Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟର ୧୮ ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା। ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ।…

କାହାର ହେବ ଦିଲ୍ଲୀ ସିଂହାସନ, ପ୍ରାରମ୍ଭିକ ଗଣତିରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି

ନୂଆଦିଲ୍ଲୀ: କାହା ଦଖଲକୁ ଯିବ ଦିଲ୍ଲୀ କ୍ଷମତା? କିଏ ସମ୍ଭଳିବ ଦିଲ୍ଲୀ ରାଜଗାଦୀ । ରେକର୍ଡ ବଜାୟ ରଖିବ କି ଆପ୍? ନା କ୍ଷମତା କୁ ଆସିବ ବିଜେପି? ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍ ଗଣତି । ପ୍ରଥମେ ଖୋଲିଛି ପୋଷ୍ଟାଲ ବାଲଟ୍ । ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ କିଛି ସମୟ ପରେ ଇଭିଏମ୍ ଗଣତି ହେବ ।…

ହଠାତ୍ ବଢିଲା ଶୀତ: ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଲା ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା। ମାଘ ମାସରେ ପ୍ରଚଣ୍ଡ ତାତିରେ ସିଝୁଥିଲା ସାରା ଓଡିଶା। ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ, ଜାଣନ୍ତୁ କେବେ କରିବେ ଆବେଦନ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ…

ବାରବାଟୀରେ ହେବ ସୁପରସଣ୍ଡେରେ ସୁପର ମୁକାବିଲା, ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ…

ପ୍ରପୋଜ୍‌ ଡେ’: ଦିଲ୍ଲୀବାସୀ କାହାକୁ କରିବେ ପ୍ରପୋଜ୍?

ନୂଆଦିଲ୍ଲୀ: ଫେବୃଆରୀ ୮, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା। ଏବେ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଏହି ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଆଜିର ଦିନ ସହ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କର ବିଶେଷ ସମ୍ପର୍କର ପରୀକ୍ଷା…

ଏମାନଙ୍କୁ ଓଟ୍ସ ଖାଇବା ମନା..

ଭୁବନେଶ୍ବର: ଆଜିକାଲି ଯୁବବର୍ଗ ଓଟ୍ସକୁ ଆପଣାଇଛନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ…

ଏହି ସାପ ଦଂଶନରେ ଶରୀରର ପ୍ରତିଟି ସ୍ଥାନରୁ ହୁଏ ରକ୍ତସ୍ରାବ !

ଭୁବନେଶ୍ବର:ବିଶ୍ବରେ ଅନେକ ପ୍ରଜାତିର ସାପ ଅଛନ୍ତି । ତେବେ ଦୁନିଆରେ ଏମିତି ଏକ ବିଷାକ୍ତ ସାପ ରହିଛି, ଯାହା ମଣିଷକୁ ଚୋଟ ମାରିବା ମାତ୍ରେ ଶରୀରର ପ୍ରତିଟି ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଆପଣ ଜାଣିଛନ୍ତି କି ଏହି ସାପର ନାଁ କଣ ? ସାପର ନାଁ ହେଲା ବୁମସ୍ଲାଙ୍ଗ । ବୁମସ୍ଲାଙ୍ଗ ବିଷ ଏତେ…

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ…

ଫୋନପେ ଏହି ବ୍ୟବସାୟକୁ କଲା ବନ୍ଦ ,କମ୍ପାନୀ ଆରବିଆଇକୁ ଲାଇସେନ୍ସ ଫେରସ୍ତ କରିବ

ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ 'ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି…