Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହିଜବୁଲ୍ଲାର ‘ଫାଇବର୍ ଅପ୍ଟିକ୍ ଡ୍ରୋନ୍’, ଜାଣନ୍ତୁ କାହିଁକି ଏହାକୁ ଅଟକାଇ ପାରୁନି ଇସ୍ରାଏଲୀ ସେନା?

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଲାଗିରହିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲ୍ ସେନାର ଅତ୍ୟାଧୁନିକ ରାଡାର୍ ଏବଂ ଆଣ୍ଟି-ଡ୍ରୋନ୍ ସିଷ୍ଟମକୁ ଚକ୍‌ମା ଦେବା ପାଇଁ ହିଜବୁଲ୍ଲା ଏବେ ଏକ ନୂଆ ଏବଂ ମାରାତ୍ମକ ଅସ୍ତ୍ରର ପ୍ରୟୋଗ କରୁଛି। ତାହା ହେଉଛି- 'ଫାଇବର୍…

ବଲିଉଡରେ ଏବେ ବି ଲମ୍ବିଛି ଦାଉଦ୍‌ର ଦାଦାଗିରି: ମାୟାନଗରୀ ଓ ଅଣ୍ଡରୱାର୍ଲ୍ଡର ଅନ୍ଧାରୀ ସମ୍ପର୍କର ଗୁମର

ମୁମ୍ବାଇ: ମୁମ୍ବାଇର ମାୟାନଗରୀ ବା ବଲିଉଡ୍। ବାହାରକୁ ଏହା ଯେତିକି ଚକାଚକ୍ ଦିଶେ, ଏହା ଭିତରର କାହାଣୀ ସେତିକି ଅନ୍ଧକାର। ଆଉ ଏହି ଅନ୍ଧାର ସାମ୍ରାଜ୍ୟର ସବୁଠାରୁ ବଡ଼ ନାଁ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍‌ରେ ଦାଉଦ୍‌ର ନାଁ ଶୁଣିଲେ ବଡ଼…

ବିଦେଶରେ କୋଟିଏର ପ୍ୟାକେଜ୍ ନା ନିଜ ଦେଶରେ ଶାନ୍ତି ?

ନୂଆଦିଲ୍ଲୀ: ନ୍ୟୁୟର୍କ ଅଫର୍: ୨ ଲକ୍ଷ ୩ ହଜାର ଡଲାର, ଯାହାର ମୂଲ୍ୟ ଭାରତରେ ୨ କୋଟି ଟଙ୍କା । ଭାରତରେ ଆୟ: ୬୦ ରୁ ୮୦ ଲକ୍ଷ ଟଙ୍କା । ପ୍ରଥମ ନଜରରେ ୨ କୋଟିର ପ୍ୟାକେଜ୍ ଖୁବ୍ ଆକର୍ଷଣୀୟ ଲାଗୁଛି, କିନ୍ତୁ ଏହାର ଅସଲି ଚେହେରା କିଛି ଅଲଗା । ବିଶେଷଜ୍ଞଙ୍କ ମତରେ, ନ୍ୟୁୟର୍କ ଦୁନିଆର…

Earthquake in Odisha: ବାରମ୍ବାର ଥରୁଛି ଓଡିଶା! ମାଟି ତଳେ ଚାଲିଛି କ’ଣ?

ଭୁବନେଶ୍ୱର: ଭୂତଳେ ଚାଲିଛି କ'ଣ? ବାରମ୍ଵାର ଥରିଲାଣି ରାଜ୍ୟର ୪ ଜିଲ୍ଲା କିଛି ବଡ଼ ବିପର୍ଯ୍ୟୟର ଦେଉଛି କି ସଂକେତ? ଆଜି ସକାଳୁ ସକାଳୁ ପୁଣି ଥରି ଉଠିଛି ବଲାଙ୍ଗୀର। ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ଗୁଡଭେଲା ବ୍ଲକ ଅଞ୍ଚଳରେ ଭୋର ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ,…

ଚେନ୍ନାଇ ବିମାନବନ୍ଦରରେ ହଇଚଇ: ବିମାନର ଜରୁରୀକାଳୀନ ଗେଟ୍ ଖୋଲି ଡେଇଁପଡ଼ିଲେ ଯାତ୍ରୀ

ଚେନ୍ନାଇ: ବିମାନ ଯାତ୍ରା ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳେ। କିନ୍ତୁ ଶୁକ୍ରବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର (Emergency Exit) ଖୋଲି ସିଧା ତଳକୁ…

ମହଙ୍ଗା ହେଲା ଓମଫେଡ୍ କ୍ଷୀର: ଲିଟର ପିଛା ୪ ଟଙ୍କା ବଢ଼ିଲା ଦାମ୍, ଜାଣନ୍ତୁ ନୂଆ ଦର କେତେ?

ଭୁବନେଶ୍ୱର: ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ମହଙ୍ଗା ହେଲା ଖୀର। ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ବା ଓମଫେଡ୍ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରକାରର କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଛି। ଏହି ନୂଆ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ପ୍ରମୁଖ ସଫଳତା ହାସଲ କରିବାକୁ ଯାଉଛି ଭାରତ, ବିକଶିତ କରୁଛି ଏହି ଦୁଇଟି…

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ର ଆଉ ଏକ ପ୍ରମୁଖ ସଫଳତା ହାସଲ କରିବାକୁ ଯାଉଛି । DRDO ଅଧ୍ୟକ୍ଷ ସମୀର ଭି. କାମତ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି । ସେ ANI ଜାତୀୟ ସୁରକ୍ଷା ସମ୍ମିଳନୀରେ କହିଛନ୍ତି ଯେ ଭାରତ ହାଇପରସୋନିକ୍ ଗ୍ଲାଇଡ୍ ଏବଂ ହାଇପରସୋନିକ୍ କ୍ରୁଜ୍…

ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ରାତିରେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପରିସରରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ…

ଆଜି NEET 2026 ଏଣ୍ଟ୍ରାନ୍ସ ପରୀକ୍ଷା, ଯିବା ପୂର୍ବରୁ ଏହାକୁ ଥରେ ପଢ଼ିନିଅନ୍ତୁ…

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET UG 2026) ରବିବାର, ମେ ୩ରେ ଅନୁଷ୍ଠିତ ହେବାକୁ ଯାଉଛି। ମେଡିକାଲ ପ୍ରବେଶିକା ପରୀକ୍ଷା - NEET ଅପରାହ୍ନ ୨ ଟାରୁ ୫.୨୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ…