Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର: ଉଚ୍ଚ ଶବ୍ଦ ବା ଧ୍ୱନୀ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କାନ ପାଇଁ ସହନଶୀଳ ହୋଇନଥିବା ଅତ୍ୟଧିକ ଉଚ୍ଚ ଶବ୍ଦ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରେ। ଉଚ୍ଚ ଶବ୍ଦ ବା ଧ୍ୱନୀ ସାଧାରଣ ବ୍ୟକ୍ତିଙ୍କ ଜୀବନ ନେଇ ପାରେ। ଏଭଳି ଏକ ଅଭାବନୀୟ ଘଟଣା…

ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ିକୁ ସାରା ଦୁନିଆ ପସନ୍ଦ କରେ। ରେଖାଙ୍କ ସହ ବିଗ୍ ବୀଙ୍କ ଆଫେୟାର ଚର୍ଚ୍ଚା ବି ଆପଣ ଅନେକ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଜୟାଙ୍କ ଜୀବନକୁ ଆସିବା ପୂର୍ବରୁ ଏବଂ ଅମିତାଭ ବଲିଉଡର ମହାନାୟକ ହେବା ପୂର୍ବରୁ ତାଙ୍କ…

ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ରଫ ଅଭିଯୁକ୍ତ ହେଲା ବିଶ୍ବଜିତ ମହାପାତ୍ର । ଚାମେଲିଙ୍କ ଏତଲା ଆଧାରରେ ବିଶ୍ବଜିତକୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ…

ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢାଉ, ୬ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତୁରଙ୍ଗ ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଚଢଉ ବେଳେ ୯ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହ ଗୋଟିଏ ପରିବାରର ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା, ତାଙ୍କ ପତ୍ନୀ ମାମା…

ପିଜା ଅର୍ଡରରେ ‘ହିଟଲର’ଙ୍କ ନାଁ ! ଭାରି ପଡ଼ିଲା ମଜା, ଜେଲ୍ ଗଲେ ଛାତ୍ର

ମଜାରେ କରିଥିବା ଏକ ଭୁଲ୍ ପାଇଁ ଜଣେ ୧୮ ବର୍ଷର ଛାତ୍ରଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପିଜା ଅର୍ଡର କରିବା ସମୟରେ ନିଜ ନାଁ ବଦଳରେ ଜର୍ମାନୀର କ୍ରୂର ସ୍ଵେଚ୍ଛାଚାରୀ ଶାସକ 'ଆଡଲଫ୍ ହିଟଲର'ଙ୍କ ନାଁ ଲେଖିବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା। ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ଏବେ…

ବେଆଇନ ବାଲି ଘାଟ ଉପରେ ଚଢାଉ;୧୮ ବାଲି ବୋଝେଇ ହାଇୱା ଜବତ, ୧୦ ଜଣ ଅଟକ

ପୁରୀ:ବେଆଇନ ବାଲି ଘାଟ ଉପରେ ଚଢ଼ାଉ । ୧୮ ବାଲି ବୋଝେଇ ହାଇୱା, ୨ ଟି JCB ମେସିନ ଜବତ । ୧୦ଜଣଙ୍କୁ ଉଠାଇ ନେଲା ପୋଲିସ। ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଞ୍ଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ବିଳମ୍ବିତ…

ରାୟଗଡ଼ା ଭିଡ଼ ଆକ୍ରମଣ ଘଟଣାରେ ନିନ୍ଦା ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ…

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାରେ ଦିଲ୍ଲୀର ଜଣେ ଯୁବତୀ ଏବଂ ତାଙ୍କ ସହକର୍ମୀଙ୍କ ଉପରେ ଭିଡ଼ ଆକ୍ରମଣ ଘଟଣାରେ ପୋଲିସ ଶନିବାର ଆଉ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସହିତ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୨୧ରେ ପହଞ୍ଚିଛି। ତଦନ୍ତକାରୀ ଦଳମାନେ କହିଛନ୍ତି ଯେ ଏହି ଗିରଫଦାରୀ…

ପାହାଡ଼ପୁରରେ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଅଭିଭାଷଣ, ‘ସୂର୍ଯ୍ୟଗ୍ରାମ’ ହେବ ରାଷ୍ଟ୍ରପତିଙ୍କ ଶାଶୁଘର ଗାଁ

ବାରିପଦା: ରାଜ୍ୟରେ ବିଜେପି ସରକାର ସଫଳତାର ସହ ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହି ଗୌରବମୟ ଅବସରରେ ଏକ ବିଶେଷ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ବେଶ୍…

ଫୁଟପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସୁରକ୍ଷା ପାଇଁ ଫୁଟପାଥରେ ଚାଲିବା ସାଧାରଣ ଲୋକଙ୍କର ମୌଳିକ ଅଧିକାର। ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର ଦିନ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ସୁରକ୍ଷିତ ଏବଂ ସୀମାବଦ୍ଧ ଫୁଟପାଥରେ ଚାଲିବାର…

35 ସେକେଣ୍ଡରେ ଧରାପଡିବେ ଅପରାଧୀ, ଲଞ୍ଚ ହେଲା ‘ଅଭିଜ୍ଞାନ’ ଆପ୍

ନୂଆଦିଲ୍ଲୀ: ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଅତୀତର ରେକର୍ଡ ପାଇବାରେ ପୋଲିସକୁ ପ୍ରାୟତଃ ବହୁତ ସମୟ ଲାଗେ। ସୂଚନା ସଂଗ୍ରହ କରିବା ପାଇଁ ସେମାନଙ୍କୁ ବିଭିନ୍ନ ସିଷ୍ଟମ ଏବଂ ରେକର୍ଡ ମାଧ୍ୟମରେ ଖୋଜିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ, ଏହି କାର୍ଯ୍ୟ ପୂର୍ବ ଅପେକ୍ଷା ସହଜ…