Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସକାଳେ ଗଜାମୁଗ ଖାଇଲେ ମିଳେ ଏହି ଲାଭ..

ଭୁବନେଶ୍ବର: ଯଦି ଆପଣ ଶାକାହାରୀ ଏବଂ ଆପଣଙ୍କ ଶରୀରକୁ ପ୍ରାକୃତିକ ପ୍ରୋଟିନ୍ ଯୋଗାଇବାକୁ ଚାହୁଁଛନ୍ତି । ତେବେ ଗଜା ମୁଗଠାରୁ ଭଲ ଆଉ କିଛି ନାହିଁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଗଜାମୁଗରେ ଆଣ୍ଟିଅକ୍ସିଡାଣ୍ଟ,…

ମାର୍ଚ୍ଚ ୨୯ରେ ଶନିଶ୍ଚର ଅମାବାସ୍ୟା ; ଏହି ସରଳ ଉପାୟରେ ଦୂର ହେବ ଗ୍ରହ ଦୋଷ

ଭୁବନେଶ୍ବର: ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବେ । ୨୯ ମାର୍ଚ୍ଚରେ ଚୈତ୍ର କୃଷ୍ଣ ଅମାବାସ୍ୟା ସହ ଶନିବାର। ତେବେ ଶନିବାର ଅମାବାସ୍ୟା ପଡିଲେ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଗ୍ରହ ଦୋଷ ,ଶନି ମହାଦଶା, ସାଢେସାତୀ, ଦୈତ୍ୟ…

ଅଘୋଷିତ ବିଦ୍ୟୁତ୍ କାଟ୍ ନ କରିବାକୁ ଶକ୍ତି ବିଭାଗକୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଦଳିଲା ଅଙ୍ଗନବାଡିର ସମୟ । ଏବେ ସକାଳ ୭ଟାରୁ ୯ଟା ଯାଏଁ ଖୋଲିବ ଅଙ୍ଗନବାଡି । ଏହାସହିତ ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଗୁଣିଗାରେଡି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୩ ଜୀବନ

ଗଞ୍ଜାମ: ଅନ୍ଧବିଶ୍ବାସ ହେଲା କାଳ । ଗୁଣିଗାରେଡିକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । ଘଟଣା ପରେ…

ନବ ଦାସ ହତ୍ୟାକାଣ୍ଡ ମାମଲା; ପରିବାରବର୍ଗଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ନୂଆ ଭାବେ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏହି ସୂଚନା ପ୍ରଦାନ କରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ସକ୍ରିୟ ଭାବରେ ଏହି ହାଇପ୍ରୋଫାଇଲ…

ଫଳ ନା ଫଳରସ? ସ୍ବାସ୍ଥ୍ୟ ପାଇଁ କ’ଣ ଭଲ..

ଭୁବନେଶ୍ବର: ଉଭୟ ଫଳ ଏବଂ ଫଳରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ଦୁଇଟା ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ ଆପଣ ଜାଣିଛନ୍ତି କି ? ଡାକ୍ତରଙ୍କ ଅନୁଯାୟୀ, ଫଳରସ ଅପେକ୍ଷା ଫଳ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାର କାରଣ ହେଉଛି ଫଳଗୁଡ଼ିକରେ ଫାଇବର ଥାଏ, ଯାହା ଫଳ ରସରେ ମିଳେ…

ଏହି ତାରିଖରୁ ହିରୋ Xpulse 210 ଓ Xtreme 250Rର ବୁକିଂ ହେବ ଆରମ୍ଭ…

ଭୁବନେଶ୍ବର: ହିରୋ ମୋଟୋକର୍ପର XPulse 210 ଏବଂ Xtreme 250R ବୁକିଂ ଆସନ୍ତା ମାର୍ଚ୍ଚ ୨୦ରୁ ଆରମ୍ଭ ହେବ। ଭାରତ ମୋବିଲିଟି ଏକ୍ସପୋ ୨୦୨୫ରେ ଉଭୟ ବାଇକ୍ ଲଞ୍ଚ କରାଯାଇଥିଲା। ଏହି ଉଭୟ ବାଇକ୍‌ର ଡେଲିଭରି ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହେବ । କମ୍ପାନୀ Hero Xpulse 210…

କାହିଁକି ସ୍ଥଳଭାଗ ବଦଳରେ ସମୁଦ୍ରରେ ଅବତରଣ କରିବ ସୁନିତା ୱିଲିୟମ୍ସଙ୍କ ସ୍ପେସକ୍ରାଫ୍ଟ ?

ନୂଆଦିଲ୍ଲୀ: ପୃଥିବୀ ଫେରୁଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସୁନିତାଙ୍କୁ ଭାରତର ଜଣେ ସୁନ୍ଦର ଝିଅ ବୋଲି…

୫ଟି ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ…

୫୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦେବେ ଓଡିଶା ସରକାର; ଓପିଏସସି ଆଣିବ… 

ଭୁବନେଶ୍ୱର: ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଅଭାବ ମଧ୍ୟରେ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ୫୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…