Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାକୁମ୍ଭରେ ଦଳାଚକଟା ଘଟଣାକୁ ‘ଦୁର୍ଭାଗ୍ୟଜନକ’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଏହା ସହ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ ଦେଲେ ନିର୍ଦ୍ଦେଶ । ସୁପ୍ରିମକୋର୍ଟ ଏହି ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି ।…

ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ

ଝାରସୁଗୁଡ଼ା: ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌…

ବଜେଟ୍ ୨୦୨୫: ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ବ୍ୟୟବରାଦ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡି଼ଶାର ରେଳ କ୍ଷେତ୍ରକୁ ୧୦,୫୯୯ କୋଟି ଟଙ୍କା କେନ୍ଦ୍ରୀୟ ବଜେଟରେ ଦିଆଯାଇଥିବା ନେଇ ସୋମବାର ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। ରାଜ୍ୟ ପାଇଁ ବ୍ୟୟବରାଦ ଘୋଷଣା କରିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ…

ମେ ୪ରେ ଖୋଲିବ ବଦ୍ରିନାଥ ଧାମ ମନ୍ଦିର

ଉତ୍ତରାଖଣ୍ଡ: ବଦ୍ରିନାଥ ଧାମର ଦ୍ୱାର ଚଳିତବର୍ଷ ମେ ୪ ତାରିଖରେ ସକାଳ ୬ଟାରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ । ବସନ୍ତ ପଞ୍ଚମୀରେ ତିହରୀ ରାଜ ଦରବାର ନରେନ୍ଦ୍ର ନଗରରେ ଶ୍ରୀ ଗଣେଶ ପୂଜାଙ୍କ ପୂଜା ସହ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ବଦ୍ରିନାଥ ଧାମ ମନ୍ଦିରର ଦ୍ୱାର ଖୋଲିବାର ତାରିଖ…

ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି । ବେଆଇନ ଶୁଆ ଓ କଇଁଛ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୌଦ୍ଧ ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ…

ଦିଲ୍ଲୀ ନିର୍ବାଚନ: କାହା ଗ୍ୟାରେଣ୍ଟିରେ କେତେ ଦମ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ମାଗଣା ଯୋଜନା ଦଳ ପାଇଁ ବୁଷ୍ଟର ଡୋଜ୍ ହୋଇଛି । ପୂର୍ବ ଦୁଇଟି ନିର୍ବାଚନରେ ମାଗଣା ବିଜୁଳି, ପାଣି ଭଳି ଲୋକପ୍ରିୟ ଯୋଜନା ଆପ୍ ଖାତାକୁ ଭୋଟ୍ ଟାଣିଛି । ଦିଲ୍ଲୀରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ ଏଥର ବି ନିର୍ବାଚନ…

ଦିଲ୍ଲୀ ଦଙ୍ଗଲରେ କାହାର ପଲ୍ଲା ଭାରି?

ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା…

ଗ୍ରହ ଦୋଷ ଥିଲେ ହୁଏ ଏହିସବୁ ରୋଗ; ଜାଣନ୍ତୁ ଅଶୁଭ ପ୍ରଭାବରୁ କିପରି ମିଳବ ମୁକ୍ତି..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ପ୍ରଭାବ ଆମ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଗ୍ରହଙ୍କ ଶୁଭ ପ୍ରଭାବ ଶରୀରକୁ ସୁସ୍ଥ ରଖେ । ଅଶୁଭ ପ୍ରଭାବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରେ ଓ ବାରମ୍ବାର ଶରୀର ରୋଗଗ୍ରସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ…

ମାଲକାନଗିରି ପିଏ ମୃତ୍ୟୁ ମାମଲା: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାଲକାନଗିରି ପିଏ ମୃତ୍ୟୁ ମାମଲାରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ। କୋର୍ଟରେ ହାଜର ନହେବାରୁ ଜାମିନ ବିହିନ ଗିରଫ ପରୱାନା (NBW) ଜାରି କଲେ ଏସ୍‌ଡିଜେଏମ୍‌ କୋର୍ଟ। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର…

ଓଡି଼ଆ ନୂଆବର୍ଷ ପୂର୍ବରୁ ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର: ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ। ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ…