Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଧୁମେହ ରୋଗୀ ପଇଡ଼ ପାଣି ପିଇଲେ କ’ଣ ହେବ ?

ଭୁବନେଶ୍ବର:ପଇଡ଼ ପାଣି କେବଳ ସ୍ବାଦିଷ୍ଟ ନୁହେଁ ବରଂ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଶରୀରକୁ ଏହା ଡିହାଇଡ୍ରେସନରୁ ରୋକିଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ ଭରପୂର ରହିଛି । ସେହିପରି ପୋଟାସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଭିଟାମିନ୍ ସି,…

ଓଏଏସ୍ ସ୍ତରରେ ଅଦଳବଦଳ; ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ 

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ କେନ୍ଦୁଝରର ବଂଶପାଳରେ ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି।…

୧୦ହଜାରରୁ କମ୍ ମୂଲ୍ୟରେ ଭାରତରେ ଲଞ୍ଚ ହେଲା POCO M7 5G

ନୂଆଦିଲ୍ଲୀ: POCO ନିଜର M ସିରିଜ ସ୍ମାର୍ଟଫୋନ୍ M7 5G ଲଞ୍ଚ କରିଛି । କମ୍ ମୂଲ୍ୟରେ ଏକ ଭଲ ଫୋନ୍ ଖୋଜୁଥିବା ୟୁଜୁରଙ୍କୁ ଏହି ଫୋନ ଆକର୍ଷିତ କରିବ । ଏହି ଫୋନଟି ସ୍ନାପଡ୍ରାଗନ 4 ଜେନ୍‌ 2 ଚିପସେଟ୍‌, 5ଜି ନେଟୱର୍କ ସପୋର୍ଟ, 5160mAh ବ୍ୟାଟେରୀ, 50MP ପ୍ରାଇମେରି କ୍ୟାମେରା ସହ ଆସିଛି ।…

ମାଲିକ ନୁହେଁ…. ଏଆଇ ବଢାଇବ ଦରମା

ନୂଆଦିଲ୍ଲୀ: ଧିରେ ଧିରେ ବିଶ୍ବ ଉପରେ କବଜା କରିବାକୁ ବସିଲାଣି ଏଆଇ । ଏହି ମନୁଷ୍ୟକୃତ ଏଆଇ ଏବେ ମନୁଷ୍ୟ ଉପରେ ତାର ରାଜ୍ ଦେଖାଉଛି । ମନୁଷ୍ୟ ଭଳି ସବୁ କାମ କରୁଛି, ତାହା ପୁଣି ମନୁଷ୍ୟ ଠାରୁ ୧୦୦ ଗୁଣା ଅଧିକ ବେଗରେ । ଆଉ ଏବେ ତ ଏହି ଯନ୍ତ୍ରାଂଶ ବୁଦ୍ଧିମତା ଭାବାବେଗ ବି ବୁଝିପାରିବାରେ…

‘ସ୍ବାମୀ ଛାଡିଦେବି ପଛେ, ସୋସିଆଲ ମିଡିଆ ଛାଡିହେବନି’: ମହିଳାଙ୍କ ଅଜବ ଜିଦି..

ପାଟନା: ସୋସିଆଲ ମିଡିଆ ପାଇଁ ପାଗଳ ମହିଳା । ବୁଝାଇ ବୁଝାଇ, ନୟାନ୍ତ ହେଲେ ପୋଲିସ୍, ହେଲେ ବୁଝିଲେନି ମହିଳା… ରୋକ୍ ଠୋକ୍ ଶୁଣାଇଦେଲେ, କହିଲେ..ସ୍ବାମୀ ଛାଡିଦେବି, ହେଲେ ସୋସିଆଲ ମିଡିଆ ଛାଡିପାରିବିନି । ବିହାରର କଟିହାର ଜିଲ୍ଲାରୁ ଏଭଳି କିଛି, ଅନନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ…

ୟୁରୋପ ଖୋଜୁଛି ନୂଆ ନେତା

ନୂଆଦିଲ୍ଲୀ: ଆମେରିକା ବନାମ ୟୁରୋପ। ଟ୍ରମ୍ପଙ୍କ ନୀତି ବଦଳାଇବ କି ବିଶ୍ବର କ୍ଷମତା ସମୀକରଣ? ୟୁରୋପ ଖୋଜୁଛି ନୂଆ ନେତା । କାନାଡା, ମେକ୍ସିକୋ ଭଳି ପଡୋଶୀ ଦେଶ ବି ଅସନ୍ତୁଷ୍ଟ । ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ…

ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ; ପାର୍ଲର ମାଲିକ ସହ ଚିତ୍ରକର ଗିରଫ

ଭୁବନେଶ୍ୱର: ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଭୁବନେଶ୍ୱରର ଏକ ଟାଟୁ ପାର୍ଲରର ମାଲିକ ସହ ଟାଟୁ ଆଙ୍କୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ କମିଶନରେଟ୍ ପୋଲିସ ଏହି ଘଟଣା ସହିତ ଜଡିତ…

ଡିକେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସକୁ ଘାରିଲାଣି ଡିସେମ୍ବର ଚିନ୍ତା ! ଦଳ ଲୁଚାଇବାକୁ ଯେତେ ଚେଷ୍ଟା କଲେ ବି ନେତାଙ୍କ ବୟାନବାଜି କଂଗ୍ରେସ ଭିତରର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପରେ ଡିକେ ଶିବକୁମାର ମହାକୁମ୍ଭରେ ବୁଡ ପକାଇବା ହେଉ କି…

IPL 2025: ବିସିସିଆଇକୁ ପିଚ୍ ଚିନ୍ତା, ଲାଗୁ କଲା ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ IPL)କୁ ନେଇ ବିସିସିଆଇ ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡିକ ଦଳର ଅଭ୍ୟାସ ଅଧିବେଶନ ସହିତ ଜଡିତ । ଏହି ନୂତନ ନିୟମର ଉଦ୍ଦେଶ୍ୟ ହେଲା ପିଚ୍ ର ଗୁଣବତ୍ତା ବଜାୟ ରଖିବା ଏବଂ ସମସ୍ତ ଦଳକୁ ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପ୍ରଦାନ କରିବା ।…

ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ…