Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଜିଲା କ୍ୟାବିନେଟ୍ ମୋହର, ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

ଭୁବନେଶ୍ୱର: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍ । ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା…

ନିଖୋଜ ବିମାନ ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ; ୧୦ ମୃତ

ନୂଆଦିଲ୍ଲୀ:ଆମେରିକାର ପଶ୍ଚିମ ଆଲାସ୍କାରେ ଗୋଟିଏ ଦିନ ପୂର୍ବରୁ ନିଖୋଜ ହୋଇଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହିପରି, ଗତ ଆଠ ଦିନ ମଧ୍ୟରେ ଆମେରିକାର ଏହା ହେଉଛି ତୃତୀୟ ପ୍ରମୁଖ ବିମାନ ଦୁର୍ଘଟଣା । ସୂଚନା ଅନୁଯାୟୀ, ବିମାନର ଅନୁସନ୍ଧାନ ବେଳେ ବିମାନର ଧ୍ୱଂସାବଶେଷ ଦେଖିବାକୁ…

ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ: ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ। ଗୁଜୁରାଟର ଅହମ୍ମଦାବାଦରେ ଥିବା ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ତେବେ ଏହି କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ। ଖବରପାଇ…

ହାରିଲେ କେଜ୍ରିୱାଲ, ସିସୋଦିଆ: ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା

ନୂଆଦିଲ୍ଲୀ: ଟ୍ରେଣ୍ଡରେ ବିଜେପିର ଜନାଦେଶ । ସେପଟେ ଧୂଳି ଚାଟିଲାଣି ଆପ୍। ହାରିଲେ କେଜ୍ରିୱାଲ, ସିସୋଦିଆ କିନ୍ତୁ ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି । ଜଙ୍ଗପୁରାରୁ ଆମ…

ଦିଲ୍ଲୀ ବିଧାନସଭା ନିର୍ବାଚନ; ହାରିଲେ ଆପ ପ୍ରାର୍ଥୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗୁଛି। ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ପ୍ରାର୍ଥୀ ହେବା ପରେ ଜଙ୍ଗପୁରା…

ମହିଳାଙ୍କ ଆକାଉଣ୍ଟକୁ ଆସିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ତିନି ଦଶନ୍ଧି ଧରି…

‘ନିଜ ନିଜ ଭିତରେ ଆହୁରି ଲଢ’: ଦିଲ୍ଲୀ ଫଳାଫଳକୁ ନେଇ ଆପ୍-କଂଗ୍ରସକୁ ଏପରି କହିଲେ ଓମାର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରୁଥିବା ଦେଖାଯାଉଛି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ପରି ମନେ ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ୍…

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, ୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ…

ଆମେରିକାରୁ ପୁଣି ଫେରିବେ ୪୮୭ ଅବୈଧ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ତିନି ଦିନ ପୂର୍ବେ ଅର୍ଥାତ୍ ଫେବୃଆରୀ ୫ ତାରିଖରେ, ଆମେରିକାରେ ରହୁଥିବା ୧୦୪ ଜଣ ଅବୈଧ ଭାରତୀୟ ପ୍ରବାସୀ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଭାରତୀୟମାନଙ୍କୁ ଏକ ଆମେରିକୀୟ ସାମରିକ ବିମାନରେ ଭାରତ ଅଣାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦରେ ଗତ ଦୁଇ ଦିନ ଧରି ହଟ୍ଟଗୋଳ…