Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ…

ଫୋନପେ ଏହି ବ୍ୟବସାୟକୁ କଲା ବନ୍ଦ ,କମ୍ପାନୀ ଆରବିଆଇକୁ ଲାଇସେନ୍ସ ଫେରସ୍ତ କରିବ

ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ 'ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏବେ  ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ ଭାବରେ ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ । …

ଭାରତ-ଇଂଲଣ୍ଡ: ଖାଣ୍ଟି ଘିଅରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ସହ ଖେଳାଳି ଚାଖିବେ ୩ଶହ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ…

ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର : ରାଜ୍ୟରେ ବଢି ଚାଲିଛି ଅପରାଧ। ଗୋଟିଏ ପଟେ ଚୋରି ରାହାଜାନି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମୃତ୍ଯୁ ଧମକ ସାଙ୍ଗକୁ ଅତର୍କିତ ଆକ୍ରମଣ ନଜରକୁ ଆସୁଛି। ଆଜି ବ୍ରହ୍ମପୁରରେ ଘଟିଛି ସେହିପରି ଏକ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବିଜେପି…

ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବ ଗଞ୍ଜେଇ ଚାଷ: ଡିଜିପି ୱାଇ.ବି ଖୁରାନିଆ

ଭୁବନେଶ୍ୱର: ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଗଞ୍ଜେଇ ମୂଳୋତ୍ପାଟନ ନିର୍ଦ୍ଦେଶ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି ଖୁରାନିଆ । ଏବେ ସୁଦ୍ଧା ୫୯୧ଟି ମାମଲା ସହ ୨୫ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ୨୧୩ ମାମଲା ପଞ୍ଜୀକୃତ ହୋଇଛି। …

ପୁଅ ବାହାଘରରେ ଗୌତମ ଆଦାନୀ ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ଦାନ କଲେ ୧୦ ହଜାର କୋଟି ଟଙ୍କା

ଅହମଦାବାଦ: ଗତ ମାସ ମହାକୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁଅର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ’ ଆୟୋଜିତ ହେବ । ତାଙ୍କ କଥାରେ ଅଟଳ ରହି ଏବଂ ତାଙ୍କ ପୁଅ ଜୀତ ଆଦାନୀଙ୍କ ବିବାହ ଏକ ବିଳାସପୂର୍ଣ୍ଣ ଏବଂ ଆକର୍ଷଣୀୟ ଉତ୍ସବ ହେବ ବୋଲି ସମସ୍ତ…

ବାଣ କାରଖାନାରେ ବିସ୍ଫୋରଣ: ୪ମୃତ; ବିଜେପି ବିଧାୟକଙ୍କ ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ: ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କଲ୍ୟାଣୀର ରଥତଲା ଅଞ୍ଚଳର ଥିବା ଏକ ବାଣ କାରଖାନାରେ ଘଟିଛି । ନଦିଆର କଲ୍ୟାଣୀର ରଥତଲାର ଏକ ଜନବହୁଳ ଅଞ୍ଚଳରେ ଥିବା ଏକ ବାଣ…

ସ୍ପଞ୍ଜ କାରଖାନାରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର

ରାଉରକେଲା: କିଛି ଦିନ ହେବ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି ଇସ୍ପାତ୍‌ ନଗରୀ ରାଉରକେଲା। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ପୁଣି ଘଟିଛି ଅଘଟଣ। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛି। ଏହି ବିସ୍ଫୋରଣରେ ୪  ଜଣ ଶ୍ରମିକ…

୭୦୦ କର୍ମଚାରୀଙ୍କୁ ଛଟେଇ କରିଛି ଇନ୍‌ଫୋସିସ୍‌ !

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ରେ ଆରମ୍ଭ ହୋଇଛି ଛଟେଇ। ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ଆରମ୍ଭ ହୋଇ ଯାଇଛି ବିବାଦ। ମିଡିଆ ରିପୋର୍ଟ ମୁତାବକ,  କମ୍ପାନୀ…