Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭୦୦ କର୍ମଚାରୀଙ୍କୁ ଛଟେଇ କରିଛି ଇନ୍‌ଫୋସିସ୍‌ !

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ରେ ଆରମ୍ଭ ହୋଇଛି ଛଟେଇ। ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ଆରମ୍ଭ ହୋଇ ଯାଇଛି ବିବାଦ। ମିଡିଆ ରିପୋର୍ଟ ମୁତାବକ,  କମ୍ପାନୀ…

କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: ଆସୋସିଏସନ୍‍ ଅଫ୍‍ ଫୋନୋ ସର୍ଜନ୍ସ ଅଫ୍‍ ଇଣ୍ଡିଆ (ଏପିଏସ୍‍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍‍-୨୦୨୫’ ଶୁକ୍ରବାର କିମ୍‍ସରେ ଉଦଘାଟିତ ହୋଇଯାଇଛି । ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ ଶହରୁ ଊର୍ଦ୍ଧ୍ୱ ସ୍ୱର…

ଓସିଏସ ପ୍ରିଲିମ୍ ପରୀକ୍ଷା-୨୦୨୩; ୪୭୯୯ ଜଣ ପ୍ରାର୍ଥୀ ଉତୀର୍ଣ୍ଣ

ଭୁବନେଶ୍ୱର: ପ୍ରକାଶ ପାଇଲା ଓସିଏସ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ତେବେ…

ଆମେରିକାରୁ ଡିପୋର୍ଟ ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି, ଯାଞ୍ଚ କରିବ ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଆମେରିକରୁ ଡିପୋର୍ଟ ହୋଇଥିବା ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି। ମମଳକୁ କଡାକଡି ଯାଞ୍ଚ କରିବ ପଞ୍ଜାବ ପୋଲିସ। ପଞ୍ଜାବ ଡିଜିପି ଗୌରବ ଯାଦବ ଆଜି ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।  ଆମେରିକାରୁ ଡିପୋର୍ଟ…

ଏହି ଦିନ ଲଞ୍ଚ ହେବ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ..

ନୂଆଦିଲ୍ଲୀ:ଫୋଲଡେବଲ୍ ଆଇଫୋନ୍ ର ଅପେକ୍ଷାର ଶୀଘ୍ର ଅନ୍ତ ହେବାକୁ ଯାଉଛି । ଆପଲର ପ୍ରଥମ ଫୋଲଡେବଲ୍ ଆଇଫୋନର ଲିକ୍ ସାମ୍ନାକୁ ଆସିଛି । ଏହି ଆଇଫୋନ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ । ଏକ୍ସ ୟୁଜର ହାୟଓ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବିଷୟରେ ତଥ୍ୟ ସେୟାର…

ପ୍ରକାଶ ପାଇଲା ଓସିଏସ୍‌ ପ୍ରିଲିମ୍ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ଓସିଏସ୍‌ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୭୩ ମହିଳା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓସିଏସ୍-୨୦୨୩ ପ୍ରିଲିମ ରେଜଲ୍ଟ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ,…

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ଥରୀୟ ନିଯୁକ୍ତି ମେଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ଭାବେ ମନୋନୀତ…

ମୁମ୍ବାଇରେ ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ମୁମ୍ବାଇ: ମୁମ୍ବାଇରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏନସିବି ସୂଚନା ମୁତାବକ, ଜବତ ବ୍ରାଉନସୁଗାର ମଧ୍ୟରେ ରହିଛି ୧୧.୫୪୦ କିଲୋଗ୍ରାମର ହାଇ କ୍ବାଲିଟ୍‌ କୋକିନ୍‌, ୪.୯…

ରାଜଧାନୀରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ ସହ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀ ମହାପାତ୍ର ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିଲେ । ସ୍ମାର୍ଟ ସିଟି…

ହୋମ ଲୋନ୍ ନେଇ ଘର କିଣୁଛନ୍ତି, ତେବେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ନିଜ ପରିବାର ପାଇଁ ଘର କିଣିବା ସମସ୍ତଙ୍କର ସବୁଠାରୁ ବଡ ସ୍ୱପ୍ନ ଥାଏ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଘର କିଣିବାକୁ ଯାଉଛନ୍ତି, ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ହୋମ ଲୋନ୍ ଯଦି ଆପଣ ଲୋନ ନେଇ ଏକ ଘର ନେବାକୁ ଚାହୁଁଛନ୍ତି ଏବଂ…