Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବୈଜୟନ୍ତଙ୍କ ଟ୍ବିଟ୍…ବଢିଗଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢାଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥରୁରଙ୍କ ସହ ସେଲଫି ସହ ସେଥିରେ ଲେଖିଥିବା…

ନାମ ଲେଖା ପାଇଁ ରାଜ୍ୟରେ କୋହଳ ବୟସ ସୀମା: ‘ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ’

ଭୁବନେଶ୍ବର: କେନ୍ଦ୍ର ଅପେକ୍ଷା ରାଜ୍ୟରେ ନାମ ଲେଖା ବୟସ ସୀମା କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ମାର୍ଚ୍ଚ ୩୧ ନୁହେଁ, ସେପ୍ଟେମ୍ବର ୧ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିବା ଦରକାର । ଏନେଇ ଆଜି ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କ ଆଡମିଶନ…

ଏପରି ସମସ୍ତ ପୁରୁଣା ପିଏଫ ଖାତାଗୁଡ଼ିକୁ କରନ୍ତୁ ମର୍ଜ..

ଭୁବନେଶ୍ବର: ଯଦି ଆପଣ ବର୍ତ୍ତମାନ ଆପଣଙ୍କର ଚାକିରି ପରିବର୍ତ୍ତନ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ । ଯେତେବେଳେ ଏକ ଘରୋଇ କ୍ଷେତ୍ରର କର୍ମଚାରୀ ଚାକିରି ବଦଳାନ୍ତି, ଏକ ନୂତନ ଇପିଏଫ୍ ଆକାଉଣ୍ଟ ତାଙ୍କ ନିଯୁକ୍ତିଦାତା ଦ୍ୱାରା ଖୋଲାଯାଏ । ଏହାକୁ ଖୋଲିବାବେଳେ, ପୁରୁଣା UAN…

ଏ ବର୍ଷ ନୁହେଁ, ଆରବର୍ଷ ବଦଳିବ ସିଲାବସ୍

ଭୁବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍‌ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ ଏପ୍ରିଲରେ ରାଜ୍ୟରେ ଏନଇପି ଲାଗୁ ନେଇ ଚର୍ଚ୍ଚାରେ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ…

ଡିଲିମିଟେସନକୁ ବିରୋଧ କଲେ ନବୀନ

ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ…

ଲାଞ୍ଚ ନେବା ବେଳେ ଭିଡ଼ିଓ ଭାଇରାଲ୍, କାର୍ଯ୍ୟରୁ ନିଲମ୍ବିତ ହେଲେ ପାତ୍ରପୁର ଯୋଗାଣ ନୀରିକ୍ଷକ

ପାତ୍ରପୁର: ଲାଞ୍ଚ ନେଉଥିବା ବେଳେ ଭାଇରାଲ ହେଲା ଭିଡିଓ। ପାତ୍ରପୁର ଯୋଗାଣ ନୀରିକ୍ଷକଙ୍କ ଏପରି କାର୍ଯ୍ୟ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ପାତ୍ରପୁର ଯୋଗାଣ ନୀରିକ୍ଷକ ବଳରାମ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଵନ କଲେ ରାଜ୍ୟ ସରକାର। ସୂଚନାନୁଯାୟୀ, ପାତ୍ରପୁର ବ୍ଲକ…

ଆଉ ଆଇପିଏଲରେ ଚୌକା, ଛକା ମାରିବେନି ଧୋନି?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି  ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌…

ଆହୁରି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା

ନୂଆଦିଲ୍ଲୀ: ସରିନି ଅବୈଧ ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଧାରା। ଏବେ ପୁଣି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା। ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ହେପାଜତରେ ବର୍ତ୍ତମାନ ୨୯୫ ଜଣ ଅବୈଧ ପ୍ରବାସୀ ଭାରତୀୟ ଅଛନ୍ତି। ଆମେରିକା ସେମାନଙ୍କୁ…

ଉଚ୍ଚଶିକ୍ଷା ବିଭାଗରେ ଅଚଳାବସ୍ଥା, ୭ ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି

ଭୁବନେଶ୍ୱର: ରାଜ୍ୟର ୭ ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ…

ବିନା ଟିକେଟରେ ଯାତ୍ରା କରିବା, ଲାଞ୍ଚ ଦେବା, ଏଣେ ତେଣେ ଅଳିଆ ଫିଙ୍ଗିବା କେତେ ଦୂର ଠିକ୍?

ନୂଆଦିଲ୍ଲୀ: ଭାରତରେ ଏହା ବୋଧେ ସାଧାରଣ । ଭାରତୀୟମାନଙ୍କ ପ୍ରାୟ ବିନା ଟିକଟରେ ଯାତ୍ରା କରିବା, ଲାଞ୍ଚ ଦେବା, ବିଦ୍ୟୁତ୍ ବିଲ୍ କମାଇବା ପାଇଁ ମିଟରରେ ହେରଫେର କରିବା, ଆଉ ଯେଉଁଠି ପାଇବା ସେଠି ଅଳିଆ ପକାଇବା ଭଳି କାମ ବୋଧେ ନିତିଦିନିଆ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ଆପଣ କେତେ…