Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚାଲାଣ ବେଳେ ମାଡି ବସିଲା ପୋଲିସ, ୨ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ପାଇଁ କରାଯାଉଥିଲା ଯୋଜନା। ଏହି ଯୋଜନାକୁ ପଣ୍ଡ କଲା ପୋଲିସ। ଗଞ୍ଜେଇକୁ ଚାଲାଣ ପାଇଁ ରଖାଯାଇଥିବା ବେଳେ ମାଡି ବସିଲା ପୋଲିସ। ଯାତ୍ରୀ ବିଶ୍ରାମାଗାର ନିକଟରୁ ଜବତ ହେଲା ୨ କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଲକାବାଜୁ…

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ

ଭୁବନେଶ୍ୱର: ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାଙ୍କୁ ସ୍ୱୀକାର କରି ନାହାନ୍ତି । ତାହା…

ଗୃହ ଭିତରେ ବିରୋଧିଙ୍କ ନାରାବାଜି, ୧୨ ଯାଏଁ ମୁଲତବୀ

ଭୁବନେଶ୍ଵର: ଚାଲି ପାରୁନି ଗୃହ କାର୍ଯ୍ୟ । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ ପ୍ରତ୍ୟକ ଦିନ ଥରକୁ ଥର ମୁଲତବି ହେଉଛି ଗୃହ । ଆଜି ବି ଆରମ୍ଭରୁ ଅଚଳ ଗୃହକାର୍ଯ୍ୟ । ବିରୋଧୀଙ୍କ ହୋହାଲ୍ଲା ଏବଂ ନାରାବାଜି ଲାଗି ବିଧାନସଭାକୁ ମଧ୍ୟାହ୍ନ ୧୨ ଯାଏଁ ମୁଲତବୀ ଘୋଷଣା କରିଛନ୍ତି…

ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ୱର: ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ସମ୍ୱଲପୁର, ଭୁବନେଶ୍ୱରରେ ଥିଲା କାର୍ଯ୍ୟକ୍ରମ। ୨୧ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହ। ୨୧ ତାରିଖରେ ଅମିତ ଶାହ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବାର କାର୍ଯ୍ୟସୂଚୀ ଥିଲା। ହେଲେ କୌଣସି…

ଅସହ୍ୟ ତାତିର ପ୍ରଭାବ; ଆଜିଠୁ ସକାଳୁଆ ଖୋଲିଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ବର: ଆଜିଠାରୁ ସକାଳୁଆ ଖୋଲିଲା ଅଙ୍ଗନବାଡି କେନ୍ଦ୍ର । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେଲା ପାଠ ପଢା । ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି…

କେଶକୁ କରନ୍ତୁ ବର୍ଗଣ୍ଡି କଲର, ତାହା ପୁଣି ବିଟରୁଟ୍ ଦ୍ବାରା..

ଭୁବନେଶ୍ବର: ବଜାରରେ ମିଳୁଥିବା ରାସାୟନିକ ରଙ୍ଗ କେଶରେ ଲଗାଇବା ଦ୍ବାରା ଅନେକ ସମସ୍ୟା ହୋଇଥାଏ । ଏପଟେ ହେୟାର କଲର ଆଜିର ଫେସନ୍ ହୋଇଗଲାଣି । କରିବେ ତେ କ'ଣ କରିବେ । ଆପଣ ରାସାୟନିକ ରଙ୍ଗ କେଶରେ ଲଗାଇବା ବଦଳରେ ବିଟରୁଟ୍ ରୁ ତିଆରି ପ୍ରାକୃତିକ ହେୟାର କଲର ଲଗାନ୍ତୁ । ବିଟରୁଟ୍ କେଶ ପାଇଁ…

କେଉଁଠାରେ ଅଛି ଛାଡପତ୍ର ମନ୍ଦିର; ଜାଣନ୍ତୁ ଏହାର ଇତିହାସ…

ଭୁବନେଶ୍ବର: ଛାଡପତ୍ର ମନ୍ଦିରର ନାମ ଶୁଣି ପ୍ରଥମେ ମୁଣ୍ଡକୁ ଆସିବ ଯେ ଲୋକମାନେ ଏଠାରେ ଛାଡପତ୍ର ଦେଉଥିବେ । କିନ୍ତୁ ଏହା ଭୁଲ୍ ଧାରଣା । ଏହି ମନ୍ଦିରର ଇତିହାସ ପ୍ରାୟ ସାତଶହ ବର୍ଷ ପୁରୁଣା ଏବଂ ଏଠାରେ କେହି ଛାଡପତ୍ର ଦିଅନ୍ତ ନାହିଁ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଯଦି…

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପରିବାର

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ। ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପରିବାର। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସମୟ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି…

ରାଜ୍ୟରେ କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି: ୨୪ ଯାଏ ବର୍ଷା

ଭୁବନେଶ୍ୱର : କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି। ଆଜିଠୁ ୨୪ ଯାଏଁ ହେବ ବର୍ଷା । ରାଜ୍ୟର କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆଜି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ…

ସବୁ ପ୍ରତୀକ୍ଷାର ହେଲା ଅବସାନ: ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା, ଓଠରେ ଫୁଟିଲା ହସ

ୱାଶିଂଟନ: ସରିଲା ୯ ମାସର ଅପେକ୍ଷା। ସବୁ ପ୍ରତୀକ୍ଷାର ହେଲା ଅବସାନ। ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା। ଓଠରେ ଫୁଟିଲା ହସ। ସୁନୀତାଙ୍କ ସହ ୪ ସାଥୀ ସହଯୋଗୀଙ୍କୁ ଦେଖି ନାସା ବି ଖୁସ୍‌। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ମହାକାଶ ପରୀ ସୁନୀତାଙ୍କ ସମେତ…