Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଅଭିନେତା ଆଲୋକ ନାଥଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌?

ମୁମ୍ବାଇ: ୪୫ ଜଣ ନିବେଶକଙ୍କୁ ୯ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅଭିନେତା ଆଲୋକ ନାଥ ଏବଂ ଶ୍ରେୟସ ତଲପଡେଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ରୁଜୁ ହୋଇଥିବା ଏଫଆଇଆରରେ ଏକ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର…

ଫେକ୍ ଭିଡିଓ ମାମଲା: ପୁଣି ଏକ ନୂତନ ପିଟିସନ ଦାଖଲ କଲେ ଆରାଧ୍ୟା, ଗୁଗୁଲକୁ ନୋଟିସ ପଠାଇଲେ କୋର୍ଟ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ଏକ ନୂତନ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ଆରାଧ୍ୟା ଅନୁରୋଧ କରିଛନ୍ତି ଯେ ବିଭିନ୍ନ ୱେବସାଇଟରେ ପ୍ରସାରିତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମିଛ ଏବଂ ଭ୍ରମିତ ସୂଚନା ଏବେ…

ବନ୍ୟପ୍ରାଣୀ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସିବିଆଇ: ଚୋରି ସାମଗ୍ରୀ ଜବତ, ୪ ଗିରଫ

ହରିୟାଣା: ବନ୍ୟପ୍ରାଣୀ ଶିକାର ଏବଂ ଚୋରା ଚାଲାଣ ବିରୋଧରେ ସିବିଆଇର ବନ୍ୟପ୍ରାଣୀ ଅପରାଧ ୟୁନିଟ୍ ଆଜି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆଧାରରେ ସିବିଆଇକୁ ବଡ଼ ସଫଳତା ମିଳିଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ର ଅଧିକାରୀମାନଙ୍କ ସହିତ ସିବିଆଇ ଟିମ୍…

ରାଷ୍ଟ୍ରପତିଙ୍କୁ ବିଚାରି କହିବା ଘଟଣା; ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଂସଦମାନେ ତାଙ୍କ ବିରୁଦ୍ଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କରିଛନ୍ତି । ବିଜେପି ସାଂସଦମାନେ…

ବିଶ୍ୱ କର୍କଟ ଦିବସ: ମାନସ ସାହୁଙ୍କ ବାଲୁକା କଳା ମାଧ୍ୟମରେ ସଚେତନତା

ପୁରୀ: ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "World Cancer Day" ବା ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି…

କେଉଁଠୁ ହୋଇଛି ଗଙ୍ଗା ନଦୀର ଉତ୍ପତି? ୨୫୧୦କିମି ଯାତ୍ରାରେ ବଦଳେ ୫ ଥର ନାମ

ନୂଆଦିଲ୍ଲୀ: ମହାକୁମ୍ଭ ଯୋଗୁଁ, ପ୍ରୟାଗରାଜର ସଙ୍ଗମରେ କୋଟି କୋଟି ସାଧୁ ସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଛି । ପ୍ରୟାଗକୁ ତୀର୍ଥସ୍ଥଳର ରାଜା କୁହାଯାଏ । ଏହି ସ୍ଥାନରେ ମୋକ୍ଷଦାୟିନୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରନ୍ତି । କିନ୍ତୁ ଆପଣ ଜାଣନ୍ତି କି…

ହେଲଥ୍ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ହେଲ୍‌ଥ ୱାର୍କର ନିଯୁକ୍ତି ଉପରେ ରୋକ୍। ମଲ୍ଟି ପର୍ପସ ହେଲଥ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ। ଆସନ୍ତା ଶୁଣାଣି ଯାଏଁ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ପାଇଁ ନିର୍ଦ୍ଦେଶ…

ଉଦିତ ନାରାୟଣଙ୍କ ପିଛା ଛାଡୁନି ବିବାଦ: ଏବେ ଗାୟିକାଙ୍କୁ କିସ୍ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ବିବାଦ। ସୋସିଆଲ ମିଡିଆରେ କିସିଙ୍ଗ ଭିଡିଓ ଭାଇରାଲ ହେବା ପରେ ଏବେ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କିଛି ଗାୟିକାଙ୍କୁ ଚୁମ୍ବନ କରୁଛନ୍ତି। ଏହି ପୁରୁଣା ଭିଡିଓ ଏବେ ପୁଣି ଥରେ ଭାଇରାଲ…

ଝାରପଡ଼ା ଜେଲରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର: ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାରରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ଆଜି ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମଙ୍କୁ…

ସଠିକ୍ ସ୍ଥାନରେ ରଖନ୍ତୁ ଫ୍ରିଜ; ନଚେତ୍ ବିସ୍ଫୋରଣରେ ଚାଲିଯାଇପାରେ ଜୀବନ

ଭୁବନେଶ୍ବର: ଖବର ଶୁଣିଥିବେ ଫ୍ରିଜର କମ୍ପ୍ରେସର୍ ଫାଟିବା କାରଣରୁ ଜୀବନ ଚାଲିଯାଇଛି । ତେବେ କାହିଁକି ଫ୍ରିଜ୍ ବିସ୍ଫୋରଣ ହୁଏ ଆପଣ ଜାଣିଛନ୍ତି କି ? ଫ୍ରିଜକୁ ଯଦି ସଠିକ୍ ସ୍ଥାନରେ ନ ରଖାଯାଏ ତାହେଲେ ବିସ୍ଫୋରଣ ହେବାର ସମ୍ଭାବନା ଦେଖାଯାଏ । ତେବେ ଘରର କେଉଁ ସ୍ଥାନରେ ଫ୍ରିଜକୁ ରଖିଲେ…