Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଲମ୍‌‌ଡୁଙ୍ଗରୀ ନିକଟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ମହେଶ ନିକଟରୁ ବନ୍ଧୁକ ସହ ୪୦ ହଜାର ଟଙ୍କା ପୋଲିସ…

CAR-T ଇଞ୍ଜେକ୍ସନ କ୍ୟାନସର ରୋଗୀଙ୍କ ପାଇଁ ବରଦାନ! ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ହଂକଂ କର୍କଟ ରୋଗର ଚିକିତ୍ସା କରୁଥିବା CAR-T ଇଞ୍ଜେକ୍ସନ ସମ୍ପର୍କରେ ଏକ ବଡ଼ ଦାବି କରିଛି । ହଂକଂର ବୈଜ୍ଞାନିକମାନେ କହିଛନ୍ତି ଯେ ନଭେମ୍ବର ୨୦୨୪ରେ CAR-T ଇଞ୍ଜେକ୍ସନ ଦ୍ୱାରା ଚିକିତ୍ସା ହୋଇଥିବା ସମସ୍ତ ୫ ରୋଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବୈଜ୍ଞାନିକମାନେ ମଧ୍ୟ ସେହି…

ଖରାଦିନେ ଉପୁଜୁଥିବା ବିଦ୍ୟୁତ୍ ଜନିତ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ସୋମବାର ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା…

ଚଳିତ ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା

ପୁରୀ: ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବାପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର 'ଆପ୍‌' ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ 'ଆପ୍‌' ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ । ଏଥିରୁ ସାଧାରଣ…

ମାର୍ଚ୍ଚ ୫ରେ ଆଉ ପାଳନ ହେବନି ପଞ୍ଚାୟତିରାଜ ଦିବସ

ଭୁବନେଶ୍ୱର: ଏଣିକି ଓଡିଶାରେ ଏବେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯିବନି । ଏପ୍ରିଲ ୨୪ ତାରିଖରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଲୋକସେବା ଦିବସ ମଧ୍ୟ ଏହି ଦିନ ପାଳନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି…

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ଜୁନ୍ ୨୭ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ…

ଖୁବଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ: ମନ୍ତ୍ରୀ

ଝାରସୁଗୁଡ଼ା: ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ…

କଳା ହଳଦୀ: କ୍ୟାନସର ଭଳି ଅସାଧ୍ୟ ରୋଗର ଚିକିତ୍ସା ପାଇଁ ଭଲ ବିକଳ୍ପ

ଜୟପୁର: ପ୍ରଥମେ ଆସାମ ପଶ୍ଚିମବଙ୍ଗ, ଓ ଓଡିଶା ପରେ ଏବେ ରାଜସ୍ଥାନରେ ଆରମ୍ଭ ହୋଇଛି କଳା ହଳଦୀ ଚାଷ । ଏହା ଦେଖିବାକୁ ସାଧାରଣ ହଳଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସର୍ବପ୍ରଥମେ କାମାକ୍ଷା ମନ୍ଦିରର ପାର୍ବତୀୟ ଅଞ୍ଚଳରେ କଳା ହଳଦୀ ମିଳିଥିଲା । ପଶ୍ଚିମବଙ୍ଗ ଓ ଆସାମରେ ପୂଜା ଓ ଶୁଭ କାର୍ଯ୍ୟରେ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୮୪ ପ୍ରତିଶତ ମାମଲାର ସମାଧାନ ହୋଇଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି । ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି । ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା…

ଆପଣଙ୍କ ଘର ଉତ୍ତର-ପୂର୍ବ ମୁହାଁ କି?

ଭୁବନେଶ୍ବର: ବାସ୍ତୁ ସିଦ୍ଧାନ୍ତକୁ ମାନି ଘରର ତିଆରି କରାଯାଏ ବା ଭୂମି କିଣାଯାଏ । ଦେଖିଥିବେ ଅନେକ ଭୂଖଣ୍ଡ ସିଧା ଦିଗକୁ ଥାଏ ଅର୍ଥାତ୍ ସିଧା ପୂର୍ବ, ପଶ୍ଚିମ, ଉତ୍ତର କିମ୍ୱା ଦକ୍ଷିଣ ଦିଗକୁ ଥାଏ। କିନ୍ତୁ ଅନେକ ଏମିତି ବି ଭୂଖଣ୍ଡ ବା ପ୍ଳଟ୍‌ ଥାଏ ଯାହା କୋଣକୁ ମୁହଁ କରିଥାଏ । ଅର୍ଥାତ୍…