସ୍ରା କରିବା ପାଇଁ ଗାଧୁଆ ଘର ଭିତରେ ପଶିବା ବେଳକୁ ଏକ ନାଗ ସାପ ପାଣି ନଳା ପାଖରେ ଥିବା କାଲି ଭିତରେ…